Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହଲଦ୍ୱାନୀ ଦଙ୍ଗା ଯୋଜନାବଦ୍ଧ: ମୁଖ୍ୟମନ୍ତ୍ରୀ ଧାମୀ

ଡେରାଡୁନ: ଉତ୍ତରାଖଣ୍ଡର ହଲଦ୍ୱାନୀରେ ଏକ ବେଆଇନ ଭାବେ ନିର୍ମିତ ହୋଇଥିବା ମସଜିଦ ଭାଙ୍ଗିବା ପାଇଁ ପହଞ୍ଚିଥିବା ପୋଲିସ ଓ ପ୍ରଶାସନ ଉପରେ ଢେଲା ମାଡ଼ କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ଅନେକ ପୋଲିସ ଗାଡିକୁ ମଧ୍ୟ ଜାଳି ଦିଆଯାଇଥିଲା। ଏହି ସମୟରେ, ଶୁକ୍ରବାର ବିଳମ୍ବିତ ରାତିରେ ସିଏମ୍…

ସ୍କଟଲାଣ୍ଡ୍‌ରୁ ମିଳିଲା ଉଡ଼ନ୍ତା ଡାଇନୋସରର ଅବଶେଷ

ନୂଆଦିଲ୍ଲୀ: ଏବେବି ରହସ୍ୟ ଘେରରେ ଡାଇନୋସୋରଙ୍କ ଅସ୍ତିତ୍ୱ। ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ପୃଥିବୀରେ ରହୁଥିବା ଅଧ୍ୟୟନରୁ ଜଣାପଡିଛି। ମାତ୍ର ଏବେ ସେମାନେ ବିଲୁପ୍ତ। ତେବେ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକ। ସ୍କଟଲ୍ୟାଣ୍ଡର୍‌ ସ୍କାଇରୁ ଡେଣାଥିବା…

ପରିବାର ସଦସ୍ୟଙ୍କୁ ମିଳିଲା ଭାରତରତ୍ନ, ସେଥି ପାଇଁ ବିଜେପିରେ ମିଶୁଛନ୍ତି କି ଆରଏଲଡି ନେତା ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବିଜେତାଙ୍କ ନାଁ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ…

ପାକିସ୍ତାନରେ ପୁଣିଥରେ ସରକାର ଗଢିବେ ଇମ୍ରାନ !

ନୂଆଦିଲ୍ଲୀ: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଗୁଆ ରହିଛି। ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିବା ପିଟିଆଇ ପାକିସ୍ତାନରେ ସରକାର ଗଠନ କରିବାକୁ ଦାବି କରିଛି। ସରକାର ଗଠନ…

ପୁଟିନଙ୍କ ସ୍ଵତନ୍ତ୍ର ସାକ୍ଷାତକାର: ବାଇଡେନଙ୍କୁ ଦେଲେ ଖୋଲା ଧମକ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟ ଦେଶର ସଂପର୍କରେ ଭଟ୍ଟା ପଡିଛି। ହଜାର ହଜାର ନୀରିହ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଏବେ ବି ନରସଂହାର ଚାଲିଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ସାମ୍ବାଦିକ ଟକର କାର୍ଲସନ ଋଷର ରାଷ୍ଟ୍ରପତି…

ମଦ ପିଇବା ପାଇଁ ଚାଲେଞ୍ଜ : ଅତ୍ୟଧିକ ମଦ୍ୟପାନ ଯୋଗୁଁ ଜଣେ ମୃତ

ଭୋପାଳ: ମଦ ପିଇବା ପାଇଁ ଅଜବ ସର୍ତ୍ତ ଲଗାଇ ଜଣଙ୍କର ଜୀବନ ଯାଇଛି। ଅତ୍ୟଧିକ ମଦ ପିଇବା କାରଣରୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଖାର୍ଗୋନ ଜିଲ୍ଲାରୁ ଆସିଛି ଏପରି ଏକ ଖବର। ଦୁଇ ସାଙ୍ଗ ଦିନେଶ ଓ ଅରୁଣ ମଦ ପିଇବା ପାଇଁ ସର୍ତ୍ତ ଲଗାଇଥିଲେ। ତେବେ ଅତ୍ୟଧିକ ମଦ୍ୟପାନ…

କୃଷି ମନ୍ତ୍ରଣାଳୟ ଦେଲା ଖୁସି ଖବର, ଘରେ ବସି କରିପାରିବେ PM Kisan ସହ ଜଡ଼ିତ ସମସ୍ୟାର ସମାଧାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପ୍ରତି ୪ ମାସରେ, ୨ ହଜାର ଟଙ୍କା…

ଏନଡିଏରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ…

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର । ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଗତକାଲିର ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଏଏମ ଖାନୱିଲକର ଏବେଠୁ…

ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଏହି ଓଡ଼ିଆ ସାଂସଦ, ସଂସଦ କ୍ୟାଣ୍ଟିନରେ ହେଲା ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ PMO ରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି।…