Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅରବିନ୍ଦ ମୋ କଥା କେବେ ଶୁଣିଲେ ନାହିଁ, ଏଥିପାଇଁ ମୁଁ ଦୁଃଖିତ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଗିରଫ କରିଛି ଇଡି । ଏହାକୁ ଆପ୍‌ ନେତାଙ୍କ ସହିତ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ…

ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟର ବଡ ନିଷ୍ପତ୍ତି । ବଡି ମସାଜରକୁ ସେକ୍ସ ଟୟ କହୁଥିଲେ ହୋଇଯାଆନ୍ତୁ ସାବଧାନ । ବମ୍ବେ ହାଇକୋର୍ଟ ଗତକାଲି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବନି । ଏହା ବ୍ୟତୀତ ଆମଦାନୀ ପାଇଁ ନିଷିଦ୍ଧ ଆଇଟମଗୁଡିକରେ ମଧ୍ୟ ଏହାର ନାମ…

ସିଏଏ ଅଧୀନରେ ନାଗରିକତ୍ୱ ପାଇଁ ହେଲ୍ପଲାଇନ ଆରମ୍ଭ, ଦେଶର ଯେକୌଣସି ସ୍ଥାନରୁ କରିପାରିବେ ମାଗଣା କଲ

ନୂଆଦିଲ୍ଲୀ: ସିଏଏ ଅଧୀନରେ ନାଗରିକତ୍ୱ ଖୋଜୁଥିବା ଲୋକଙ୍କ ପାଇଁ ଗୁରୁବାର ଠାରୁ ଏକ ହେଲ୍ପଲାଇନ ଆରମ୍ଭ ହୋଇଛି | ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଏଏ ଅଧୀନରେ ନାଗରିକତ୍ୱ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ସୂଚନା ଯୋଗାଇବା ପାଇଁ…

ମା’ ସରସ୍ଵତୀଙ୍କ ଦିବ୍ୟ ମନ୍ଦିର ଧାର ଭୋଜଶାଳା, ଦୀର୍ଘ ୧୨୧ବର୍ଷ ପରେ ଆରମ୍ଭ ହେଲା ଏସଆଇ ସର୍ଭେ, ଜାଣନ୍ତୁ କାହିଁକି

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠର ଆଦେଶ ପରେ, ଧାର ଭୋଜଶାଳାରେ ଏସ୍‌ଆଇ ଟିମର ସର୍ଭେ ଆଜିଠାରୁ ଆରମ୍ଭ ହୋଇଛି । ଯାହାଦ୍ୱାରା ଭୋଜଶାଳା ପରିସରରେ କେଉଁ ପ୍ରକାରର ପ୍ରତୀକ ଏବଂ ସ୍ଥାପତ୍ୟ ଶୈଳୀ ଅଛି ତାହା ପ୍ରକାଶ କରାଯାଇପାରିବ । ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟର…

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଥିମ୍ଫୁରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତରେ ସ୍ଥାନୀୟ ଲୋକ ଖୁସି ଅଛନ୍ତି। ଜଣେ ଶିଶୁ କହିଛନ୍ତି ଯେ, ପିଏମ ମୋଦୀ ଆମ ଦେଶକୁ ଆସିଛନ୍ତି, ଆମେ ଏଥିରେ ବହୁତ ଖୁସି।…

ଇଡି ଅଫିସରେ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି, ସକାଳୁ ଉଠି କ’ଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୨ ଘଣ୍ଟାର ପଚରାଉଚରା ପରେ ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ତାଙ୍କୁ ଆଜି PMLA କୋର୍ଟରେ ହାଜର କରାଯିବ । ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟର ଜେଲରେ ରଖାଯାଇଥିଲା । ଇଡି…

ଭୁଶୁଡିଲା ନିର୍ମାଣାଧିନ ପୋଲ, ଜଣେ ମୃତ, ଅନେକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା

ପାଟଣା: ବିହାର ଦିବସରେ ବିହାରରେ ଘଟିଲା ବଡ ଅଘଟଣ । ଭୁଶୁଡି ପଡିଲା ନିର୍ମାଣଧିନ ପୋଲ । ପୋଲ ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ପ୍ରାଣ । ଅନେକ ଶ୍ରମିକ ଏବେବି ପୋଲ ତଳେ ଚାପି ହୋଇ ରହିଥିବା ସୂଚନା । ବିହାରର ସୁପୌଲ ଠାରେ ଥିବା କୋସି ନଦୀରେ ଘଟିଛି ଏହି ବଡ ଅଘଟଣ । ସୂଚନାଯୋଗ୍ୟ ଯେ, ଏହି…

କ’ଣ ଏହି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା? ଗିରଫଦାରୀ ସଂଖ୍ୟା ପହଁଚିଲା ୧୪

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ୧୪ରେ ପହଁଚିଛି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ଏହି ମାମଲାରେ ଆପର ମୋଟ୍ ତିନି ଜଣ ନେତା ଗିରଫ ହୋଇଛନ୍ତି। ଏହାପୂର୍ବରୁ ଆପ ନେତା ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ…

କେଜ୍ରିଓ୍ବାଲ ଗିରଫ ହୋଇଥିଲେ ମଧ୍ୟ ଜେଲରୁ ଚାଲିବ ଦିଲ୍ଲୀ ସରକାର: ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଗିରଫ କରିଛି। ଅବକାରୀ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଏହି ଗିରଫଦାରୀ ହୋଇଛି । ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ଏହା ହେଉଛି ପ୍ରଥମ…

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଗିରଫ କଲା ଇଡି, ଇସ୍ତଫା ଦେବେ ନାହିଁ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦେଶର ରାଜନୀତିରେ ଏହା ପ୍ରଥମ ଘଟଣା ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଅରବିନ୍ଦ…