Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଇରାନର ଏୟାରଷ୍ଟ୍ରାଇକକୁ କଡ଼ା ଜବାବ ଦେଲା ପାକିସ୍ତାନ, ଆତଙ୍କବାଦୀ ଲିଙ୍କକୁ ଉଭୟଙ୍କ ଖଣ୍ଡନ

ଇସଲାମାବାଦ: ପାକିସ୍ତାନ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରି କଡା ଜବାବ ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ପାକିସ୍ତାନ ଆକାଶମାର୍ଗ ଦେଇ ଇରାନରେ ପ୍ରବେଶ କରି ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏବଂ ବେଲୁଚିସ୍ତାନ ଲିବରେସନ ଫୋର୍ସ (ବିଏଲ୍ଏଫ)ର ଅନେକ ଟାର୍ଗେଟ ଉପରେ…

ରାମ ଲାଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ରେ କୋର୍ଟ ଛୁଟି ରଖିବାକୁ ପ୍ରଧାନ ବିଚାରପତିଙ୍କୁ ବାର କାଉନସିଲ ଅଫ୍…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରି ୨୨ ତାରିଖରେ ହେବାକୁ ଯାଉଛି। ସାରା ଭାରତରେ ଏହି ଦିନ ଅଦାଲତ ଛୁଟି ରଖିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ନିବେଦନ କରିଛି। ସୁପ୍ରିମକୋର୍ଟର…

୧୪-୧୮ ବର୍ଷ ବୟସର ଅଧିକାଂଶ ଗାଁ ପିଲା ତୃତୀୟ ଶ୍ରେଣୀ ଗଣିତ କରିପାରୁ ନାହାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ବୁଧବାର ପ୍ରଥମ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ୨୦୨୩ ଭାରତର ଗ୍ରାମୀଣ କିଶୋର ମାନଙ୍କ ମଧ୍ୟରେ ୧୪-୧୮ ବର୍ଷ ବୟସବର୍ଗର ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ଗଣିତରେ ନିରାଶାଜନକ ସ୍ଥିତିକୁ ପଦାରେ ପକାଇଛି।…

ଗାଁରେ ୧୪ରୁ ୧୮ ବର୍ଷର ୪୨% ପିଲା ଇଂରାଜୀରେ ସରଳ ବାକ୍ୟ ପଢ଼ି ପାରୁନାହାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ରାମୀଣ ଭାରତରେ ୧୪ରୁ ୧୮ ବର୍ଷ ବୟସର ୪୨ ପ୍ରତିଶତ ପିଲା ସହଜ ଇଂରାଜୀ ବାକ୍ୟ ପଢ଼ି ପାରୁ ନଥିବା ବେଳେ ଅଧାରୁ ଅଧିକ ପିଲାଙ୍କୁ ସରଳ ଭାଷା ତିଆରି କରିବାରେ ଅସୁବିଧା ହେଉଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବୁଧବାର ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ…

କୋଲକାତା ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ କଲିକତା ହାଇକୋର୍ଟ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କିମ୍ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏସଆଇଟି ସିବିଆଇ ଏବଂ ରାଜ୍ୟ ପୋଲିସର ଜଣେ ଏସପି ରାଙ୍କର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ତେବେ…

ଦେଶରେ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଦୟନୀୟ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ନିମ୍ନଗାମୀ ହେଉଥିବା ଶିକ୍ଷା ବ୍ୟବସ୍ଥାର ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଚାଲିଯାଇଛି। ନିକଟରେ ଆସିଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ଦେଶର ପାଖାପାଖି ୨୫ ପ୍ରତିଶତ…

ଜନ୍ମ ତାରିଖ ସଂଶୋଧନ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ: ଇପିଏଫଓ 

ନୂଆଦିଲ୍ଲୀ: ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ହେଲେ ଆଧାରକାର୍ଡକୁ ନେଇ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ। ଇପିଏଫଓ ପକ୍ଷରୁ ଜନ୍ମ ତାରିଖ ଅପଡେଟ…

ଭାରତରେ ୯୭ ପ୍ରତିଶତ ବ୍ୟକ୍ତି ରାତ୍ରିଭୋଜନ ବେଳେ ଟିଭି ଦେଖନ୍ତି

ନୂଆଦିଲ୍ଲୀ: ନୀଲସନ ଆଇକ୍ୟୁ ଓ ଆମାଜନର ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଭାରତୀୟ ଦର୍ଶକଙ୍କ ମନୋରଞ୍ଜନ ଶୈଳୀକୁ ନେଇ ଏହି ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ଭାରତରେ ୯୭ ପ୍ରତିଶତ ବ୍ୟକ୍ତ ରାତ୍ରିଭୋଜନ ବେଳେ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ୭୮ ପ୍ରତିଶତ ବ୍ୟକ୍ତି…

ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବଡ ସଫଳତା । ହିଜବୁଲ ମୁଜାହିଦ୍ଦିନର ଜଣେ ଫାଇନାନ୍ସରଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀର ସୋପୋର ଜିଲ୍ଲାର ବାସିନ୍ଦା। ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା…

ପରିବର୍ତ୍ତିତ ଜଳବାୟୁ ଉପରେ ରଖାଯିବ ନଜର: ଫେବ୍ରୁଆରୀରେ INSAT-3DS ଉପଗ୍ରହ ଲଞ୍ଚ କରିବ ଇସ୍ରୋ

ନୂଆଦିଲ୍ଲୀ: ଖୁବଶୀଘ୍ର ମହାକାଶକୁ ପ୍ରେରଣ ହେବ INSAT-3DS ଉପଗ୍ରହ । ଜିଓସିଙ୍କ୍ରୋନସ୍ ଲଞ୍ଚ ଭେଇକିଲ ବା GSLV-F14 ପରି ଅତ୍ୟାଧୁନିକ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ଉତକ୍ଷେପଣ ନେଇ ଯୋଜନା କରୁଛି ଇସ୍ରୋ । ଏନେଇ ଇସ୍ରୋର ଜଣେ…