Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ…

ଘୃଣା ବଜାରରେ ପ୍ରେମ ଦୋକାନ ଖୋଲିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆାଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନ ଦେଇ । ରାହୁଲଙ୍କର ବିବଦୀୟ ବୟାନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା । ଏପରିକି ସଂସଦରେ…

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ…

୫ଟି ରାଜ୍ୟରେ ଶୀତଲହରୀ ଆଲର୍ଟ, ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୨୫ ମିଟରରୁ ବି କମ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ହାଡ଼ଭଙ୍ଗା ଶୀତ । ବିଶେଷ କରି ଦିଲ୍ଲୀ, ପଞ୍ଜାବ ଓ ହିମାଚଳପ୍ରଦେଶ ସମେତ ଉତ୍ତର ଭାରତର ଅନେକ ରାଜ୍ୟଗୁଡିକରେ ପାରଦ ଲଗାତାର ତଳକୁ ଖସୁଛି । ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଅନେକ ସ୍ଥାନର ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ କେତେକ ସ୍ଥାନରେ…

ଭାରତୀୟ ଯବାନଙ୍କ ଗୁଳିରେ ୩ ଏଲ୍ଇଟି ଆତଙ୍କୀ ନିପାତ

ଜମ୍ମୁ: ଜମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ସୋପିଆଁ ଠାରେ ସୁରକ୍ଷାବଳ ଗୁଳିରେ ଟଳିଲେ ଲସ୍କର-ଏ-ତୋଇବାର ୩ ଆତଙ୍କୀ । ସୋପିଆଁ ଠାରେ ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମୁଞ୍ଝ ମାର୍ଗ ସହ ପୂରା ଅଞ୍ଚଳରେ ନାକାବନ୍ଦୀ, ଖାନତଲାସୀ କରୁଛି ପୋଲିସ ।…

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି । ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ…

ଜାନୁଆରୀ ୨୫ରୁ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଆରମ୍ଭ ହେବ

ନୂଆଦିଲ୍ଲୀ: ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ। ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ…

ହଠାତ ଦୃଦଘାତ ହୋଇ ମୃତ୍ୟୁ ହେବା ପଛରେ ଲଙ୍ଗ କୋଭିଡ୍ !

ନୂଆଦିଲ୍ଲୀ: ବଲିଉଡ ସିଙ୍ଗୀର କେକେ ହୁୁଅନ୍ତୁ ଅବେ କମେଡିଆନ ରାଜୁ ଶ୍ରୀବାସ୍ତବ ହଠାତ ଅସୁସ୍ଥ ଅନୁଭବ କରିବା ପରେ ହୃଦଘାତର ଶିକାର ହୋଇଥିଲେ ପରେ ପ୍ରାଣ ହରାଇଛନ୍ତି। ଏହିପରି ଅନେକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ସବୁ ଘଟଣାରେ ସନ୍ଦେହ ଜନକ ହୃଦଘାତ ରହିଛି।…

ଭୁବନେଶ୍ୱର ସମେତ ୨୫ଟି ବିମାନ ବନ୍ଦରକୁ ଲିଜରେ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ଦେଶର ୨୫ଟି ବିମାନ ବନ୍ଦରର ହେବ ଘରୋଇକରଣ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ଅବଗତ କରାଇଛନ୍ତି। ନ୍ୟାସନାଲ ମୋନେଟାଇଜେସନ୍ ପାଇପଲାଇନ (NMP) ଅନୁଯାୟୀ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର ୨୫ ବିମାନବନ୍ଦର ୨୦୨୨ ରୁ…

ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ…