Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଫଳକରେ ଭାରତ ବିରୋଧୀ ନାରା ଲେଖିଲେ ଖଲିସ୍ତାନୀ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନୀ ସମର୍ଥକମାନେ ହାୱାର୍ଡରେ ଥିବା ବିଜୟ ଶେରୱାଲୀ ମନ୍ଦିରରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ଶବ୍ଦ ଲେଖିବା ସହ…

ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବେ ଉତ୍ତର ପ୍ରଦେଶ ଜେଲରେ ଥିବା କଏଦୀ 

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। କେହି ଯେପରି ପ୍ରଭୁଙ୍କ ଆଶୀର୍ବାଦରୁ ବଞ୍ଚିତ ନ ହୁଅନ୍ତୁ ସେ ନେଇ ସବୁ ବ୍ୟବସ୍ଥା କରାଯାଇଛି। ତେବେ ଜେଲରେ ଥିବା କଏଦୀ ମଧ୍ୟ ପ୍ରଭୁଙ୍କ ଦର୍ଶନ…

୩ ଲକ୍ଷ ୩୨ ହଜାର ଟଙ୍କା ଚୋବାଇଦେଲା ପୋଷା କୁକୁର, ଏହା ଦେଖି ମାଲିକ ହେଲେ ବେହୋସ୍ ! 

ନୂଆଦିଲ୍ଲୀ;  ଆମେରିକାର ପେନସିଲଭେନିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଜଣେ କୁକୁର ମାଲିକଙ୍କୁ ଜୋରଦାର ଝଟକା ଲାଗିଛି।  ପ୍ରକୃତ ଘଟଣା ହେଉଛି ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ଙ୍କ ୪ ହଜାର ଡଲାର ଅର୍ଥାତ୍ ୩ ଲକ୍ଷ ୩୨ ହଜାର ଟଙ୍କାକୁ ତାଙ୍କ ୭ ବର୍ଷୀୟ…

ଉତ୍ତର କୋରିଆର ୨୦୦ ତୋପ ନିକ୍ଷେପ ପରେ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଲା ଦକ୍ଷିଣ କୋରିଆ 

ସିଓଲ୍‌: ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଅନେକ ଶାନ୍ତି ଚୁକ୍ତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । ଆଜି ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମା ନିକଟରେ ୨୦୦ ରୁ ଅଧିକ ତୋପ ବୋମା ବା…

ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ; ପଛରେ ପଡିଗଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧନୀ ତାଲିକା ଦୌଡରେ ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର…

ଦୃତ ବେଗରେ ବଢୁଛି ଭାରତର ଅର୍ଥବ୍ୟବସ୍ଥା: UN

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ୨୦୨୪ ଶେଷ ବେଳକୁ ଏହାର ଅର୍ଥ ବ୍ୟବସ୍ଥା ୬.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରିଛି ମିଳିତ ଜାତିସଂଘ ବା ୟୁଏନ। ମିଳିତ ଜାତିସଂଘ (ଜାତିସଂଘ) ଅନୁଯାୟୀ, ଉତ୍ପାଦନ ତଥା ସେବା କ୍ଷେତ୍ରରେ ଘରୋଇ ଚାହିଦା…

AI ଜଗିବ ରାମମନ୍ଦିରର ସୁରକ୍ଷା, ୧୧ ହଜାର ପୋଲିସ ହେବେ ନିୟୋଜିତ

ଅଯୋଧ୍ୟା: ଚଳିତ ମାସ ୨୨ ତାରିଖରେ ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ। ଏହି ଭବ୍ୟ ଉଦ୍ଘାଟନୀ ସମାରୋହ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ କଡ଼ାକଡ଼ି କରାଯାଇଛି। ଆସନ୍ତା ୨୨ ତାରିଖରେ…

ଆରବ ସାଗରରେ ଜାହାଜ ହେଲା ହାଇଜାକ, ଭିତରେ ଥିଲେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ଯ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ଜାହାଜ ଆରବ ସାଗରରେ ଅପହୃତ ଲାଇବେରିଆ ପତାକା ଥିବା ଜାହାଜ ଆଡକୁ ଗତି କରୁଛି । ଗୁରୁବାର ସନ୍ଧ୍ୟାରେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ଯ ଥିବା ଏହି ମାଲବାହୀ ଜାହାଜ 'ଏମଭି ଲିଲା ନୋର୍ଫୋକ୍' ସୋମାଲିଆ ଉପକୂଳ ନିକଟରେ ଅପହରଣର ଶିକାର ହୋଇଛି। ଏହି…

୬୦ ଦିନ ମଧ୍ୟରେ ମୁକ୍ତି ପାଇଁ ଅପିଲ କରିପାରିବେ କତାରରେ ବନ୍ଦୀ ଥିବା ୮ ଭାରତୀୟ

ନୂଆଦିଲ୍ଲୀ: କତାରରେ ବନ୍ଦୀ ଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପାଇଁ ଆଶ୍ୱସ୍ତି। କତାର ବନ୍ଦୀ ଶାଳାରୁ ମୁକ୍ତି ପାଇଁ ଆଗାମୀ ୬୦ ଦିନ ମଧ୍ୟରେ କତାର ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧାରୀ ଜୈସୱାଲ ସୂଚନା ପ୍ରଦାନ କରିଛନ୍ତି।…

୮୩ ବର୍ଷରୁ ନିଖୋଜ ଅଛନ୍ତି ସେହି ମହିଳା ପାଇଲଟ, ଯିଏ ଏକା ବିମାନ ଉଡ଼ାଇ ରଚିଥିଲେ ଇତିହାସ

ନୂଆଦିଲ୍ଲୀ: ଏକାକୀ ଲଣ୍ଡନରୁ ଅଷ୍ଟ୍ରେଲିଆକୁ ବିମାନ ଉଡ଼ାଣ ଭରି ଦୁନିଆର ପ୍ରଥମ ମହିଳା ପାଇଲଟ୍ ହେବାର ରେକର୍ଡ ସୃଷ୍ଟି କରିଥିଲେ ସେ। ତାଙ୍କ ସ୍ୱାମୀଙ୍କ ସହ ସେ ଆକାଶ ଏବଂ ପବନ ଜଗତରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ଜୁଲାଇ ୧୯୦୩ରେ ଜନ୍ମ ହୋଇଥିବା ଏହି ପାଇଲଟ ହଠାତ୍ ୫ ଜାନୁୟାରୀ…