Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁବନେଶ୍ୱର ସମେତ ୧୪ଟି ସ୍ଥାନରେ ସିବିଆଇର ଚଢ଼ାଉ, ଜାଣନ୍ତୁ ମାମଲା କ’ଣ?

ନୂଆଦିଲ୍ଲୀ: ସିବିଆଇ ଶୁକ୍ରବାର ମୁମ୍ବାଇ, କୋଲକାତା, ରାୟପୁର, ଭୁବନେଶ୍ୱର, ତ୍ରିଚି ସମେତ ଦେଶର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ଛତିଶଗଡ଼ର ଏସ୍ କେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସିବିଆଇ ୨୬ରୁ ଅଧିକ…

ଚନ୍ଦ୍ରଯାନ-୧ ମିଶନ ନିର୍ଦ୍ଦେଶକ ଶ୍ରୀନିବାସ ହେଗଡେଙ୍କ ପରଲୋକ

ବେଙ୍ଗାଲୁରୁ: ଚନ୍ଦ୍ରରେ ଜଳ ଅଣୁ ଆବିଷ୍କାର କରିଥିବା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ର ମିଶନ ନିର୍ଦ୍ଦେଶକ ଥିବା ଇସ୍ରୋର ପୂର୍ବତନ ବୈଜ୍ଞାନିକ ଶ୍ରୀନିବାସ ହେଗଡେ (୭୧)ଙ୍କର ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ପୁଅ ଅଛନ୍ତି।…

ପ୍ରିୟଙ୍କାଙ୍କ ପାଇଁ ଗୋଟିଏ ଆସନ ଛାଡିବେ ଭାଇ ରାହୁଲ !

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାୟବରେଲି ଆସନକୁ ପାଖରେ ରଖିବେ ଏବଂ ଓ୍ବାୟନାଡ ଲୋକସଭାରୁ ଇସ୍ତଫା ଦେଇପାରନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢିପାରନ୍ତି।ଏନଡିଟିଭି ରିପୋର୍ଟରେ କୁହାଯାଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ…

ଜମ୍ମୁ କଶ୍ମୀରର ସ୍ଥିତି ପରକ୍ଷିଲେ ଗୃହମନ୍ତ୍ରୀ, ସୁରକ୍ଷା ନେଇ ୧୬ରେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଏହାକୁ…

ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏହି ଆଶ୍ରମରେ ରହିଛି ମାଗଣା ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ପର୍ଯ୍ୟଟକମାନେ ଏହି ସବୁ ସ୍ଥାନରେ ରହିବା ସର୍ବଦା ବ୍ୟୟସାପେକ୍ଷ ହୋଇ ନ ଥାଏ । ତେବେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା ରହିଛି । ଏହି ସବୁ ଆଶ୍ରମରେ ଟଙ୍କାଟିଏ ବି ଦେବାକୁ ପଡି ନ…

ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି; ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ଆଶ୍ବସ୍ତି । ପୋକ୍ସୋ ମାମଲାରେ ଆଜି ତାଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ତାଙ୍କୁ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେବାସହ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି । ଜୁନ୍ ୧୭ ରେ ତାଙ୍କୁ ସିଆଇଡିରେ…

ରାମ ମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ । ପାକିସ୍ତାନ ରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଛି । ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଅଡିଓ ମାଧ୍ୟମରେ ଏହି ଚେତାବନୀ ମିଳିଛି । ଅଡିଓରେ କୁହାଯାଇଛି ଯେ, ଯେଉଁ ବାବ୍ରି ମସଜିଦ କୁ…

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ, ସବୁ ଡିଜିପିଙ୍କ ସହ ବୈଠକ

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆଇନ। ଆସନ୍ତା ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ପୋଲିସ ଆଇନ୍ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ…

ଜୁଲାଇ ୨୨ରେ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ବ୍ୟତୀତ ଜୁଲାଇ ୩ ତାରିଖରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ସରକାରୀ ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ଫେବୃଆରୀ ୧ରେ…

ଅଧିକ ଗରମ ଯୋଗୁଁ ଜୁନ୍ ୨୮ ଯାଏଁ ବଢିଲା ଗ୍ରୀଷ୍ମଛୁଟି

ଲକ୍ଷ୍ନୌ: ଏବେ ଦିଲ୍ଲୀ ସମେତ ସମସ୍ତ ଉତ୍ତର ଭାରତରେ ଜାରି ରହିଛି ଅସହ୍ୟ ତାତି । ଦିଲ୍ଲୀବାସୀ ତ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଇଚନ୍ତି ସରକାର। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର…