Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜନୀତିର ଥାଇ ମଧ୍ୟ କଣ ଆପଣ ଭଦ୍ରତାର ସହ କଥାବର୍ତ୍ତା କରନ୍ତି କି? ଦକ୍ଷିଣ କୋରିଆ ପ୍ରଶ୍ନର ଉତ୍ତର ରଖିଲେ ବୈଦେଶିକ…

ନୂଆଦିଲ୍ଲୀ; ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି | ଯେତେବେଳେ ବି ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଏ, ସେ ଅତି ଭଦ୍ର ଏବଂ ଚତୁରତାର ସହ ତା’ର ଉତ୍ତର ଦେଇଥାଆନ୍ତି | ଯେଉଁଥିପାଇଁ ଅନେକ ଲୋକ ତାଙ୍କର ପ୍ରଶଂସା ମଧ୍ୟ କରିଥାଆନ୍ତି । କେବଳ…

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ସାମିଲ ହେଲା MH-60R ସାମୁଦ୍ରିକ ହେଲିକପ୍ଟର

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେଲା MH-60R ସାମୁଦ୍ରିକ ହେଲିକପ୍ଟର । ନୌସେନାର ଏହି ପଦକ୍ଷେପ ପରେ ଏହାର ସାମରିକ ସାମର୍ଥ୍ୟରେ ଏକ ବଡ଼ ବୃଦ୍ଧି ଘଟିବ । ନୌସେନା ମୁଖ୍ୟ ଆର ହରି କୁମାରଙ୍କ ଉପସ୍ଥିତିରେ କୋଚିର INS ଗରୁଡରେ ଏକ ସମାରୋହରେ MH-60R…

ପିଲାଟିର ଏମିତି ଦାବି ଶୁଣି ଉତ୍ତର ରଖିବାକୁ ବାଧ୍ୟ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟବସାୟୀ  ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ଅଜବଗଜବ ଭିଡିଓ ପୋଷ୍ଟ କରିଥାଆନ୍ତି । ଜଣେ ବ୍ୟବସାୟୀ ଭାବେ ସେ ବେଶ୍ ପରିଚିତ ହେବା ସହ  ଭାଇରାଲ କଣ୍ଟେଣ୍ଟ ଜଗତରେ ଗଣିତଜ୍ଞ ବନି ଯାଇଛନ୍ତି । ଲୋକମାନେ ପ୍ରାୟତଃ ସୋସିଆଲ  ମିଡିଆରେ  ଭିଡିଓ କିମ୍ୱା…

ଘର ଭିତରକୁ ପଶି ଆସିଲା କଲରାପତରିଆ ; ଏହା ପରେ କ’ଣ ହେଲା ଦେଖିଲେ କାବା ହୋଇଯିବେ

ନୂଆଦିଲ୍ଲୀ: ମନେକର ଆପଣ ଘର ଭିତରେ ଏକୁଟିଆ ଅଛନ୍ତି  । ହଠାତ୍ ଏକ ଜଙ୍ଗଲୀ ହିଂସ୍ର ପଶୁ ହଠାତ୍ ଘର ଭିତରକୁ ପଶି ଆସିଲା । କଣ  କରିବେ ଆପଣ? ବୁଦ୍ଧି କାମ କରିବ ତ? ତେବେ ବାସ୍ତବରେ ନିକଟରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠି ପିଲାଟିର ଉପସ୍ଥିତ ବୁଦ୍ଧି ତାକୁ ହିଂସ୍ର କଲରାପତରିଆ ବାଘ କବଳରୁ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ପାକିସ୍ତାନ-ଚୀନର ୧୨୪୪ ଆଇପି ଆଡ୍ରେସକୁ କରାଯାଇଥିଲା ବ୍ଲକ

ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାର ଠିକ ପୂର୍ବରୁ ପାକିସ୍ତାନ ଓ ଚୀନ ହ୍ୟାକର୍ସ ଭାରତୀୟ ୱେବସାଇଟକୁ ଟାର୍ଗେଟ କରିଥିଲେ । ଏହାକୁ ଭଣ୍ଡୁର କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ତେବେ ଭାରତର ସ୍ୱତନ୍ତ୍ର ଜ୍ଞାନ କୌଶଳ ଯୋଗୁ ଏହି ସାଇବର ଆକ୍ରମଣ ଫେଲ ମାରିଥିଲା । ରାମ…

କୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ ଶାହାଜାନକୁ ସିବିଆଇକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଶାହଜାହାନ ଶେଖଙ୍କୁ ନିଜ ହେପାଜତକୁ ନେଇଛି। ପଶ୍ଚିମବଙ୍ଗ ସରକାର ଶେଶଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟ ସୀମା ଧାର୍ଯ୍ୟ…

ଶାହାଜାହାନଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେବା ପରେ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟରେ ସିବିଆଇ

କୋଲକାତା: ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇର ଏକ ଟିମ୍ ବୁଧବାର ବେଙ୍ଗଲ ପୁଲିସ ସିଆଇଡି ମୁଖ୍ୟାଳୟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନଙ୍କୁ ଏସଏସକେଏମ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପାଇଁ…

ନିିଜ ଅଭିଭାଷଣ ପ୍ରତି ଅଧିକ ସତର୍କ ରହିବାକୁ ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାର୍ବଜନୀନ ଅଭିଭାଷଣରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ…

ଆମେଠୀରୁ ରାହୁଲ, ରାଏବରେଲିରୁ ପ୍ରିୟଙ୍କା ଲଢ଼ିବା ନେଇ ଚର୍ଚ୍ଚା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ଗଠବନ୍ଧନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆମେଠୀରୁ ଲଢ଼ିବେ ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାହୁଲ କେଉଁ ଆସନରୁ ଲଢ଼ିବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ କଂଗ୍ରେସର ଜଣେ…

ଭେଟେରାନ ଗାୟିକ ଆଶା ଭୋସଲେଙ୍କ ଫଟୋ ବାୟୋଗ୍ରାଫି ଉନ୍ମୋଚନ କଲେ ଅମିତ ଶାହ

ମୁମ୍ବାଇ: ଆଜି ମୁମ୍ବାଇରେ ଭେଟେରାନ ଗାୟିକ ଆଶା ଭୋସଲେଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଶା ଭୋସଲେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକରେ ଗୋଟେ ରାଉଣ୍ଡ ସଙ୍ଗୀତ ପରିବେଷଣ ହୋଇଥିଲା । ଆଶା ଗୃହମନ୍ତ୍ରୀ…