Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବର ଯୋଗଦାନ ରହିଛି ୧୦ ହଜାର କୋଟି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବେ ଏକପ୍ରକାର ରୋଜଗାର ମାଧ୍ୟମ ସାଜିଛି କହିଲେ ଭୁଲ ହେବନି । ବହୁତ ଲୋକ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ପରୋକ୍ଷରେ ଭାରତର ଜିଡିପି ବୃଦ୍ଧି କରାଇବାରେ ମଧ୍ୟ ସହାୟ ହେଉଛି । ୨୦୨୧ରେ ଭାରରତୀୟ ଜିଡିପିରେ ୟୁଟ୍ୟୁବରଙ୍କ ଯୋଗଦାନ ୧୦ ହଜାର କୋଟି…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

କୀଭରେ ବିନାଶ ରଚୁଛି ଇରାନୀ ସୁଇସାଇଡ ଡ୍ରୋନ

କୀଭ: ରୁଷ ଏବେ ୟୁକ୍ରେନ ରାଜଧାନୀ କୀଭ ଉପରେ ଆକ୍ରମଣ ଜୋରଦାର କରିଛି । କୀଭରେ ସୋମବାର ଇରାନର ସୁଇସାଇଡ ଡ୍ରୋନ ବିନାଶ ରଚିଛି । ଅବଶ୍ୟ ୟୁକ୍ରେନର ପାଲଟା ଆକ୍ରମଣରେ ୩୫ରୁ ୩୦ ଡ୍ରୋନ ନଷ୍ଟ ହୋଇଯାଇଛି । ଏବେ ୟୁକ୍ରେନରେ ପ୍ରବଳ ଥଣ୍ଡା ପଡୁଛି । ରୁଷ ଏହାର ପାୱାର ସପ୍ଲାଇକୁ ନଷ୍ଟ କରି ସାଧାରଣ…

ତୱାଙ୍ଗ ଘଟଣା ପରେ ସୀମା ଉପରେ ଚୀନର ନଜର, ରଖିଲା ଡ୍ରୋନ, ଯୁଦ୍ଧବିମାନ

ନୂଆଦିଲ୍ଲୀ: ତୱାଙ୍ଗ ଘଟଣା ପରେ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଚୀନ । ସୀମାରେ ମୁତୟନ କରିଛି ଡ୍ରୋନ ଏବଂ ଯୁଦ୍ଧ ବିମାନ । ଉପଗ୍ରହ ମାଧ୍ୟମରେ ଏପରି ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ସାମ୍ନାକୁ ଆସିଛି। ଚାଇନା ସୀମାରେ କିପରି ଅସ୍ତ୍ରଶସ୍ତ୍ର ଠୁଳ କରିଛି, ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌…

ଗୁଗଲର ସମସ୍ତ ସର୍ଚ୍ଚ ରେକର୍ଡ ଭଙ୍ଗ କଲା ଫିଫା ବିଶ୍ୱକପ ଫାଇନାଲ

ଦୋହା: ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ଏହାକୁ ଦେଖିବା ପାଇଁ ପ୍ରଂଶସକମାନେ ସମସ୍ତ ଉଦ୍ୟମ କରିଥିଲେ । ରିପୋର୍ଟ ମୁତାବକ ସର୍ବାଧିକ ଲୋକ ଗୁଗଲରେ ଫିଫା ବିଶ୍ୱକପ ସର୍ଚ୍ଚ କରିବାରେ ରେକର୍ଡ କରିଛନ୍ତି । ଆଲାଫବେଟ ଏବଂ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ ଅଫିସିଆଲ ଟୁଇଟର ଆକାଂଉଟରେ ଏ…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ…

ଚୀନରେ ବଢୁଛି କୋଭିଡ ମୃତ୍ୟୁସଂଖ୍ୟା: ଶ୍ମଶାନରେ ମିଳୁନି ଜାଗା

ବେଜିଂ: ପୁଣି ଚୀନରେ ହାହାକାର ପରିସ୍ଥିତି । କାୟା ବିସ୍ତାର କରିଚାଲିଛି କରୋନା । ବଢିଚାଲିଛି ମୃତ୍ୟୁ ସଂଖ୍ୟା  । ନିୟନ୍ତ୍ରଣକୁ ଆସିପାରୁନି । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି ।  ରାସ୍ତାଘାଟ ଶୂନ୍‌ଶାନ ହୋଇପଡିଛି । ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିଲା…

ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ

ନୂଆଦିଲ୍ଲୀ : ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ  । ଗୁଗୁଲ ଫାଇଲ୍ସରେ ମିଳିବ ଡିଜିଲକର୍ ସୁବିଧା । ଗୁଗଲ୍ ଫର୍ ଇଣ୍ଡିଆର ଅଷ୍ଟମ ଏଡିସନ୍ ଆଜି ନୂଆଦିଲ୍ଲୀରେ ହୋଇଛି । ଏହି ଇଭେଣ୍ଟରେ ସାମିଲ ହୋଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ଗୁଗଲ୍ ନିଜର ଫାଇଲ୍ସ ଆପ୍ ରେ…

ନିଜ ଜାଲରେ ଫସିଲା ପାକିସ୍ତାନ; ଥାନାକୁ କବ୍ଜା କଲେ ତାଲିବାନୀ, କର୍ମଚାରୀ ପଣବନ୍ଦୀ

ପେଶାୱାର୍‌:ଶେଷରେ ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ । ଯେଉଁ ଆତଙ୍କବାଦୀଙ୍କୁ ସହାୟତା ଦେଇ ନିଜ ସ୍ୱାର୍ଥ ପାଇଁ କାମରେ ଲଗାଉଥିଲା ଆଜି ସେଇ ଆତାଙ୍କବାଦ ତା ପାଇଁ ନାଗଫାଶ ସାଜିଛି  । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ରବିବାର ଏକ  ଥାନାକୁ…