Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଲେ ବାଂଲାଦେଶ କୋର୍ଟ

ନୂଆଦିଲ୍ଲୀ: ଶ୍ରମ ଆଇନ ଉଲ୍ଲଘଂନ ଅଭିଯୋଗରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଦୋଷୀ ସାବ୍ୟସ୍ତ । ବାଂଲାଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁନୁସ। ଯାହା ଫଳରେ ତାଙ୍କୁ ଓ ଅନ୍ୟ ୩ ସହଯୋଗୀଙ୍କୁ ଛଅ ମାସର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ବାଂଲାଦେଶ…

‘ଆମ ମସଜିଦ ଆମେ ହରାଇଲୁ…‘ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଓବେସିଙ୍କ ବିସ୍ଫୋରକ ବୟାନ

ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ପଟେ ସଜବାଜ ଚାଲିଥିବାବେଳେ ଏପଟେ ବିସ୍ଫୋରକ ବୟାନ ଦେଇଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମିନର ମୁ୍ଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସି । ଓବେସିଙ୍କର ବୟାନ ଏବେ ଭାଇରାଲ…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲଖବୀର ସିଂ ଲଣ୍ଡାଙ୍କୁ ମଧ୍ୟ ସରକାର ଆତଙ୍କି ଘୋଷିତ କରି ସାରିଛନ୍ତି । ଏହି ଦୁଇ ଜଣ ଏବେ କାନାଡାରେ ଲୁଚି କରି ରହୁଛନ୍ତି । ପଞ୍ଜାବରେ ବିଭିନ୍ନ…

ଆସନ୍ତୁ ଜାଣିବା ପାଣି ତଳେ କେଉଁଠାରେ ରହିଛି ସବୁଠାରୁ ବଡ ବିନାଶକାରୀ ସ୍ଥାନ

ଟୋକିଓ: ଜାପାନର ସମୂଦ୍ରରେ ଚୁଉକ ଦ୍ୱୀପ ଏ ଭଳି ଏକ ସ୍ଥାନ ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଭିନ୍ନ କାରଣ ନେଇ ଆକୃଷ୍ଟ କରିଥାଏ । ତେବେ ଏହାର ପାଣି ତଳେ ସବୁଠାରୁ ବଡ ବିନାଶକାରୀ ସ୍ଥାନ ରହିଛି । ଯାହାକି ଇତିହାସର କେତେକ କରାଳ କାହାଣୀର ମୂକ ସାକ୍ଷୀ ସାଜିଛି । ଏଠାରେ ବଡ ବଡ ଜାହାଜର…

ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ଆଦାୟ 

ନୂଆଦିଲ୍ଲୀ: ଗତବର୍ଷ ଦେଶରେ ମୋଟ ଜିଏସଟି ଆଦାୟ ବୃଦ୍ଧି ପାଇଛି। ଡିସେମ୍ବରରେ ୧.୬୫ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଛି। ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜିଏସଟି ଆଦାୟ ୧୨ ପ୍ରତିଶତ ବୃଦ୍ଧି ପାଇ ୧୪.୯୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ପ୍ରକାଶ…

ନୂଆବର୍ଷରେ ଗୁଜୁରାଟବାସୀ କଲେ ଗିନିଜ୍ ବିଶ୍ଵ ରେକର୍ଡ, ଏକ ସଙ୍ଗରେ କଲେ ସୂର୍ଯ୍ୟ ନମସ୍କାର

ଗୁଜୁରାଟ: ୨୦୨୩ ଡିସେମ୍ବର ୩୧ତାରିଖ ଅର୍ଥାତ୍ ଗତକାଲି ଲୋକମାନେ ବହୁ ଧୁମଧାମର ସହ ନୂତନବର୍ଷ ୨୦୨୪କୁ ସ୍ଵାଗତ କରିଥିଲେ । ସେହିପରି ଆଜି ନୂଆବର୍ଷରେ ଲୋକମାନେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ପୂଜା କରି ନବବର୍ଷର ଆରମ୍ଭ କରିଥିଲେ | କିନ୍ତୁ ଏହି ନୂତନବର୍ଷକୁ ସମ୍ପୁର୍ଣ୍ଣ ଅଲଗା…

ନୂଆବର୍ଷ ଆରମ୍ଭରୁ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୫

ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଦିନରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି | ଜାପାନର ଇଶିକାଓ୍ବା ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା କୁହାଯାଇଛି । ଭୂକମ୍ପ ପରେ ସୁନାମି ଚେତାବନୀ ଜାରି…

ନୂଆବର୍ଷରେ ରାଜ୍ୟପାଳଙ୍କ ୩୦ ଫୁଟର କୁଶପୁତ୍ତଳିକା ଦାହ କରି ଏସଏଫଆଇର ପ୍ରତିବାଦ

ଥିରୁଅନନ୍ତପୁରମ: କେରଳର ଷ୍ଟୁ଼େଣ୍ଟ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ) ନୂଆବର୍ଷ ଅବସରରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କୁ ବିରୋଧ କରିଛନ୍ତି। ତାଙ୍କର ୩୦ ଫୁଟ ଉଚ୍ଚର କୁଶପୁତଳିକା ଜାଳି ପ୍ରତିବାଦକୁ ତୀବ୍ର କରିଛି ଏସଏଫଆଇ। ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର କ୍ରମାଗତ…

କିମ ଜୋଙ୍ଗଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ଦକ୍ଷିଣ କୋରିଆ, ଆମେରିକା

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ଅଧିକାଂଶ ଦେଶଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବିଶେଷ କରି ଆମେରିକା ଓ ଦକ୍ଷିଣ କୋରିଆଙ୍କ ପାଇଁ ସେ ସର୍ବଦା ବିପଦର ଘଂଟି ହୋଇ ରହିଛନ୍ତି । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଆମେରିକା ଓ ଦକ୍ଷିଣ…

ନିମନ୍ତ୍ରଣ ପତ୍ର ନମିଳିବା ନେଇ ଉଦ୍ଧବଙ୍କ ଅଭିଯୋଗ, ପୂଜକ କହିଲେ କେବଳ ଭଗବାନ ରାମଙ୍କ ଭକ୍ତକୁ ଦିଆଯାଇଛି

ଲକ୍ଷ୍ନୌ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଉଦ୍ଧବ ଠାକରେଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଯେ ଭଗବାନ ରାମଙ୍କ ପବିତ୍ର ସମାରୋହକୁ କେବଳ ଭଗବାନ ରାମଙ୍କ ଭକ୍ତମାନଙ୍କୁ ଦିଆଯାଇଛି ଏବଂ ଏହା ଏକ ରାଜନୈତିକ ସମାବେଶ ନୁହେଁ । ବିଜେପି ନେତୃତ୍ୱାଧୀନ…