Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ…

ଛତିଶଗଡରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ବିଜାପୁର: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ । ଆଜି ପୁଣି ଥରେ ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ମାଓବାଦୀ । ସୂଚନା…

‘ପିଓକେ ଭାରତର ଥିଲା ରହିବ, ଦେଶର ଶାନ୍ତିରେ ବାଧା ଦେଲେ ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ’

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜନାଥ ସିଂ ଆତଙ୍କବାଦୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି ଆତଙ୍କବାଦୀ ଭାରତର ଶାନ୍ତିରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ…

ସୂର୍ଯ୍ୟ କିରଣକୁ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଖୋଜୁଛନ୍ତି ଉପାୟ

ନ୍ୟୁୟର୍କ: ଦିନକୁ ଦିନ ପୃଥିବୀ ଉତପ୍ତ ହେବାରେ ଲାଗିଛି । ଏହାକୁ ଅସ୍ଥାୟୀ ରୂପରେ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଉପାୟ ଖୋଜିବା ଆରମ୍ଭ କରିଛନ୍ତି । ଏବେ ସୂର୍ଯ୍ୟଙ୍କ କିରଣକୁ କିପରି ପୂନର୍ବାର ମହାକାଶକୁ ପଠାଇ ଯାଇପାରିବ ସେ ନେଇ ବୈଜ୍ଞାନିକମାନେ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି ।…

ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କହିଲେ କଙ୍ଗନା, ଟ୍ରୋଲ ପରେ ଇନଷ୍ଟାରେ ଦେଲେ ଜବାବ

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ତଥା ବିଜେପିର ସାଂସଦ ପ୍ରାର୍ଥୀ କଙ୍ଗନା ରାଣାୱତ ଟାଇମ୍ସ ନାଓ ସମ୍ମିଳନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି। ସେ ନେତାଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି…

କଙ୍କଡ଼ା ଦେଖାଇ ଷ୍ଟଣ୍ଟ କରି ଫସିଲେ ରୋହିତ ପାଓ୍ବାର, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ମୁମ୍ବାଇ: ଏନସିପି (ଶରଦ ପାୱାର) ଗୋଷ୍ଠୀର ନେତା ରୋହିତ ପାୱାର ନିକଟରେ ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଜୀବନ୍ତ କଙ୍କଡ଼ା ଆଣିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦଳର ଦୁର୍ନୀତି ବିରୋଧରେ କହିବା ବେଳେ ସେ କଙ୍କଡ଼ାକୁ ଏକ ଚିହ୍ନ ଭାବେ ଦେଖାଇ ଉଦାହରଣ ଦେଇଥିଲେ।…

‘୨୦୦୪ର ପରିଣାମ ୨୦୨୪ରେ ରିପିଟ୍ ହେବ’, ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ କହିଲେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏନଡିଏର ୨୦୨୪ ଅଭିଯାନ ୨୦୦୪ରେ 'ଇଣ୍ଡିଆ ସାଇନିଂ' ଅଭିଯାନ ଭଳି ହେବ। ରାଜସ୍ଥାନ ଜୟପୁରରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ବେଳେ ରାହୁଲ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି। ଚଳିତ…

ଏଣିକି ୟୁପିଆଇ ମାଧ୍ୟମରେ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ଲୋକେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ ଘୋଷଣା । ଏଣିକି ୟୁପିଆଇ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ଆପଣ । ବ୍ୟାଙ୍କ ନ ଯାଇ ଏବଂ ବିନା ଡେବିଟ୍ କାର୍ଡ ବ୍ୟବହାର କରି ଆପଣ ଘରେ ବସି ଅତି ସହଜରେ ନିଜ ଆକାଉଣ୍ଟରେ ପଇସା ଜମା କରିପାରିବେ । ଭାରତୀୟ ରିଜର୍ଭ…

ଗୁଡିପଡଓ୍ବା ଦିନ ନିଲାମ ହେବ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର

ମୁମ୍ବାଇ: ମୁମ୍ବାଇ ସ୍ଥିତ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର ମାନ ନିଲାମ ହେବ । ଏପ୍ରିଲ ୯ ତାରିଖ ଦିନ ଅର୍ଥାତ୍ ଗୁଡିପଡଓ୍ବା ଭଳି ପବିତ୍ର ଦିନରେ ଭଗବାନଙ୍କୁ ଦିଆଯାଇଥିବା ସୁନା ଅଳଙ୍କାରର ନିଲାମ ହେବ । ଦିନ ୧୧ ଟା ସମୟରେ ମହାରାଷ୍ଟ୍ରର ମୁମ୍ବାଇର ଶ୍ରୀ ସିଦ୍ଧବିନାୟକ ଗଣପତି…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ହାଇକୋର୍ଟଙ୍କ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ମଦ୍ରାସା ଆଇନ ୨୦୦୪କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏନେଇ…