Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଖିଳେଶଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୧୧ ଲୋକସଭା ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ 'ଇଣ୍ଡିଆ' ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି…

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

ଆପ୍ ର ୭ ବିଧାୟକଙ୍କୁ ୨୫ କୋଟି ଟଙ୍କା ସହ ଟିକେଟ୍ ଯାଚୁଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ର ଆମ ଆପ୍ ର ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କୁ କୋଟି ଏ ଟଙ୍କା ସହ ବିଜେପି…

ଆକାଶରେ ଦେଖାଗଲା ଧଳା ପରୀ, ନାସା ଜାରି କଲା ଏକ ସୁନ୍ଦର ଫଟୋ

ନୂଆଦିଲ୍ଲୀ: କୁହାଯାଏ ଯେ ଏହି ବ୍ରହ୍ମାଣ୍ଡରେ ଏପରି କିଛି ସ୍ଥାନ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ବିଷୟରେ ମଣିଷ ତ ଛାଡ ବୈଜ୍ଞାନିକ ବି ଜାଣିପାରନ୍ତିନି । ଏହାରି ଭିତରେ ଏକ ନୂତନ ଗ୍ରହର ଆବିଷ୍କାର କରିଛନ୍ତି ବୈଜ୍ଞାନିକ ମାନେ । ବୈଜ୍ଞାନିକ ମାନଙ୍କ ଦ୍ଵାରା ଜାରି…

ଭାରତରେ ପ୍ରଥମ ଥର କେବେ ଦିଆଯାଇଥିଲା ୨୧ ତୋପ ସଲାମୀ, କଣ ଏବେ ମଧ୍ୟ ଜାରି ରହିଛି ଏହି ପରମ୍ପରା

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନେ ୨୧ ତୋପ ସଲାମୀ ଦିଆଯିବା କଥା ତ ଶୁଣିଥିବା । ତେବେ କଣ ଆପଣ ଜାଣିଛନ୍ତି କି ଏହି ସଲାମୀ କାହାକୁ ଦିଆଯାଏ? କଣ ପାଇଁ ଦିଆଯାଏ? ଆମ ଦେଶରେ ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ… ଆଜିକାଲି ଗଣତନ୍ତ୍ର ଦିବସ,…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ଶୁକ୍ର ଗୋଚର ପରେ ଏହି ସବୁ ରାଶିରେ ବର୍ଷିବ ଧନ, ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଶୁକ୍ର ଗ୍ରହ ହେଉଛନ୍ତି ଧନ, ପ୍ରେମ, ବିଳାସପୂର୍ଣ୍ଣ ଜୀବନ ଦାତା ଗ୍ରହ। ଯେତେବେଳେ ଶୁକ୍ରଙ୍କ ସ୍ଥିତିରେ କୌଣସି…

ପ୍ରେମିକକୁ ୧୦୮ଥର ଛୁରି ଭୁସି ହତ୍ୟା କଲେ, ନିର୍ଦ୍ଦୋଷ କହିଲେ କୋର୍ଟ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମନାକୁ ଆସିଛି। ଜଣେ ମହିଳା ନିଜ ପ୍ରେମିକକୁ ୧୦୮ ଥର ଛୁରି ଭୁସି ହତ୍ୟା କରିଥିଲେ। ମାତ୍ର କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୮ରେ ବ୍ରାଇନ ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଚାଡ ଓ’ମେଲିଆଙ୍କୁ ୧୦୮ ଥର…

ସମୁଦ୍ରରେ ୫୪ହଜାର ଟନ୍ ଦୂଷିତ ଆଣବିକ ବର୍ଜ୍ୟବସ୍ତୁ ଛାଡିବ ଜାପାନ

ଟୋକିଓ: ପ୍ରଶାନ୍ତ ମହାସାଗରରେ ବୃଦ୍ଧି ପାଉଛି ଦୂଷିତ ବର୍ଜ୍ୟବସ୍ତୁର ପରିମାଣ। ଏହାରି ଭିତରେ ଜାପାନ ଆଉ ଏକ ନିଷ୍ପତ୍ତି ନେଇଛି। ଜାପାନର ଫୁକୁସିମା ଆଣବିକ ଶକ୍ତି କେନ୍ଦ୍ରର ଅପରେଟର ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କୋ (TEPCO) ପ୍ଲାଣ୍ଟରୁ ନିର୍ଗତ ଦୂଷିତ ଜଳ ସମୁଦ୍ରକୁ ଛାଡିବ। ସମୁଦ୍ରକୁ…