Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜକୋଟ ଗେମିଂ ଜୋନ ଫାୟାର: ସିସିଟିଭି ବଖାଣିଲା ଅଗ୍ନିକାଣ୍ଡର କାରଣ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନର ସିସିଟିଭି ଫୁଟେଜ । ବଖାଣିଲା କେମିତି ହୋଇଥିଲା ଭୟାଭୟ ଅଗ୍ନିକାଣ୍ଡ । ସିସିଟିଭି ରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ଗେମିଂ ଜୋନରେ ଏକ ଏରିଆର ଛାତରେ ୱେଲ୍ଡିଂ କାମ ଚାଲିଥିବା ଦେଖାଯାଇଛି | ଏଥିରୁ ବାହାରୁଥିବା ସ୍ପାର୍କ ତଳେ…

ଅନ୍ତରୀଣ ଜାମିନ୍ ଅବଧିକୁ ସପ୍ତାହେ ବଢାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ୍ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେଜ୍ରିୱାଲ ଆଉ ସାତ ଦିନ ପାଇଁ ଅନ୍ତରୀଣ ଜାମିନ୍ ଚାହୁଁଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର…

ଦୁର୍ବଳ ହେଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ

ନୂଆଦିଲ୍ଲୀ: ଭୀଷଣ ରୂପ ଧରି ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ରେମାଲ’ । ଲ୍ୟାଣ୍ଡଫଲ ପରେ ଧିରେ ଧିରେ ଦୁର୍ବଳ ହେଉଛି ‘ରେମାଲ’ । ପଶ୍ଚିମବଙ୍ଗର ଅନେକ ସହର ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଗୁଟଖା ପାନ ମସଲା ଉପରେ ଏକ ବର୍ଷ ଯାଏଁ ବ୍ୟାନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ତମାଖୁ, ପାନ ମସାଲା, ଗୁଟଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ରାଜ୍ୟର ଖାଦ୍ୟ ସୁରକ୍ଷା କମିଶନର ଏହି ପ୍ରତିବନ୍ଧକ ଲଗାଇଛନ୍ତି। ତମାଖୁ ଦ୍ରବ୍ୟର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ, ପରିବହନ ଏବଂ ବିକ୍ରୟ ଉପରେ ଏକ…

ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ବାତ୍ୟା ‘ରେମାଲ’, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି

କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲର ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳକୁ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ବେଳେ…

ଆରମ୍ଭ ହେଲା ବାତ୍ୟା ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

କୋଲକାତା: ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ସାମୁଦ୍ରିକ ଝଡ଼ ରେମାଲ ତୀବ୍ର ରୂପ ନେବା ସହ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ରବିବାର ମଧ୍ୟରାତ୍ରି ସୁଦ୍ଧା…

କେଜ୍ରିଓ୍ବାଲ ଜେଲ୍ ଫେରିବା ପୂର୍ବରୁ ଇଣ୍ଡିଆ ମେଣ୍ଟ ଡାକିଲା ବୈଠକ

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ଦିନ ଏକାଠି ହୋଇ ବୈଠକ କରିବେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏହି ବୈଠକ ବସିବାକୁ ଯାଉଛି।…

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ…

ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି। ସ୍ୱାତୀ ମାଲିୱାଲ ରବିବାର ଅଭିଯୋଗ କରିଛନ୍ତି ଯେ ଆପ୍ ନେତା ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ତାଙ୍କୁ…

ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଏଥର ନିର୍ଦ୍ଧାରଣ କରାଯାଇ ପାରିବ କି ଜୀବର ଲିଙ୍ଗ

ନୂଆଦିଲ୍ଲୀ: ୟୁନିଭରସିଟି ଅଫ ଗ୍ରେନେଡାର କେତେକ ଜେନେଟିକ୍ସ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରିଛନ୍ତି । ସେମାନେ ଏକ ମୂଷାର ଲିଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି । ୱାଇ କ୍ରୋମଜୋମରେ କିଛି ଛୋଟ ଛୋଟ କଣିକାକୁ ହଟେଇ ସେମାନେ ଏହି ଲିଙ୍ଗ ପରିବର୍ତନ କରାଇ ପାରିଛନ୍ତି । ଏହି ଛୋଟ ଛୋଟ…