Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ଅଜୟ ପ୍ରତାପ ସିଂ

ଭୋପାଲ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିକୁ ଲାଗିଲା ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଅଜୟ ପ୍ରତାପ ସିଂ । ଶୁଣିବାକୁ ମିଳୁଛି ଯେ, ଲୋକସଭା ଟିକେଟ୍ ନ ପାଇବାରୁ ସିଂ ଦଳ ଛାଡିଛନ୍ତି । ଅଜୟ ପ୍ରତାପ ସିଂ ବର୍ତ୍ତମାନ ସ୍ୱାଧୀନ ଭାବରେ…

ରାଜ ବବ୍ବରଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା, ଝିଅ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କିଛି ସମୟ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହେଲେ କଂଗ୍ରେସ ପାର୍ଟିର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦଳର ଅନେକ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ୁଥିବା ବେଳେ ଶାସକ ଦଳକୁ ଟକ୍କର ଦେଇ ଗଢ଼ିଥିବା ଇଣ୍ଡିଆ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଏବେ…

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ ଅନୁରାଧା ପାଉଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ…

ମୋଦୀ ସରକାରଙ୍କ ବଡ ଆକ୍ସନ, ୫ବର୍ଷ ପାଇଁ ବ୍ୟାନ ହେଲା ୟାସୀନ ମଲ୍ଲିକଙ୍କ ବିଛିନ୍ନତାବାଦୀ ଦଳ

ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ଦଳକୁ ବ୍ୟାନ କଲେ ମୋଦୀ । ଆଜି ନରେନ୍ଦ୍ର ମୋଦୀ ସରକାର ଘୋଷଣା କରିଛନ୍ତି ଯେ, 'ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ' ପାଞ୍ଚ ବର୍ଷ ପାଇଁ ଏକ 'ବେଆଇନ ସଂଗଠନ' ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜାମ୍ମୁ…

ରାମଲାଲାଙ୍କ ଜନ୍ମତ୍ସବ ପାଇଁ ୩ଦି ଯାଏଁ ୨୪ଘଣ୍ଟା ହେବ ସାଧାରଣ ଦର୍ଶନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ରାମନବମୀ ଅବସରରେ ୩ଦିନ ଯାଏଂ ୨୪ ଘଣ୍ଟିଆ ଦର୍ଶନ ପାଇବେ ଭକ୍ତ । ଅଯୋଧ୍ୟାର ବରିଷ୍ଠ ଅଧିକାରୀଙ୍କ ସହ ଏକ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଯୋଗୀ । ନବରାତ୍ରୀର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ପ୍ରଭୁ…

ନିର୍ବାଚନ ପୂର୍ବରୁ ’ମୋଦୀଙ୍କ ପରିବାର’ ଗୀତ ରିଲିଜ

ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି।  ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ ନିର୍ବାଚନକୁ ଦୃଷ୍ଟିରେ ରଖି ଲଞ୍ଚ କରାଯାଇଛି । ୩ ମିନିଟ୍ ୧୩ ସେକେଣ୍ଡ ଗୀତରେ ସରକାରଙ୍କ ସମସ୍ତ…

ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କୋଟିଏ ଆବେଦନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଢୁଛି  ପିଏମ୍ ‘ସୂର୍ଯ୍ୟ ଘର: ମାଗଣା ବିଜୁଳି’ ଯୋଜନାର ଲୋକପ୍ରିୟତା । ଏକ ମାସ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ୱ ପରିବାର ଏହି ଯୋଜନାରେ ପଞ୍ଜୀକରଣ  କରିଛନ୍ତି । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେବା ସହ ଖୁସିବ୍ୟକ୍ତ କରିଛନ୍ତି । ମୋଦି…

ଦିଲ୍ଲୀ ଅବକାରୀ ନୀତି ମାମଲା, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ଇଡିର ସମନ ମାମଲାରେ ରାଉଜ୍‌ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ…

ରାସ୍ତା କଡରେ ବିକ୍ରି କରୁଥିଲେ ବ୍ୟୁଟି ପ୍ରଡକ୍ଟସ୍, ମାସକୁ ୨୦୦ ଟଙ୍କା ଦରମା, ଜାଣନ୍ତୁ ଏହି ମହିଳାଙ୍କ ସଂଘର୍ଷମୟ…

ନୂଆଦିଲ୍ଲୀ: ପ୍ରଥମେ ଅଭିନେତ୍ରୀ ଆଉ ଏବେ ନେତ୍ରୀ । ଛୋଟବେଳୁ ଅନେକ ଏକ ସଂଘର୍ଷମୟ ଜୀବନ ଅତିବାହିତ କରିଥିବା ସ୍ମୃତି ଇରାନୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ସକ୍ରିୟ ଥାଆନ୍ତି । ନିକଟରେ ସ୍ମୃତି ଇରାନୀ ତାଙ୍କ ପ୍ରାରମ୍ଭିକ କ୍ୟାରିୟର ବିଷୟରେ କିଛି କଥା କହିଥିଲେ । ଟିଭି ସିରିୟେଲ…

ପ୍ରତିମାସରେ ୫ କୋଟି ନିର୍ବାଚନୀ ବଣ୍ଡ ଦାନକୁ ନେଇ କିରଣ ମଜୁମଦାର ସ’ଙ୍କ ପ୍ରତିକ୍ରିୟା; ଏହା ଭୁଲ, ଆପଣ ଗଣିତକୁ…

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡକୁ ନେଇ ବାୟୋକନ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ କିରଣ ମଜୁମଦାର ସ’ଙ୍କ ଅଜବ ପ୍ରତିକ୍ରିୟା  । ଆପଣ ଯାହା ଭାବୁଛନ୍ତି ତାହା ଭୁଲ  । ଆପଣ ଏ ଗଣିତକୁ ବୁଝନ୍ତୁ । ମାଇକ୍ରୋବ୍ଲଗିଂ ୱେବସାଇଟ ଏକ୍ସରେ ଜଣେ ୟୁଜର କିରଣ ମଜୁମଦାର ସ’ଙ୍କ କମ୍ପାନୀ ଦାନ…