Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମି ବିକ୍ରି କରି ୫୫ ବର୍ଷୀୟ ପ୍ରେମିକଙ୍କ ସହ ଫେରାର ହୋଇଗଲେ ୬୩ ବର୍ଷର ପ୍ରେମିକା

ଅମରୋହ: ପ୍ରେମ ମାନେନା ବୟସ । ଲୋକ ଲାଜ ପ୍ରେମୀ ଯୁଗଳଙ୍କ ପାଇଁ ବାଧା ସୃଷ୍ଟି କରିପାରେ ନାହିଁ । ଏ ଭଳି ଏକ ଘଟଣା ଉତରପ୍ରଦେଶର ଅମରୋହ ଅଂଚଳରେ ଘଟିଛି । ଏଠାରେ ଜଣେ ୬୩ ବର୍ଷୀୟା ମହିଳା ଜମି ବିକ୍ରି କରି ୫୫ ବର୍ଷର ପ୍ରେମିକ ସହ ପଳାଇ ଯାଇଛନ୍ତି । ମହିଳାଙ୍କ ଏହି ପଦକ୍ଷେପ ଯୋଗୁ ତାଙ୍କ…

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ଦରକାର ହେବ ୧୦ ହଜାର କୋଟିର ଇଭିଏମ: ଇସିଆଇ

ନୂଆଦିଲ୍ଲୀ: ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ । ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କିଣିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଏହି ଟଙ୍କା ଦେବାକୁ ପଡ଼ିବ। ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ…

୨୧୦୦ ସୁଦ୍ଧା ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ୪୦ ପ୍ରତିଶତ ହ୍ରାସ ପାଇପାରେ: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଶ୍ରମିକଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମନାକୁ ଆସିଛି। ଏକ ଅଧ୍ୟୟନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ଶତାବ୍ଦୀ ଶେଷ ସୁଦ୍ଧା ଭାରତ ଏବଂ ପାକିସ୍ତାନ ଭଳି ଦେଶରେ ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ୪୦ ପ୍ରତିଶତ ହ୍ରାସ ହୋଇପାରେ। ଯେଉଁ…

ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ଲଗାଯିବ ତାର ବାଡ଼। ମୋଟ ୧୬୪୩ କିଲୋମିଟର ଯାଏ ଏହି ତାର ବାଡ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ପଡ଼ୋଶୀ ଦେଶର ସୈନିକ ଜାତିଗତ ହିଂସାରୁ ବଞ୍ଚିବା ପାଇଁ ଭାରତରେ ଶରଣ ନେଉଛନ୍ତି । ଏହାଛଡ଼ା ମଣିପରୁର ବର୍ତ୍ତମାନ…

ଜଙ୍କଫୁଡ ଖାଇବା ଛାଡିଲେ ୨୦୦ବର୍ଷ ଜୀବିତ ରହିବେ କହିଲେ ଡୋନାଲ୍ଡ ଟ୍ରମ୍ପ 

ୱାଶିଂଟନ: ରିପବ୍ଲିକାନ୍ ପାର୍ଟିରୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ପୂର୍ବରୁ ସେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ନ୍ୟୁ ହାମ୍ପସାୟରରେ ଟ୍ରମ୍ପ ସମର୍ଥକଙ୍କୁ ସମ୍ବୋଧିତ କରିବା ସହ ନିଜର…

ବଟର ଚିକେନ, ଦାଲ ମଖନୀ ପ୍ରଥମେ କିଏ ତିଆରି କରିଥିଲେ, କେସ ଏବେ କୋର୍ଟରେ

ନୂଆଦିଲ୍ଲୀ: ବଟର ଚିକେଲ ଓ ଦାଲ ମାଖନୀ ପ୍ରଥମେ କିଏ ତିଆରି କରିଥିଲେ ସେ ନେଇ ୨ ହୋଟେଲ ମଧ୍ୟରେ ଅଶାନ୍ତି ଉପୁଜିଛି । ଏବେ ଏହି କେସ କୋର୍ଟରେ ପଂହଚିଛି । ଟ୍ୟାଗଲାଇନ ଉଭୟ ହୋଟେଲ ମଧ୍ୟରେ ଏହି ଲଢ଼େଇ ଆରମ୍ଭ ହୋଇଛି । ଦରିଆଗଂଜ ହୋଟେଲର ମାଲିକ ବିରୋଧରେ ମୋତି ମହଲ ଏହି କେସ କରିଛି । ଆମ ସହିତ…

ଚୀନର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ତ, ୧୩ଛାତ୍ରଙ୍କ ସମେତ ୨୧ଜୀବନ୍ତ ଦଗ୍ଧ

ବେଜିଂ: ଚୀନରେ ଦୁଇଟି ପୃଥକ ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ହେନାନ ପ୍ରଦେଶର ୟାନଶାନପୁରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ୱିତ ରାତି ପ୍ରାୟ ୧୧ଟା ସମୟରେ ୟଙ୍ଗକାଇ ସ୍କୁଲରେ…

ଆସନ୍ତୁ ଜାଣିବା କାହିଁକି ଚର୍ଚ୍ଚାରେ ରହିଛି ଗୋଆର ଏକ ବିବାହ

ପାଣାଜି: ବିବାହ ଏକ ଶୁଭକାର୍ଯ୍ୟ । ଏଥିପାଇଁ ବିବାହ ରୀତି ନୀତିକୁ ଭଲରେ ଭଲରେ କରିବା ପାଇଁ ଅନେକ ନିୟମ ରହିଛି । ତେବେ ଗୋଆର ଏକ ବିବାହ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ପାରମ୍ପାରିକ ରୀତିନୀତିକୁ ପସନ୍ଦ କରୁଥିବା ସମାଜ ମଧ୍ୟ ଏହି ବିବାହ ନେଇ ଦ୍ୱନ୍ଦ୍ୱରେ ରହିଛି । ଯେଉଁ ଭଳି…

ଋଣ ଭାର ସହି ନପାରି ଡାକ୍ତର ଦମ୍ପତିଙ୍କ ଆତ୍ମହତ୍ୟା

ଭୋପାଳ: ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର। ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିନା ସହରର ନନ୍ଦନ କଲୋନୀରେ ଥିବା ଘରୁ ଡାକ୍ତର ବଲବୀର ଏବଂ ମଞ୍ଜୁ କାଇଥୋରିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଋଣ ଭାର ସହି ନପାରି ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଥିବା…

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ମାଓବାଦୀ ନିହତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବେଲମଗୁଟା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂଚନା…