Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ବିରାଟ ଓ ଅନୁଷ୍କା, ମିଳିଲା ନିମନ୍ତ୍ରଣ ପତ୍ର 

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ପତ୍ନୀ ଅନୁଷ୍କା। କ୍ରିକେଟର ବିରାଟ କୋହଲି ଓ ଅନୁଷ୍କାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।ସୋସିଆଲ ମିଡିଆରେ ଏକ ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ…

୧୫ ଦିନ ମଧ୍ୟରେ ଜାପାନରେ ଦ୍ୱିତୀୟ ବିମାନ ଦୁର୍ଘଟଣା, ଏଠି ବି ହେଲା ଚମତ୍କାର

ନୂଆଦିଲ୍ଲୀ: ଜାପାନର ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଦୁଇଟି ବିମାନ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି। ଏଠାରେ କିନ୍ତୁ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ୫ଟାରେ ହୋକାଇଡୋର ନ୍ୟୁ ଚିଟୋଜ୍ ବିମାନବନ୍ଦରରେ କୋରିଆବାୟୁ ଓ କାଥେ ପ୍ୟାସିଫିକ୍ ବିମାନ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ଖାଲିସ୍ତାନୀ ଆତଙ୍କୀ ପନ୍ନୁ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ । ଖାଲିସ୍ତାନୀ ଆତଙ୍କୀ ଏବଂ ଶିଖ୍ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତୱନ୍ତ ସିଂ ପନ୍ନୁ ଏହି ହତ୍ୟା ଧମକ ଦେଇଛି । ଆଗାମୀ ୨୬ ଜାନୁଆରୀ ସାଧାରଣତନ୍ତ୍ରରେ ଭଗବନ୍ତଙ୍କ ଉପରେ ଆକ୍ରମଣ କରାଯିବା ସହ ପଞ୍ଜାବର ଡିଜିପି ଗୌରବ…

୯ ବର୍ଷରେ ବହୁମୁଖୀ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୪ କୋଟି ୮୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବା ପାଇଁ ସରକାରଙ୍କ…

ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ଭାବେ ୱାଇ ଏସ ଶର୍ମିଲାଙ୍କୁ ନିଯୁକ୍ତି: ଆଗକୁ ଭାଇ-ଭଉଣୀ ଲଢ଼େଇ!

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଭାବେ ୱାଇ.ଏସ ଶର୍ମିଲା ରେଡ୍ଡୀଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୧୫ ତାରିଖରେ ପିସିସି ମୁଖ୍ୟ ପଦରୁ ଗିଦୁଗୁ ରୁଦ୍ର ରାଜୁ ଇସ୍ତଫା ଦେବା ପରେ ଉକ୍ତ ପଦରେ…

ଫେକ୍ ନ୍ୟୁଜ ଏବେ ‘ମହାମାରୀ’, ଦେଶର ପ୍ରଥମ ଥର ମତଦାତାଙ୍କ ମଧ୍ୟରୁ ୭୮.୯% ଗୁଜବ ଖବରର ଶିକାର

ନୂଆଦିଲ୍ଲୀ: ସୋସିଆଲ ଆଣ୍ଡ ମିଡିଆ ମ୍ୟାଟର୍ସ ଦ୍ୱାରା ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ପ୍ରଥମ ଥର ମତଦାନ କରିଥିବା ଭୋଟରଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ମିଥ୍ୟା ଖବରର ସମ୍ମୁଖୀନ ହେଉଛନ୍ତି। ଏହି ଅଧ୍ୟୟନରୁ ଜଣାପଡିଛି ଯେ…

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଯୋଗନଦେବା ପଛର କାରଣ କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଯାଇଛି । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ନାଗାଲାଣ୍ଡରେ ପହଞ୍ଚିଛି । କାହିଁକି ରାମ ମନ୍ଦିର ପ୍ରାଣ…

ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବର ସେବା ସମ୍ପ୍ରସାରଣ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ କରାଯାଇଛି । ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ…

ପ୍ରସବ ଯନ୍ତ୍ରଣା କମାଇବା ପାଇଁ ପତ୍ନୀ ଗାଇଲେ ଭଜନ ଆଉ ପତି ବଜାଇଲେ ଗୀଟାର

ନୂଆଦିଲ୍ଲୀ: ଆମେରିକାର ସିଏଟେଲରେ ଜଣେ ମହିଳା ତାଙ୍କ ପ୍ରସବ ଯନ୍ତ୍ରଣା କମାଇବା ପାଇଁ ଅଭିନବ ଉପାୟ ବାହାର କରିଥିଲେ । ଯାହା କି ଚର୍ଚ୍ଚାର କାରଣ ସାଜିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଯନ୍ତ୍ରଣା ଅସହ୍ୟ ହେବାରୁ ୩୧ ବର୍ଷୀୟା ବିଫି ହେଲ ଭଜନ ଗାଇବା ଆରମ୍ଭ କରିଥିଲେ । ସେ…

ଜୀବିତ ଥାଇ ନିଜର କ୍ରିୟା କର୍ମ କଲେ ୭୦ ବର୍ଷୀୟ ବୃଦ୍ଧ

ଏଟା: ଉତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୭୦ ବର୍ଷୀୟ ବୃ୍‌ଦ୍ଧ ଜୀବିତ ଥିବା ସତ୍ୱେ ନିଜର ମୃତ୍ୟୁପରର ସମସ୍ତ କ୍ରିୟା କର୍ମ କରିଛନ୍ତି । ହାକିମ ସିଂ ନାମକ ଏହି ବୃଦ୍ଧ ଗ୍ରାମବାସୀଙ୍କୁ ଦଶାହ ଓ ଏକାଦଶହ ଭୋଜି ମଧ୍ୟ ପ୍ରଦାନ କରିଛନ୍ତି ।…