Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରର ମାର୍ଗଦର୍ଶିକା ଜାରି, ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ନିଆଁ ଲାଗିବା ଏକ ବଡ଼ ଧରଣର ଦୁର୍ଘଟଣା ପାଲଟିଥାଏ। ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ମିଳିତ…

ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା, ଫୋକସରେ ଓଡ଼ିଶା ପ୍ରାର୍ଥୀ ପ୍ରସଙ୍ଗରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା । ଏହି ତାଲିକାରେ ୫ରାଜ୍ୟର ପାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇପାରେ । ସେହି ୫ ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ । ଗତକାଲି ଦିଲ୍ଲୀରେ…

ବୁଲେଟ ଟ୍ରେନ ଦ୍ଵାରା ସୁଦୃଢ ହେବ ମୁମ୍ବାଇ-ଅହମ୍ମଦାବାଦ ଅର୍ଥବ୍ୟବସ୍ଥା: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ହେବ ଲଗାତର ଭାବେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିଲେଟ ଟ୍ରେନ ପ୍ରକଳ୍ପ । ଏବେ ଚାଇନା ଏବଂ ଜାପାନ ସମେତ ଅନେକ ଦେଶରେ ସୁପରଫାଷ୍ଟ ବୁଲେଟ୍ ଟ୍ରେନ୍ ଚାଲୁଛି । ସେପଟେ ଭାରତର ଲୋକମାନେ ମଧ୍ୟ ଦୀର୍ଘ ଦିନ ଧରି ଦେଶର ପ୍ରଥମ…

ପ୍ରଥମ ନିର୍ବାଚନ: ଯେବେ ନେହରୁଙ୍କ ନିର୍ବାଚନୀ ସଭାରେ ଜନ୍ମ ନେଇଥିଲା ଶିଶୁ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି। ସମସ୍ତ ଦଳ ନିଜ ନିଜ ଢଙ୍ଗରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥର ପ୍ରାୟ ୯୭ କୋଟି ଭୋଟର ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ବାଛିବାକୁ ଯାଉଛନ୍ତି। ଦେଶର ଏହି ପର୍ବରେ ଯଥାସମ୍ଭବ ଅଂଶଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ…

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗିଲା ରାଜା'ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା ।…

ଆମାଜନ ହୋଲି ସେଲରେ ୪୫୦୦ ଟଙ୍କା ଶସ୍ତାରେ ମିଳୁଛି ପୋକୋର ଏହି ଦମଦାର ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ l ଏଥିପାଇଁ ସବୁ କମ୍ପାନୀ ଗ୍ରାହକଙ୍କ ପାଇଁ ବେଶ ଲୋଭନୀୟ ଅଫର ବର୍ଷା କରୁଛନ୍ତି l ଏଥିରେ ସାମିଲ ହୋଇଛନ୍ତି ଅନଲାଇନ ଶପିଂ ସାଇଟ l ଏଥର ହୋଲିରେ ଅମାଜ଼ାନ ସେଲ ରେ ବିଶେଷ ରିହାତି ଦେଉଥିବା ଦେଖିବାକୁ ମିଳିଛି l ଆମାଜନର ହୋଲି ସେଲରେ ପୋକୋ ଫୋନ୍ ର ଏକ…

ସକାଳୁ ସକାଳୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି, ୩ଟି ସ୍ଥାନରେ ଇଡି ଓ ସିବିଆଇ ରେଡ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବିବାଦ ଏପର୍ଯ୍ୟନ୍ତ ଥମି ନଥିବା ବେଳେ ଆଜି କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବାସଭବନରେ ଚଢାଉ…

ଏୟାର ଇଣ୍ଡିଆକୁ ଡିଜିସିଏର ବଡ ଝଟକା, ଗଣିବ ୮୦ ଲକ୍ଷ ଟଙ୍କାର ତଣ୍ଡ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଲାଗିଲା ଡିଜିସିଏର ବଡ ଝଟକା । ୮୦ ଲକ୍ଷ ଟଙ୍କାର ତଣ୍ଡ ଗଣିବ ଏୟାର ଇଣ୍ଡିଆ । ବିମାନ ଚଳାଳଚ ସମୟ ନିୟମାବଳୀ ଉଲ୍ଲଙ୍ଘନ କରିଥିବା ଓ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗରେ ଏହି…

ମସ୍କୋ ଆତଙ୍କବାଦୀ ଆକ୍ରମଣରେ ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା, ସେପଟେ ନିଜକୁ ଦାୟୀ କଲା ଆଇଏସଆଇ

ନୂଆଦିଲ୍ଲୀ: ଋଷିଆ ରାଜଧାନୀ ମସ୍କୋ ସହରରେ ବଡ ଧରଣର ଆତଙ୍କୀ ହାମଲା । ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି । ସେପଟେ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ…

ଈଶା ଫାଉଣ୍ଡେସନରୁ ୨୦୧୬ରୁ ୬ ନିଖୋଜ, ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଲା ତାମିଲନାଡୁ ପୋଲିସ

ଚେନ୍ନାଇ: ତାମିଲନାଡୁ ପୋଲିସର ସୂଚନା ଅନୁଯାୟୀ, ୨୦୧୬ ମସିହାରୁ କୋଏମ୍ବାଟୁରସ୍ଥିତ ସଦଗୁରୁ ଜଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନରୁ ୬ ଜଣ ନିଖୋଜ ଅଛନ୍ତି। ପୁଲିସ ଏ ନେଇ ମାଡ୍ରାସ ହାଇକୋର୍ଟକୁ ସୂଚନା ଦେଇଛି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ବିଶ୍ରାମ ନେଉଥିବା ସଦଗୁରୁଙ୍କ ଠାରୁ କିମ୍ବା…