Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁସଲିମ ପକ୍ଷଙ୍କୁ ଝଟକା, ଜ୍ଞାନବାପିରେ ଜାରି ରହିବ ପୂଜାପାଠ: ଆହ୍ଲାବାଦ ହାଇକୋର୍ଟ

ବାରାଣସୀ:ବିବାଦୀୟ ଜ୍ଞାନବାପି ମାମଲାକୁ ନେଇ ଆସୁଛି ମାନ୍ୟବର ଅଦାଲତଙ୍କ ରାୟ। ଯେଉଁଥିରେ ଶୁଣାଣି ହିନ୍ଦୁ ପକ୍ଷକୁ ଯାଉଥିବା ବେଳେ ମୁସଲିମ ପକ୍ଷକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଜ୍ଞାନବାପି ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ଆସିଥିବା ବେଳେ, ବିରୋଧରେ…

ଏଥର ଡରିବେ ଶତ୍ରୁ; ସର୍ଭେ ଜାହାଜ ‘ସନ୍ଧ୍ୟାକ୍’ ସାମିଲ ହେଲେ ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ 'ସନ୍ଧ୍ୟାକ୍' ସାମିଲ ହେବ। ଶନିବାର ଦିନ ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ୟୁନିଟର ଏକ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ପହଞ୍ଚି ନୋଟିସ୍ ପ୍ରଦାନ କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ…

ଚଣ୍ଡିଗଡ ମେୟର ନିର୍ବାଚନ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ ବେଳେ ଅଟକ ଦଳୀୟ ନେତା

ନୂଆଦିଲ୍ଲୀ:ଦିଲ୍ଲୀ ପହଁଚିଲା ଚଣ୍ଡିଗଡ ମେୟର ନିର୍ବାଚନ ମାମଲା। ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ। ଘେରାଉ ବେଳେ ଅଟକ ରହିଲେ ଦଳୀୟ ନେତା। ଶୁକ୍ରବାର ଚଣ୍ଡିଗଡ଼ ନିର୍ବାଚନରେ ହୋଇଥିବା ଠକେଇ ଅଭିଯୋଗରେ ଦିଲ୍ଲୀର ବିଜେପି ମୁଖ୍ୟାଳୟ ବାହାରେ ବିରୋଧ କରିବାକୁ ଘୋଷଣା କରିଥିଲା ଆମ୍ ଆଦମୀ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ହତ୍ୟାକାରୀ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡ, ଦୁଇ ଶିଶୁଙ୍କୁ ଛାତରୁ ଫିଙ୍ଗି ମାରିଥିଲେ

ବେଜିଂ: ଚୀନରେ ହତ୍ୟାକାରୀ ପ୍ରେମୀ ଯୁଗଳଙ୍କୁ ମୃତ୍ୟୁଦଣ୍ଡ। ଦୁଇ ଶିଶୁଙ୍କୁ ୧୫ ମହଲା କରିଡରରୁ ଫିଙ୍ଗି ହତ୍ୟା କରିଥିଲେ। ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରି ଦେଇଥିଲା ଜନ୍ମ କଲା ବାପା। ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ପରେ ଉଭୟଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ…

୨୯ ଟଙ୍କାରେ ଚାଉଳ ବିକିବେ ସରକାର, ଜାଣନ୍ତୁ କିପରି ଓ କେଉଁଠି ପାଇବେ ଏହି ‘ଭାରତ ରାଇସ’

ନୂଆଦିଲ୍ଲୀ: ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମୋଦୀ ସରକାର ଶୁକ୍ରବାର ଦିନ ଠାରୁ ଭାରତ ରାଇସ ଆରମ୍ଭ କରିଛନ୍ତି। ସରକାର କହିଛନ୍ତି ଯେ ଏହା ସାମଗ୍ରିକ ଖାଦ୍ୟ ଦରବୃଦ୍ଧି ପରିଚାଳନା କରିବାରେ ସାହାଯ୍ୟ କରିବ ଏବଂ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିବ। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ 

ୱାଶିଂଟନ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଶ୍ରେୟାସ ରେଡ୍ଡୀ ବେନିଗେରି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ । ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା…

ଚାଲି ଚାଲି ଥକି ପଡିବାରୁ ଆମ୍ବୁଲାନ୍ସକୁ କଲ୍ କରି ଲିଫ୍ଟ ମାଗିଲେ ମଦ୍ୟପ

ହାଇଦ୍ରାବାଦ: ଲୋକ ମଦ ନିଶାରେ ସବୁ କିଛି ଭୁଲି ଯାଆନ୍ତି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ। ଯେଉଁଠିକି ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଆମ୍ବୁଲାନ୍ସ କୁ ଫୋନ କରିଛନ୍ତି। ତାପରେ ତାଙ୍କ କଥା ଶୁଣି ତାଜୁବ୍ ହୋଇଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର। ତେବେ ମଦ୍ୟପ ଜଣକ ହେଲେ…

ସଂସଦରେ ଖଡ଼ଗେଙ୍କ ଭାଷଣ ଶୁଣି ହସି ପକାଇଲେ ମୋଦି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ…