Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବିରୋଧରେ ଚାଇନା କାର୍ଡ ଖେଳିଲେ ମାଳଦ୍ବୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପର୍ଯ୍ୟଟନ ବିରୋଧର ସମ୍ମୁଖୀନ ହେଉଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଚୀନ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ଦ୍ୱୀପଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାନ୍ତୁ। ଚୀନ ଗସ୍ତରେ ଥିବା ମୁଇଜୁ ଫୁଜିଆନ୍ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି…

ଡ୍ରଗ୍ସ ମାଫିଆ ଜେଲରୁ ଖସିବା ପରେ ଏହି ଦେଶରେ ହେଲା ଏର୍ମଜେନ୍ସି ଘୋଷଣା

କ୍ୱିଟୋ: ଇକ୍ୱେଡର ସବୁଠାରୁ ମାରାତ୍ମକ ଅପରାଧୀଙ୍କ ମଧ୍ୟରୁ ଜଣେ ଜେଲରୁ ଖସିବା ପରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ସ୍ଥାନୀୟ ସରକାର ଏର୍ମଜେନ୍ସି ଘୋଷଣା କରିଛନ୍ତି । ଦେଶର ଅଧିକାଂଶ ଜେଲରେ ଦଙ୍ଗା ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଜେଲରଙ୍କୁ ବନ୍ଧକ ଭାବେ…

ଗୋଟିଏ ବୋତଲ ପାଣି ହିଁ ନେଇପାରେ ଜୀବନ, ଆସିଲା ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ

ନୂଆଦିଲ୍ଲୀ: କୌଣସି ବାହାର ସ୍ଥାନକୁ ଆପଣ ଯାଇଛନ୍ତି। ଆଉ ପ୍ରବଳ ଶୋଷ ମେଣ୍ଟାଇବାକୁ ଆପଣଙ୍କ ନିକଟରେ କୌଣସି ସାଧନ ନାହିଁ। ଏପରି ସ୍ଥଳେ ଆପଣ ନିଶ୍ଚିତ ଦୋକାନରୁ ୧୦ ରୁ ୨୦ ଟଙ୍କା ଦେଇ ଗୋଟିଏ ବୋତଲ ପିଇବା ପାଣି କିଣି ଶୋଷ ମେଣ୍ଟାଇ ଥାଆନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି…

ଚାଞ୍ଚଲ୍ୟ: ମା’ ସାଜିଲା ରାକ୍ଷସୀ, ୪ବର୍ଷର ପୁଅକୁ ମାରି ବ୍ୟାଗରେ ନେଇ ହେଇଯାଉଥିଲା ଫେରାର

ଗୋଆ: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ବେଙ୍ଗାଲୁରୁର ଏକ AI କମ୍ପାନୀର CEO ସୂଚନା ସେଠଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ…

ମହଙ୍ଗା ପଡ଼ୁଛି ମୋଦୀଙ୍କୁ ବିବଦୀୟ ଟିପ୍ପଣୀ ମାମଲା, ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟଙ୍କ ବିରୋଧରେ ମାଲଦ୍ୱୀପ ମନ୍ତ୍ରୀ ଦେଇଥିବା ଅପମାନଜନକ ଟିପ୍ପଣୀ ବର୍ତ୍ତମାନ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ବଡ଼ ସଂକଟ ହୋଇ ଛିଡ଼ା ହୋଇଛି। ଗୋଟିଏ ପଟେ ସେଠାରେ ଥିବା ଜଣେ ପୂର୍ବତନ ମନ୍ତ୍ରୀ ଭାରତକୁ ମାଲଦ୍ୱୀପର ସବୁଠାରୁ ବଡ…

ରାମଲଲାଙ୍କ ପ୍ରତିମାର ହେବନି ନଗର ଭ୍ରମଣ କାର୍ଯ୍ୟକ୍ରମ, ଏହି କାରଣରୁ ହେଲା ରଦ୍ଦ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜାନୁଆରୀ ୧୭ରେ ପ୍ରସ୍ତାବିତ ଦେବ ବିଗ୍ରହଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମକୁ ରଦ୍ଦ କରିଛି ମନ୍ଦିର ଟ୍ରଷ୍ଟ । ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ଟ୍ରଷ୍ଟ ଜାନୁଆରୀ ୧୭ରେ ରାମ ଜନ୍ମଭୂମି…

ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଇଭ୍ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ବିଶ୍ଵ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଭାରତ ସହ ସମ୍ପୁର୍ଣ୍ଣ ବିଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ହେବ ସିଧା ପ୍ରସାରଣ । ନ୍ୟୁୟର୍କର ସବୁଠାରୁ ବ୍ୟସ୍ତବହୁଳ ଛକ ଟାଇମ୍ସ ସ୍କୋୟାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର…

ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂକମ୍ପ ଝଟକା, ଜାରି ହୋଇନି ସୁନାମୀ ଆଲର୍ଟ

ଜାକାର୍ତ୍ତା: ମଧ୍ୟରାତ୍ରିରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ତଲାଉଡ୍‌ ଦ୍ୱୀପରେ ୬.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ…

କାଲ, ଅନ୍ଧ, ଛୋଟା କହିଲେ ଯାଇପାରନ୍ତି ଜେଲ, ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ: ଦିବ୍ୟାଙ୍ଗମାନଙ୍କୁ ଅପମାନବୋଧକ ଶବ୍ଦ ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ପାଗଳ, ମୁକ, କାଲ, ବଧିର, ଅନ୍ଧ, ଛୋଟା ଆଦି ଶବ୍ଦ ଜଦି ଦିବ୍ୟାଙ୍ଗମାନଙ୍କ ପ୍ରତି ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏପରିକି ଜେଲଦଣ୍ଡ ସହିତ ଜୋରିମାନା ମଧ୍ୟ…