Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ସମନ ପଠାଇଲା ଇଡି, ଫେବୃଆରୀ ୨୬ରେ ହାଜର ହେବାକୁ ଅପିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଫେବୃଆରୀ ୨୬ ତାରିଖ ଅର୍ଥାତ୍ ସୋମବାର ପୂର୍ବରୁ ଇଡିରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନରେ କୁହାଯାଇଛି । ଏହା ପୂର୍ବରୁ ଇଡିର ୬ଟି…

ଭାରତ ଦୁନିଆର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ: ମୋଦୀ

ଅହମ୍ମଦାବାଦ: ଆଜି ନିଜ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ଦେଶର ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ କିସାନ ଯୋଜନା । ଏହି ଯୋଜନା ଅଧିନରେ ସବୁ ଚାଷୀ ଭାଇ ମାନଙ୍କ ବ୍ୟଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯାଉଛି । ଗତଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ…

ସ୍ତ୍ରୀ ଡିଭୋର୍ସ ମାଗିବାରୁ ସ୍ବାମୀ କହିଲେ ଆଗେ ମୋ କିଡନୀ ମତେ ଫେରାଅ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସାଧାରଣ ହୋଇଗଲାଣି । ଏହି ଝଗଡା ହେତୁ ଛାଡପତ୍ର ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଛୋଟ ଛୋଟ ପ୍ରସଙ୍ଗରେ ଲୋକମାନେ ଛାଡପତ୍ର ଦେବାକୁ ପଛଉନାହାନ୍ତି । ଛାଡପତ୍ର ସମୟରେ ସେଟେଲମେଣ୍ଟ ବା ଭରଣପୋଷଣ ପାଇଁ କଥା ହୋଇଥାଏ । ଏହି…

ବିଦେଶରେ ଚମକିଲେ ଭାରତୀୟ ବଂଶୋଦ୍ଭବ, ଚିକାଗୋ ମାଗାଜିନର ଶେଷ୍ଠ ୫୦ଜଣଙ୍କ ତାଲିକାରେ ହେଲେ ସାମିଲ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ସାରା ବିଶ୍ଵରେ ନିଜକୁ ପ୍ରମାଣିତ କରୁଛନ୍ତି । ଭାରତରେ ଜନ୍ମ ହୋଇ ପୂରା ବିଶ୍ଵରେ ନିଜ ଜନ୍ମଭୂମୀର ନାମକୁ ଗୌରବାନ୍ଵିତ କରୁଛନ୍ତି । ସେହିପରି ଜଣେ ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣମୂର୍ତ୍ତି ବର୍ତ୍ତମାନ ଚିକାଗୋର ଶ୍ରଷ୍ଠ ୫୦ଜଣ ବ୍ୟକ୍ତିଙ୍କ…

ଏହି ଫୋଟକୁ ମିଳିଲା ଅଣ୍ଡର ୱାଟର ଫୋଟଗ୍ରାଫର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଡେନ୍ ଫୋଟଗ୍ରାଫରଙ୍କ ଏକ ଅଣ୍ଡର ଓ୍ୱାଟର ଫୋଟ ଚଳିତ ବର୍ଷ ପାଇଁ ‘ଅଣ୍ଡର ଓ୍ୱାଟର ଫୋଟଗ୍ରାଫର ଦ ଇୟର‘ ଭାବେ ପୁରସ୍କୃତ ହୋଇଛି । ଏହି ଫୋଟଗ୍ରାଫରଙ୍କ ନାଁ ହେଉଛି ଏଲେକସ୍ ଡାନସନ୍ । ଏଲେକସ୍  ପୁରସ୍କୃତ  ହୋଇ ଖୁସି ଅନୁଭବ କରିଥିବା ନେଇ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର…

‘ଦିଲ୍ଲୀ ଚଲୋ’ ଯାତ୍ରାକୁ ଦୁଇ ଦିନ ସ୍ଥଗିତ ରଖିଲେ ଚାଷୀ, ହରିୟାଣା ସୀମା ନିକଟରେ ବିକ୍ଷୋଭ, ଜଣେ ମୃତ

ନୂଆଦିଲ୍ଲୀ: ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍ ଅତିକ୍ରମ କରିବାରୁ ରୋକିବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି। 'ଦିଲ୍ଲୀ ଚଲୋ' ଅଭିଯାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନେ ଅଭିଯୋଗ କରିଛନ୍ତି…

ବିହାରରେ ଅଛନ୍ତି ବୟସର ଶତକ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର

ପାଟନା: ବିହାରରେ ୧୦୦ରୁ ଅଧିକ ବୟସ ପାର କରିଥିବା ୨୧ ହଜାରରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ବାଚନ କମିଶନରଙ୍କ ଏକ ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ବିହାରରେ ୭.୬୪ କୋଟି ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟିରୁ ଅଧିକ…

ମଡେଲ ତାନିଆ ସିଂ ଆତ୍ମହତ୍ୟା ମାମଲା: କ୍ରିକେଟର ଅଭିଷେକଙ୍କୁ ସମନ

ସୁରଟ: ମଡେଲ ତାନିଆ ସିଂ ଆତ୍ମହତ୍ୟାର ତଦନ୍ତ ପୋଲିସ ଜୋରସୋରରେ କରୁଛି । ଇତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପୋଲିସ ସମନ ଜାରୀ କରିଛି । ତାନିଆଙ୍କୁ ଶେଷ କଲ ଅଭିଷେକ କରିଥିଲେ । ରବିବାର ବିଳମ୍ବିତ ରାତ୍ରରେ…

ପୂର୍ବରୁ ନାଭଲେନୀଙ୍କ ମୃତ୍ୟୁ ହୋଇ ସାରିଥିଲା !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଆଲେକ୍ସି ନାଭଲେନୀଙ୍କ ରହସ୍ୟମୟ ଢ଼ଙ୍ଗରେ ଜେଲରେ ମୃତ୍ୟୁ ଘଟିଛି । ଏବେ ରୁଷ ଉପରେ କଡା ନଜର ରଖିଥିବା ୱେବସାଇଟ ନୋଭାୟା ୟୁରୋପରେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ୧୬ରେ ନାଭଲେନୀଙ୍କ ମୃତ୍ୟୁ ଘଟିଥିବା…