Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡେରିରେ ଉଠିବା ପଛରେ ପୂର୍ବ ପୁରୁଷଙ୍କ ଡିଏନଏ ଦାୟୀ

କେତେକ ମଣିଷ ଶୀଘ୍ର ଉଠିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଡେରିରେ ଉଠିବାକୁ ଭଲ ପାଇଥାନ୍ତି । ଡେରିରେ ଉଠୁଥିବା ବ୍ୟକ୍ତିଙ୍କୁ ଅଳସୁଆ କୁହାଯାଉଥିବା ବେଳେ ଏବେ ଏ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡେରି କିମ୍ବା ଶୀଘ୍ର ଉଠିବା ପଛରେ ପୂର୍ବପୁରୁଷଙ୍କ ଡିଏନଏ ଦାୟୀ ।…

ପୁରୁଷଙ୍କ ଆକ୍ରମଣାତ୍ମକ ମନୋବୃତିକୁ ହ୍ରାସ କରିଥାଏ ମହିଳାଙ୍କ ଲୁହ: ରିପୋର୍ଟ

ଜଣେ ମହିଳାଙ୍କ ଲୁହ ପୁରୁଷଙ୍କୁ ଦୁର୍ବଳ କରିଥାଏ ବୋଲି ଧାରଣା ରହିଛି । ତେବେ ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ହସ୍ତଗତ ହୋଇ ନ ଥିଲା । ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ସମ୍ଭବ ବୋଲି କହିଛନ୍ତି । ପୂର୍ବରୁ ଏହାକୁ ଏକ ମନୋବୈଜ୍ଞାନିକ ଧାରଣର ବୋଲି ବିବେଚନା କରାଯାଉଥିଲା ।…

ଉତ୍ତରାଖଣ୍ଡରେ ଦଙ୍ଗା ସ୍ଥିତି; ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ !

ଡେରାଡୁନ: ହଲଦ୍ୱାନୀ ଅନ୍ତର୍ଗତ ଇନ୍ଦିରା ନଗର ଅଞ୍ଚଳରେ ଥିବା ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନ ସେନା ବଳ ସହିତ ଜେସିବି ନେଇ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମୁସଲମାନ ମହିଳା ଓ ଯୁବକମାନେ ଏକ ବିରାଟ ବିରୋଧ…

ଏଥର ୩୭୦ ପାର… ମୋଦିଙ୍କ ଏଭଳି ଦାବି ପଛରେ କଣ ରହିଛି ସମୀକରଣ, ବୁଝନ୍ତୁ ପୂରା ଗଣିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ୩୭୦ଟି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ଦାବି କରିଛନ୍ତି। ବିଜେପି ତାଙ୍କ ଦାବିକୁ ଆତ୍ମବିଶ୍ୱାସ ବୋଲି କହୁଥିବାବେଳେ ବିରୋଧୀ ଦଳ ଏହାକୁ ଅହଂକାର ବୋଲି କହୁଛନ୍ତି। ଲୋକସଭାରେ ନିଜ ସମ୍ବୋଧନରେ ଭାଷଣରେ…

୩୨ବର୍ଷ ପରେ ସମୁଦ୍ରରୁ ମିଳିଲା ଚିଠି, ଯେଉଁଥିରେ ଲେଖାଅଛି ଏମିତି କିଛି

ନୂଆଦିଲ୍ଲୀ: ଆମେ ଫିଲ୍ମରେ ଅନେକ କାହାଣୀ ଦେଖିଛେ ଯେଉଁଠି ଅନେକ ବର୍ଷ ପରେ ଅଚାନକ କିଛି ଜିନିଷ ମିଳିଯାଏ। ଏମିତି ଏକ ଘଟଣା ଘଟିଛି ନ୍ୟୁୟର୍କରେ। ଯେଉଁଠି ଶିନ୍ନେକକ୍‌ ୱେ ତଟରେ ଜଣେ ବ୍ୟକ୍ତିଙ୍କୁ ଏକ ବୋତଲ ମିଳିଥିଲା । ତା’ ଭିତରେ ଏକ ଚିଠି ଥିଲା, ଯାହାକି ୩୨ବର୍ଷ ତଳର। ତେବେ ବୋତଲଟି ୩୨…

ଛାତ୍ରଛାତ୍ରୀଙ୍କ ପାଇଁ ABC ID କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି ବା APAAR ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା…

ସ୍କୁଲ ନଯିବାରୁ ପାଟିକଲେ କଲେ ମାଆ, ଜୀବନ ହାରିଦେଲା ଝିଅ

ଚଣ୍ଡିଗଡ଼: ମାଆର ଗାଳି ସହି ନପାରି ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ହରିୟାଣାର ପାନିପଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ମାଆ ନିଜ ଝିଅକୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରିଦେଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଜାଣନ୍ତୁ ଭାରତରତ୍ନ ଲାଲକୃଷ୍ଣ ଆଡଭାଣୀଙ୍କ କିଛି ଅଜଣା କଥା

ନୂଆଦିଲ୍ଲୀ: କଂଗ୍ରେସ ଏକଦା ଭାରତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିଲା। କିନ୍ତୁ ଏହାକୁ କ୍ଷମତାସୀନ କରିବାର ଶ୍ରେୟ ଲାଲ କୃଷ୍ଣ ଆଡଭାନୀଙ୍କ ନିକଟକୁ ଯାଇଥାଏ। ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କର ରଥ ଯାତ୍ରା ଏଭଳି ଏକ ପରିବେଶ ସୃଷ୍ଟି କରିଥିଲା ଯାହା ବିଜେପିକୁ ବହୁ ମାତ୍ରା…

ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣା: ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ

ଭୋପାଳ: ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ। ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବେକରେ ସୁତୁଲି ବୋମା ପକାଇ ଆସିଥିଲେ ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ। ହରଦା ଜିଲ୍ଲାର ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ…

ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ଘଟଣାରେ ହାଇକୋର୍ଟଙ୍କ କଡା ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗ ଜେଲରେ ମହିଳା କୈଦୀଙ୍କ ଉପରେ ହେଉଥିବା ଅତ୍ୟାଚାରର ନଗ୍ନ ନମୂନା ଦେଖିବାକୁ ମିଳୁଛି । ଏଠାରେ ମହିଳା କୈଦୀଙ୍କ ପ୍ରେଗନେଂଟ ହେବା ଚିନ୍ତାର କାରଣ ସାଜିଛି । ପୂର୍ବରୁ ଅଭିଯୋଗ ଆସିବା ପରେ ୨୦୧୮ରେ ହାଇକୋର୍ଟ ନ୍ୟାୟମିତ୍ର ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।…