Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଉଦି ଆରବରେ ବଦଳିଲା ନିୟମ, ୭୨ବର୍ଷ ପରେ ଖୋଲିବ ମଦ ଦୋକାନ

ରିୟାଦ: ସାଉଦି ଆରବରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ପ୍ରଥମଥର ପାଇଁ ଏଠାରେ ଖୋଲାଯିବ ମଦ ଦୋକାନ। ରାଜଧାନୀ ରିୟାଦରେ ମଦ ଦୋକାନ ଖୋଲାଯିବ । ୭୨ବର୍ଷ ପରେ ପ୍ରଥମଥର ପାଇଁ ମଦ ବିକ୍ରି କରାଯିବ। କେବଳ ଅଣ-ମୁସଲମାନ କୂଟନୀତିଜ୍ଞମାନଙ୍କ ପାଇଁ ଏହି ଷ୍ଟୋର ଖୋଲାଯିବ। ଏନେଇ ଏକ…

ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖାଯିବ ନାହିଁ ନକଲି ଲୋନ୍ ଆପର ବିଜ୍ଞାପନ!

ନୂଆଦିଲ୍ଲୀ: ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଠକେଇ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆରେ ଅପରାଧ ଓ ଠକେଇ ମାମଲା ରେ ବଡ଼ ଧରଣର ବୃଦ୍ଧି ଘଟିଛି । ସାଇବର ଅପରାଧୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ…

ବିଜେପି ପରେ ମମତା, ରାହୁଲଙ୍କ ‘ନ୍ୟାୟ ଯାତ୍ରା’ରେ ବାଧକ

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି-କଂଗ୍ରେସ୍ ବିବାଦ। ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଏବେ ବିପର୍ଯ୍ୟୟର ସାମ୍ନା କରୁଛି କଂଗ୍ରେସ । ପଶ୍ଚିମବଙ୍ଗ ସିଲିଗୁଡିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କରିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି। ଏନେଇ କଂଗ୍ରେସ ନେତା ଅଧିର…

ଜାନୁଆରୀ ୨୮ରେ ନିଷ୍କର୍ସରେ ପହଁଚିବେ ନୀତୀଶ, କଂଗ୍ରେସ ନେତାଙ୍କୁ ଲାଲୁଙ୍କ ଫୋନ୍, ଏନଡିଏକୁ ଫେରିବେ ନୀତୀଶ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୟୁ-ଟର୍ଣ୍ଣ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଏବେ ସୂଚନା ମିଳିଛି ଯେ ଜାନୁଆରୀ ୨୮ ରେ ସକାଳ ୧୦ଟାରେ ଜେଡିୟୁ ବିଧାୟକ ଦଳର ବୈଠକ ବସିବ । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି…

ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି କରନ୍ତି ପତାକା ଉତ୍ତୋଳନ…ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟିତ। ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଛି। ମାତ୍ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ସାଧାରଣତନ୍ତ୍ର ଦିବସରେ…

ଭାଙ୍ଗିବ ମୋରାରଜୀ ଦେସାଇଙ୍କ ରେକର୍ଡ, ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚଳିତ ଥରର ବଜେଟ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବନି। ତେବେ ହେଉଛି କ୍ରମାଗତ ଭାବରେ ପାଞ୍ଚ ଥର ପୂର୍ଣ୍ଣାଙ୍ଗ ବଜେଟ୍‌ ଏବଂ ଥରେ ଅନ୍ତରୀଣ ବଜେଟ୍‌…

ପରମବୀର ଚକ୍ରରେ କାହିଁକି ଥାଏ ଇନ୍ଦ୍ରଙ୍କ ବଜ୍ର ଚିହ୍ନ, କଣ ରହିଛି ଏହା ପଛର କାହାଣୀ

ଭୁବନେଶ୍ଵର: ପରମବୀର ଚକ୍ର ପଦକ ସେହି ସାହସୀ ସୈନିକମାନଙ୍କୁ ଦିଆଯାଏ, ଯେଉଁମାନେ ଶତ୍ରୁମାନଙ୍କ ସାମ୍ନାରେ ସାହସିକତାର ସହ ସବୁଠାରୁ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ପରମବୀର ଚକ୍ର ପଦକ ସେନାର ସମସ୍ତ ସୈନିକଙ୍କ ପାଇଁ ଏକ ବିଶେଷ ମହତ୍ଵ ବହନ କରିଥାଏ । ତେବେ ଯଦି ଆପଣ ଏହି…

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ…

କିଏ ପ୍ରଥମ ମହିଳା ମାହୁନ୍ତ ତ କିଏ ପାହାଡିଆ ଜମିରେ ଲଗାଇଛନ୍ତି ୫୦୦୦ ଗଛ, ଜାଣନ୍ତୁ ପଦ୍ମ ବିଜେତା ସେହି ହୀରା ମାନଙ୍କ…

ଭୁବନେଶ୍ଵର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାରତାଲିକା । ବିଭିନ୍ନ ବର୍ଗରେ ଭଲ କାମ କରିଥିବା ବ୍ୟକ୍ତିଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିଜେତା ମାନଙ୍କ ତାଲିକାରେ କିଛି ଏପରି ଲୋକଙ୍କ ନାମ ଅଛି, ଯେଉଁମାନେ ପଙ୍କରେ ପଦ୍ମ ପରି ତାଙ୍କ ଉଚ୍ଚତର କାମ…

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…