Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେଠୀରୁ ରାହୁଲ, ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀରୁ ଲଢ଼ିବେ ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାହୁଲ କେଉଁ ଆସନରୁ ଲଢ଼ିବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ କଂଗ୍ରେସର ଜଣେ…

ଭେଟେରାନ ଗାୟିକ ଆଶା ଭୋସଲେଙ୍କ ଫଟୋ ବାୟୋଗ୍ରାଫି ଉନ୍ମୋଚନ କଲେ ଅମିତ ଶାହ

ମୁମ୍ବାଇ: ଆଜି ମୁମ୍ବାଇରେ ଭେଟେରାନ ଗାୟିକ ଆଶା ଭୋସଲେଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଶା ଭୋସଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକରେ ଗୋଟେ ରାଉଣ୍ଡ ସଙ୍ଗୀତ ପରିବେଷଣ ହୋଇଥିଲା । ଆଶା ଗୃହମନ୍ତ୍ରୀ…

ସାଂସଦ ନବନୀତ୍ ରାଣାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀର ଲୋକସଭା ସାଂସଦ ନବନୀତ୍ ରାଣାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ସୋସିଆଲ ମିଡିଆ ଆପ୍ ହ୍ୱାଟସ୍ ଆପରେ ମେସେଜ ଏବଂ ଅଡିଓ କ୍ଲିପ୍ ମାଧ୍ୟମରେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦିଆଯାଇଛି। ପ୍ରକାଶ ଥାଉକି, ଅଭିଯୋଗ ପରେ ବୁଧବାର ପୋଲିସ ଏକ ମାମଲା ରୁଜୁ କରିଛି।…

ମେଟ୍ରୋ ସେବାରେ ଉତ୍ତରପ୍ରଦେଶର ନୂଆ ରେକର୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଦେଶରେ ନୂଆ ରେକର୍ଡ ସୃଷ୍ଟି କରିଛି । ୟୁପି ଦେଶର ପ୍ରଥମ ରାଜ୍ୟ ଯେଉଁଠି ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି । ଆଜି ଆଗ୍ରା ମେଟ୍ରୋର ଉଦଘାଟନ ସହିତ ଉତ୍ତରପ୍ରଦେଶ ଏହି ରେକର୍ଡ ହାସଲ କରିଛି । ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ ସହରକୁ…

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ଝଟକା; ହେବନି ତ୍ବରିତ ଶୁଣାଣି, ସିଜିଆଇ ସ୍ଥିର କରିବେ ସମୟ

ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ମମତା ସରକାରଙ୍କୁ ଲାଗିଛି ବଡ ଝଟକା । ସନ୍ଦେଶଖାଲିରେ ଇଡ଼ି ଟିମ୍ ଉପରେ ହୋଇଥିବା ଆକ୍ରମଣରେ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ । ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ତଦନ୍ତ…

ଜିମ୍ କର୍ବେଟ ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ବାଘ ସଫାରି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ୍ କର୍ବେଟ ନ୍ୟାସନାଲ ପାର୍କର ବାଘ ସଫାରି ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ । ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ବଫର୍ ଅଞ୍ଚଳରେ ବାଘ ସଫାରି ସ୍ଥାପନା ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ଟ୍ରକ୍ ସହ ପିଟି ହେଲା କାର୍, ନବ ଦମ୍ପତ୍ତିଙ୍କ ସହ ଚାଲିଗଲା ପରିବାରର ୫ ଜୀବନ

ବିଶାଖାପାଟନମ୍: ଟ୍ରକ୍ ସହ ଧକ୍କା ହେଲା କାର୍ ନବଦମ୍ପତ୍ତିଙ୍କ ସହ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ନାଦ୍ୟାଲ ଜିଲ୍ଲା ଅଲ୍ଲାଗଡ୍ଡା ମଣ୍ଡଳ ଅଧୀନ ନାଲାଗାଟଲା ନ୍ୟାସନାଲ ହାଇୱେରେ । ଖବର ମୁତାବକ, ଏହି ପରିବାର ସିକନ୍ଦରାବାଦର ଅଲୱାଲ ଅଞ୍ଚଳର…

ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଶାକାର ହେଲା ଶହେ ବର୍ଷର ସ୍ବପ୍ନ। ପାଣି ତଳେ ଚାଲିଲା ମେଟ୍ରୋ ରେଳ। ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁଜ ପତାକା ଦେଖାଇ ଏହି ଅଣ୍ଡରଓ୍ବାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ମୋଦୀ। ଉଦଘାଟନ…

ବୁଲି ଯାଇଥିଲେ ରୁଷ; ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ କରାଯାଉଛି ବାଧ୍ୟ

ନୂଆଦିଲ୍ଲୀ: ଭାରତରୁ ରୁଷ ବୁଲିବା ପାଇଁ ଯାଇଥିଲେ । ହେଲେ ସେଠାରେ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ସେଠାରୁ ମୁକୁଳିବା ପାଇଁ ରୁଷରେ ଫସି ରହିଥିବା ପଞ୍ଜାବ ଓ ହରିୟାଣାର ୭ ଜଣ ଯୁବକ ଏବେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଯୁବକମାନେ…

ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶ୍ୱ ନେତୃବୃନ୍ଦଙ୍କ ସଦ୍ୟତମ ଆପ୍ରୁଭାଲ ରେର୍ଟିଂ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି ମୋଦି।  ତାଙ୍କୁ ୭୫ ପ୍ରତିଶତ  ଆପ୍ରୁଭାଲ ରେର୍ଟିଂ ମିଳିଛି । ଇପସସ୍ ଇଣ୍ଡିଆବସ୍ ପକ୍ଷରୁ ଏହି ସର୍ଭେ କରାଯାଇଛି ।…