Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନୀଷ ସିସୋଦିଆଙ୍କୁ ବଡ ଝଟକା, ଜୁଲାଇ ୩ ଯାଏଁ ବୃଦ୍ଧି ପାଇଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ସିସୋଦିଆ। ଦିଲ୍ଲୀ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ୍ ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିଲାନି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଣାଣି କରି ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ…

ଆସାମରେ ‘ରେମାଲ’ର ପ୍ରଭାବ: ୪୨ ହଜାର ଲୋକ ପ୍ରଭାବିତ, ୫ ମୃତ

ଗୁହାଟି: ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରଠାରୁ ଭାରତର ପୂର୍ବ ଏବଂ ଉତ୍ତର ପୂର୍ବର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଆସାମରେ ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ…

ହସ୍ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ରାଷ୍ଟ୍ରପତି ନିର୍ବାଚନରେ ​​କରିପାରିବେ କି ପ୍ରତିଦ୍ୱନ୍ଦ୍ୱିତା…

ୱାଶିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଆମେରିକୀୟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଇତିହାସରେ ସେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହୋଇଛନ୍ତି ଯିଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ହସ୍ ମନି ମାମଲାରେ ଦୋଷୀ…

ଲଗାଣ ବର୍ଷାରେ ଭୟଙ୍କର ଭୂସ୍ଖଳନ, ୪ ଜଣଙ୍କର ଗଲା ଜୀବନ

ସିଲୋଙ୍ଗ: ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ବିହାରରେ ପ୍ରବଳ ଖରା ଓ ଅସମ୍ଭାଳ ସ୍ଥିତି, ଅଂଶୁଘାତରେ ୧୨ ଜଣଙ୍କ ମୃତ୍ୟୁ

ପାଟଣା: ବିହାରରେ ଗତ ଚାରି ଦିନ ଧରି ଲଗାତାର ତାପମାତ୍ରା ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ଚିନ୍ତିତ ଅଛନ୍ତି। ୨୦୨୪ର ଗ୍ରୀଷ୍ମପ୍ରବାହ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ଏହାରି ଭିତରେ ବିହାରରେ ଅଂଶୁଘାତରେ ଅନେକଙ୍କ ଜୀବନ ଯାଇଛି। ଅନେକ…

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା

ବେଙ୍ଗାଲୁରୁ: ଗିରଫ ହେଲେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନା । ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ସିଧାସଳଖ ଗିରଫ କରିଛି ଏସଆଇଟି ଟିମ୍ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବଳ ରେବନ୍ନା । ଏକାଧିକ ଯୌନ ନିର୍ଯାତନା ମାମଲାରେ ପ୍ରଜ୍ବଳ…

ପିଓକେ ଆମର ଥିଲା, ଅଛି ଏବଂ ରହିବ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପିଓକେ କୁ ନେଇ ଆମର ଆଭିମୁଖ୍ୟ ଦୃଢ ଅଟେ । ସମଗ୍ର ଜାମ୍ମୁ କାଶ୍ମୀର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସର୍ବଦା ରହିବ। ଚୀନ୍ ପାକିସ୍ଥାନ ଉପରେ ଆମର ଅର୍ଥନୈତିକ ବିଷୟରେ ଜାଣନ୍ତି। ଏହା ଆମର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ…

ଅମରନାଥ ଯାତ୍ରା ପୂର୍ବରୁ ବନ୍ଦ ରହିବ ଜାତୀୟ ରାଜପଥ, ଜାଣନ୍ତୁ କାରଣ….

ଶ୍ରୀନଗର: ଚଳିତବର୍ଷର ଅମରନାଥ ଯାତ୍ରା ପୁର୍ବରୁ ଜାତୀୟ ରାଜପଥ – ୪୪ରେ ମରାମତୀ କାର୍ଯ୍ୟ କରାଯିବ । ସେଥିପାଇଁ ୪୮ ଘଣ୍ଟା ବନ୍ଦ ରହିବ ଜାତୀୟ ରାଜପଥ । ଏନେଇ ସୂଚନା ଦେଇଛନ୍ତି ରାମବନ ଡେପୁଟି କମିଶନର ବସୀର-ଉଲ-ହକ ଚୌଧୁରୀ । ତାଙ୍କ କହିବାନୁସାରେ, ନାଶରୀ ରୁ ବନିହାଲ ମଧ୍ୟରେ ଥିବା ରାସ୍ତା…

‘ତା’ର ବାପା ଜଣେ ଚୋର ଥିଲା’… କଂଗ୍ରେସକୁ ଟାର୍ଗେଟ କରି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶେଷଥର ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହୋଶିଆରପୁର ଲୋକସଭା ଆସନ ପାଇଁ ପ୍ରଚାର ବେଳେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ…

ଭୂତଙ୍କ ଗ୍ରାମ ଭାବେ ପରିଚିତ ମୀନାକ୍ଷୀପୁରର ଏକମାତ୍ର ବାସିନ୍ଦାଙ୍କ ପରଲୋକ

ମୀନାକ୍ଷୀପୁରମ: ତାମିଲନାଡୁର ମୀନାକ୍ଷୀପୁରମର ଏକମାତ୍ର ବାସିନ୍ଦା କଦାସାମୀ ନାୟକରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବ୍ୟତୀତ ଏହି ଗ୍ରାମରେ କେହି ରହୁ ନ ଥିଲେ । ସେଥିପାଇଁ ଏହାକୁ ଭୂତଙ୍କ ଗ୍ରାମ ବୋଲି ମଧ୍ୟ କୁହାଯାଏ । ଏହି ଗ୍ରାମରେ ରହୁଥିବା ଅଧିକାଂଶ ପରିବାର ଭଲରେ ଚଳୁଥିଲେ । କାଳକ୍ରମେ…