Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଜେଲରୁ ସରକାର ଚଳାଇବି, ବାପା ମାଙ୍କ ପାଖରେ ବସି କଥା ହେଉଥିବା ବେଳେ ଇଡି ଗିରଫ କରିଛି’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜିଲ୍ଲା ଅଦାଲତ ୬ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ପଠାଇ ଦେଇଛନ୍ତି। ଏହା ସତ୍ତ୍ୱେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ଏବଂ ଜେଲରୁ ସରକାର ଚଳାଇବାକୁ ପ୍ରସ୍ତୁତ ଅଛନ୍ତି…

ଦିଲ୍ଲୀ ଅବକାରୀ ଦୁର୍ନୀତିରେ କେଜ୍ରିଓ୍ବାଲ ‘କିଙ୍ଗପିନ୍’, ୬ ଦିନିଆ ହେପାଜତରେ ନେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ହେପାଜତରେ ନେଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ମଦ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଗୁରୁବାର…

ରେଳ ଗନ୍ତବ୍ୟସ୍ଥଳ ଆଲର୍ଟ: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଖାସ ସୁବିଧା

ନୂଆଦିଲ୍ଲୀ: ଆଧୁନିକ ହେଉଛି ଭାରତୀୟ ରେଳ l ନିକଟ ଅତୀତରେ ଭାରତୀୟ ରେଳ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ବନ୍ଦେ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନ୍ ଲୋକମାନଙ୍କର ଯାତ୍ରାକୁ ନୂଆ ଅନୁଭୂତି ଦେଇଛି | ଅମୃତ ଭାରତ ଷ୍ଟେସନ ଯୋଜନା ରେଳ ଷ୍ଟେସନକୁ ଏକ ଆଧୁନିକ ରୂପ ଦେଇଛି। ଏହା…

ହ୍ବାଟ୍ସଆପ୍ ରେ ଆସୁଛି ନୂଆ ଫିଚର୍ସ୍, ବାର୍ତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ

ନୂଆଦିଲ୍ଲୀ: ମେଟା ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ବାଟ୍ସଆପ୍ ନୂତନ ଫିଚର୍ସ୍ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି | ଗତ କିଛି ଦିନ ମଧ୍ୟରେ ହ୍ବାଟ୍ସଆପ୍ ଅନେକ ନୂତନ ଫିଚର୍ସ୍ ପରୀକ୍ଷା କରିଛି। ବର୍ତ୍ତମାନ ହ୍ବାଟ୍ସଆପ୍ ଅନ୍ୟ ଏକ ନୂତନ ଫିଚର୍ସ୍ ଗୁଡିକ ପରୀକ୍ଷା କରୁଛି, ଯେଉଁଥିରେ…

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ: ପ୍ରକାଶ ପାଇଲା ବିଜେପିର ଚତୁର୍ଥ ପ୍ରାର୍ଥୀ ତାଲିକା । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ଚତୁର୍ଥ ତାଲିକାରେ ତାମିଲନାଡୁର ୧୪ ଜଣ ଥିବା ବେଳେ…

ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ

ବିଶାଖାପାଟଣା: ପାରାଦୀପ ପରେ ବିଶାଖାପାଟଣାରୁ ଜବତ ହେଲା କୋକେନ୍ । ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ । ଗତକାଲି ବ୍ରାଜିଲରୁ ଆସିଥିବା ଏକ କଣ୍ଟେନରକୁ ଜବତ କରିଥିଲା ସିବିଆଇ । ସେହି କଣ୍ଟେନରକୁ ଯାଞ୍ଚ କରିବା ପରେ ସେଥିରୁ କୋକେନ ମିଳିଥିବା ସୂଚନା ମିଳିଛି ।…

କେ. କବିତାଙ୍କୁ ଝଟକା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ. କବିତାଙ୍କୁ ଆଜି ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, କବିତା ନିମ୍ନ ଅଦାଲତକୁ ଯାଇ ଜାମିନ ପାଇଁ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିପାରିବେ ।…

ଇସ୍ରୋକୁ ବଡ଼ ଉପଲବ୍ଧି, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) କୁ ଆଉ ଏକ ସଫଳତା ମିଳିଛି । ପୁନଃବ୍ୟବହାର ହୋଇପାରୁଥିବା ଲଞ୍ଚ ଯାନ (ଆରଏଲଭି ଏଲଏକ୍ସ-୦୨) ର ସଫଳ ପରୀକ୍ଷଣ କରିଛି ଇସ୍ରୋ । ଏହି ଲଞ୍ଚ ଯାନର ନାମ 'ପୁଷ୍ପକ' ରଖାଯାଇଛି । ଆଜି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟା ୧୦…

ଆଇପିଏଲ୍ ୨୦୨୪: ବିଜ୍ଞାପନ ପାଇଁ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗିତା, ଫାଇଦାରେ ଜିଓ ସିନେମା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ କୁହାଯାଉଥିବା ଆଇପିଏଲ୍ ର ନୂଆ ସିଜନ୍ | ଆଇପିଏଲର ଏହି ସିଜନ୍ ରେ , ଗୋଟିଏ ପଟେ ପଡ଼ିଆରେ ବିଭିନ୍ନ ଦଳ ମଧ୍ୟରେ ସଂଘର୍ଷ ହେବାକୁ ଥିବାବେଳେ ଅନ୍ୟ ପଟେ ଫିଲ୍ଡରୁ ଟିଭି ପରଦାରେ ବିଭିନ୍ନ କମ୍ପାନୀ ମଧ୍ୟରେ ବିଜ୍ଞାପନ…

ସୁପ୍ରିମକୋର୍ଟରେ ହେବନି ଶୁଣାଣୀ, ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଏବେ ଶୁଣାଣି ହେବନାହିଁ । କାରଣ ନିଜ ଆବେଦନକୁ ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପରେ କେଜ୍ରିୱାଲ ପୁନର୍ବାର ଏନେଇ ତଳ…