Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିୱାଲଙ୍କ ବିପକ୍ଷରେ କୋର୍ଟର ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପଞ୍ଚମ ଥର ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଥିଲା। କିନ୍ତୁ ଏହି ନୋଟିସକୁ ମଧ୍ୟ ପଞ୍ଚମ ଥର ପାଇଁ ବେଖାତିର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ହାଜର ନହେବା ପରେ ଏନଫୋର୍ସମେଣ୍ଟ…

୨୦୧୮ରୁ ବିଦେଶରେ ଗଲାଣି ୪୦୩ ଭାରତୀୟ ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ୨୦୧୮ରୁ ଆଜିଯାଏ ବିଦେଶରେ ମୋଟ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେଲାଣି। ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା ଏବଂ ଅନ୍ୟ କାରଣରୁ ବିଦେଶରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ତେବେ କାନାଡାରେ ସର୍ବାଧିକ ୯୧ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରିଟେନରେ ୪୮ଜଣ ଛାତ୍ରଙ୍କ ଜୀବନ…

ନୌସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା INS- ସନ୍ଧାୟକ । ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ଯୋଗ ଦେଇଥିଲେ । ସୁରକ୍ଷିତ ସାମୁଦ୍ରିକ ନାଭିଗେସନ୍ ଏହି…

ପଶ୍ଚିମବଙ୍ଗରେ ୨୧ ଲକ୍ଷ ମନରେଗା କର୍ମଚାରୀ ପାଇବେ ପାରିଶ୍ରମିକ: ମମତା ବାନାର୍ଜୀ

କୋଲକାତା: ସବୁ ବେଳେ କେନ୍ଦ୍ର ସରକାରଙ୍କୁ କରିଆସୁଥିଲେ କଟାକ୍ଷ। ଏବେ କେନ୍ଦ୍ର ଯୋଜନାକୁ ନେଇ କରିଛନ୍ତି ବଡ଼ ଘୋଷଣା। ଆମେ କହୁଛୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା। ରାଜ୍ୟରେ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ସରକାର ଫେବୃଆରୀ ୨୧ ସୁଦ୍ଧା…

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ…

ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା ଓ ସ୍ୱାଇନ ଫ୍ଲୁ

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ସେ କରୋନା ଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସପ୍ତାହେ ପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସୋସିଆଲ ମିଡିଆ…

ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ: ଖଡଗେ 

ନୂଆଦିଲ୍ଲୀ: ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ। ଏପରି କହି ଅଭିଭାଷଣ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ମୋଦି ସରକାରଙ୍କୁ ଟାର୍ଗେଟ କରି ଦେଶବାସୀଙ୍କୁ ଦେଇଛନ୍ତି ଚେତାବନୀ। ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ…

ଜଳଖିଆ ନଦେବାରୁ ମା’କୁ ହତ୍ୟା କଲା ପୁଅ, ପରେ କଲା ଆତ୍ମସମର୍ପଣ

ବେଙ୍ଗାଲୁରୁ: ମା’କୁ ଲୁହାରଡରେ ପିଟି ମାରିଲା ପୁଅ। ସକାଳ ଜଳଖିଆ ନଦେବାରୁ ନାବାଳକ ପୁଅ ନିଜ ମା’କୁ ହତ୍ୟା କରିଛି। କର୍ଣ୍ଣାଟକର ମୁଲବାଗାଲ ସହରରେ ଘଟିଛି ଏହି ଘଟଣା । ନିଜ ମା’ଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ କରିଛି ।…

ଇମ୍ରାନ ଖାନ ଓ ପତ୍ନୀଙ୍କୁ ଆଉ ୭ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଆଉ ୭ ବର୍ଷ ଜେଲ । ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ ଜେଲ ଦାଣ୍ଡରେ ଦଣ୍ଡିତ କରିଛନ୍ତି । ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ଇଦ୍ଦାତ…

IRCTCର ଦମଦାର୍ ଟୁର୍ ପ୍ୟାକେଜ, ଶସ୍ତାରେ ବୁଲିପାରିବେ ତିରୁପତି ବାଲାଜୀ ମନ୍ଦିର

ନୂଆଦିଲ୍ଲୀ: ଯଦି ତୁମେ ତୁମର ପରିବାର ଏବଂ ସାଙ୍ଗମାନଙ୍କ ସହିତ ତିରୁପତି ବାଲାଜୀ ଯାତ୍ରା କରିବାକୁ ଚାହୁଁଛନ୍ତି ତ IRCTC ଆଣିଛି ଆପଣଙ୍କ ପାଇଁ ଦମଦାର୍ ଟୁର୍ ପ୍ୟାକେଜ । IRCTC ବାଲାଜୀ ଦର୍ଶନ ପାଇଁ ଏକ ଟୁର୍ ପ୍ୟାକେଜ୍ ଲଞ୍ଚ କରିଛି । ଏହା ଏକ ବଜେଟ୍ ଅନୁକୂଳ ଟୁର୍ ପ୍ୟାକେଜ୍ । ଯଦି ଆପଣ…