Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ, ୯୦୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରିକ୍ଷା

ନୂଆଦିଲ୍ଲୀ: ଶେଷ ହେବ ଗଣତନ୍ତ୍ରର ମହାନ ପର୍ବ । ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ ।…

ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ: ଧ୍ୟାନରେ ମୋଦୀ

କନ୍ୟାକୁମାରୀ: ଦେହରେ ଗେରୁଆ ବସ୍ତ୍ର, ହାତରେ ରୁଦ୍ରାକ୍ଷ, ମଥାରେ ତିଲକ… କନ୍ୟାକୁମାରୀ ଯାଇ ବିବେକାନନ୍ଦ ସ୍ମାରକୀ ଶିଳାରେ ଧ୍ୟାନ ସାଧନା କରୁଛନ୍ତି ମୋଦୀ । ମନ୍ଦିରରେ ପୂଜାର୍ଚ୍ଚନା ପରେ ଧ୍ୟାନରେ ବସିଛନ୍ତି ମୋଦୀ । ଏହାରିଭିତରେ ସାମ୍ନାକୁ ଆସିଛି ମୋଦୀଙ୍କ କିଛି ଫଟୋ । ଗତକାଲିଠୁ…

ଆପ୍ ସାଂସଦ ସ୍ବାତି ମାଲିଓ୍ବାଲ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ବିଭବ କୁମାର

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲ ମାମଲା । କେଜ୍ରିଓ୍ବାଲଙ୍କ ପିଏସ୍ ବିଭବ କୁମାରଙ୍କ ଅଡୁଆ ବଢିଲା । ଦିଲ୍ଲୀର ତିସ୍ ହଜାରି କୋର୍ଟ ଆଜି ବିଭବଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ କୁ ପଠାଇଦେଇଛନ୍ତି । ସ୍ବାତୀ ମାଲିୱାଲ ମାମଲାରେ ବିଭବ କୁମାରଙ୍କୁ ମେ ୧୮ ରେ ଗିରଫ କରିଥିଲା…

ଜେଲ ଭିତରେ ନିର୍ବାଚନ ଫଳାଫଳ ଦେଖିବେ ରେବନ୍ନା, ୬ ଦିନ ପାଇଁ ନିଜ ହେପାଜତକୁ ନେଲା ଏସଆଇଟି

ବେଙ୍ଗାଲୁରୁ: ରିମାଣ୍ଡରେ ଗଲେ ଜେଡିଏସରୁ ନିଲମ୍ବିତ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନା । ଜୁନ ୬ ପର୍ଯ୍ୟନ୍ତ ଏସଆଇଟି ହେପାଜତରେ ରହିବେ ପ୍ରଜ୍ଜ୍ଵଳ । ଜେଲରେ ଭିତରେ ରହି ନିର୍ବାଚନ ଫଳାଫଳ ଦେଖିବେ ପ୍ରଜ୍ଜ୍ଵଳ । ଯୌନ କେଳେଙ୍କାରୀ ମାମଲାରେ ଜୁନ ୬ ପର୍ଯ୍ୟନ୍ତ ରେବନ୍ନାଙ୍କୁ ଏସଆଇଟି ହେପାଜତକୁ…

ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍: ଏପରି ସହର ଯେଉଁଠି ହୁଏନି ରାତି

ନୂଆଦିଲ୍ଲୀ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ…

୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୨ ବର୍ଷ ଶିଶୁର ପେଂଟିଂ

ନୂଆଦିଲ୍ଲୀ:ଜର୍ମାନୀର ଏକ ୨ ବର୍ଷର ଶିଶୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ଲୌରେନ ସ୍କୱାର୍ଜ ନାମକ ଏହି ଶିଶୁର ଗୋଟିଏ ଗୋଟିଏ ପେଂଟିଂ ୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ତାଙ୍କୁ କେହି ଚିତ୍ର କରିବା ଶିଖାଇ ନାହାନ୍ତି । ସତେ ଯେପରି ସେ ଅଭିମନ୍ୟୁ ପରି ମାଆ ପେଟରୁ ଏହି…

ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ, ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ…

ଅରବିନ୍ଦ କେଜରିୱାଲ ହେଲେ ଭାବବିହ୍ୱଳ,ଜେଲ ଯିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ଦେଲେ ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ହେଲେ ଭାବବିହ୍ୱଳ । ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରିଛନ୍ତି । ମୁଁ ଜେଲ ଭିତରେ ରହିଲେ ବି…

ଭାରତ ନେଲା ବଡ଼ ପଦେକ୍ଷପ: ବ୍ରିଟେନ୍‌ରୁ ଫେରାଇ ଆଣିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଳୀ : ଭାରତ ନେଲା ବଡ଼ ପଦେକ୍ଷପ । ବ୍ରିଟେନରେ ବନ୍ଧା ରଖିଥିବା ସୁନା ଫେରାଇ ଆଣିଛି ଭାରତ । ଆରବିଆଇ ବ୍ରିଟେନରୁ ୧୦୦ ଟନ୍ରୁ ଅଧିକ ସୁନା ଫେରାଇ ଆଣିଛି । ଏହି ସବୁ ସୁନା ଆଗରୁ ବ୍ରିଟେନର ଟ୍ରେଜେରୀ ଭିତରେ ରହିଥିଲା । ସୁନାକୁ ସୁରକ୍ଷିତ ରଖିବା ପାଇଁ , ବ୍ରିଟେନର ବ୍ୟାଙ୍କ ଅଫ…

ପୁନେ ପୋର୍ସ କାର୍ ଦୁର୍ଘଟଣା: ମଦ ପିଇ ଗାଡି ଚଲାଉଥିବା ନେଇ ସ୍ବୀକାର କଲେ ନାବାଳକର ସାଙ୍ଗ

ପୁନେ: ପୁନେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ଖବର । ପୋଲିସ ଆଗରେ ସତ ଓଗାଳିଲେ ଅଭିଯୁକ୍ତ ନାବାଳକର ସାଙ୍ଗମାନେ । ଦୁର୍ଘଟଣା ସମୟରେ ଅଭିଯୁକ୍ତ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ସେମାନେ ପୁଲିସକୁ କହିଛନ୍ତି । ଖାଲି ସେତିକି ନୁହେଁ ଦୁର୍ଘଟଣା ସମୟରେ ଗାଡିର…