Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ISIS

ତେହେରାନ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) ବୁଧବାର ଇରାନରେ ଘଟିଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ସଂଗଠନ କହିଛି ଯେ କିରମାନ ସହରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏହାର ଦୁଇଜଣ ସଦସ୍ୟଙ୍କ ମୁଖ୍ୟ ଭୂମିକା ରହିଛି। ଇଣ୍ଟରନେଟ୍ ମିଡିଆ ସାଇଟ୍ ଟେଲିଗ୍ରାମରେ…

ଏହି ଦିନ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ, ସୂଚନା ଦେଲା ଇସ୍ରୋ

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଧିରେ ଧିରେ ସଫଳ ହେବାକୁ ଯାଉଛି। ଆସନ୍ତା କାଲି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷ ପଥରେ ସ୍ଥାପିତ ହେବ ଆଦିତ୍ୟ। ଏନେଇ ସୂଚନା ପ୍ରଦାନ କରିଛି ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରାୟଣ-୩ର ସଫଳ ଅବତରଣ ପରେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ…

୭ ବର୍ଷର ବାଳକ ବଲକୁ ବୋମା ଭାବି କାନ୍ଥରେ ଫିଙ୍ଗିବା ମାତ୍ରେ ହେଲା ବିସ୍ଫୋରଣ

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବୋମା ବିସ୍ଫୋରଣରେ ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁରନ୍ତ ଲୋକେ ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ଚଢ଼ାଉ କରିବାକୁ ଯିବା ବେଳେ ଇଡି ଟିମକୁ ଆକ୍ରମଣ, ଆଗକୁ ବଢ଼ିବାକୁ ଦେଲେନି ୧୦୦ରୁ ୨୦୦ ଗ୍ରାମବାସୀ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଶୁକ୍ରବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଚଢ଼ାଉ ବେଳେ ଆକ୍ରମଣ ହୋଇଛି। ଟିଏମସି ନେତା ଶାହାଜାହାନ ଶେଖଙ୍କ ଗାଁରେ ଏହି ଘଟଣା ଘଟିଛି। ଯେଉଁଠାରେ ୧୦୦-୨୦୦ ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ଏହି…

ଶେଷ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି । ଏ ଦୁଇ ନେତା ଆଗାମୀ ଦିନରେ ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଥିବା ବେଳେ ଏଭଳି ଏକ ଖବର ଆସିଛି। ଧର୍ମେନ୍ଦ୍ର ଏବେ…

ରାମ ମନ୍ଦିର: ‘ଯଦି ପ୍ରଧାନମନ୍ତ୍ରୀ ମୋଦୀ ପୂଜାରେ ବସିବେ, ମୁଁ କ’ଣ ତାଳି ମାରିବି?’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚିନ୍ତା ପ୍ରକଟ କରିଛନ୍ତି। ସେ ଏହି ସମାରୋହର ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାବଦ୍ଧ ଅଂଶଗ୍ରହଣକୁ…

ନ୍ୟାୟ ସଂହିତା ଲାଗୁ ହେଲେ ମୁକ୍ତ ହେବେ ୮୨ ହଜାର କଏଦୀ

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଭାରତୀୟ ପେନାଲ କୋଡ୍ ବା ଆଇପିସି ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ବା ବିଏନସ ଲାଗୁ କରିବାକୁ ଯୋଜନା ଚାଲିଛି । ଗଣତନ୍ତ୍ର ଦିବସ ଅର୍ଥାତ ୨୬ଜାନୁଆରୀ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି ହେବା…

ଶକ୍ତିଶାଳୀ ହେବ ପ୍ରତିରକ୍ଷା ବାହିନୀ: ସାମିଲ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ଆହୁରି ମଜବୁତ୍ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯିବ। ଅତି ନିକଟରୁ…

ଜାନୁଆରୀ ୬-୭ରେ ଡିଜିପି/ ଆଇଜିପି ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଅୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା…

ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ: ଓଡ଼ିଶାର ୭ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜାତୀୟସ୍ତରରେ ସ୍ୱୀକୃତିଦେଉଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖାଉଟି…