Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ବଢିଲା ମହୁଆ ମୋଇତ୍ରାଙ୍କ ଅଡ଼ୁଆ: ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ। ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ପୁଣି ନୋଟିସ୍ ଜାରି କରାଯାଇଛି। ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି ହୋଇଛି। ମହୁଆ ଯଦି ତୁରନ୍ତ ସରକାରୀ…

ଚୀନରେ କମୁଛି ଜନସଂଖ୍ୟା: କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜନ୍ମହାରରେ ହ୍ରାସ

ବେଜିଂ: ଚୀନରେ କମୁଛି ଜନସଂଖ୍ୟା। ଲଗାତାର ଦ୍ୱିତୀୟ ଥର ପାଇଁ ଚୀନରେ ଜନସଂଖ୍ୟା ହ୍ରାସ ପାଇଛି। ଚୀନର ଜାତୀୟ ପରିସଂଖ୍ୟାନ ବ୍ୟୁରୋ କହିଛି ଯେ ଗତ ବର୍ଷଠାରୁ ବର୍ତ୍ତମାନ ଯାଏ ଚୀନର ଜନସଂଖ୍ୟା ୨୦ ଲକ୍ଷ ୮୦ ହଜାର ହ୍ରାସ ପାଇଛି। ଜନସଂଖ୍ୟାରେ ଚୀନ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ ପ୍ରଥମ…

ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ସୁଦ୍ଧା ୧କୋଟି ୪୫ଲକ୍ଷ ଲୋକ ପ୍ରାଣ ହରାଇ ପାରନ୍ତି: WEF ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ଫୋରମ୍ ବା WEF ଜଳବାୟୁ ପରିବର୍ତ୍ତନ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଜଳବାୟୁ ସଙ୍କଟ କାରଣରୁ ୨୦୫୦ସୁଦ୍ଧା ବିଶ୍ୱର ୧କୋଟି ୪୫ଲକ୍ଷ ଲୋକଙ୍କ ଜୀବନ ଯାଇପାରେ । ଏଥିସହ ବିଶ୍ୱରେ ୧୨.୫ ଟ୍ରିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହେବା ନେଇ ଆକଳନ କରିଛି।…

ପୁଣି ରେଳ ଦୁର୍ଘଟଣା, ଷ୍ଟପର ଭାଙ୍ଗି ଷ୍ଟେସନ ଭିତରକୁ ମାଡ଼ିଗଲା ଟ୍ରେନ

ଭୋପାଳ: ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ, ମନ୍ଦିରରେ ପ୍ରବେଶ କରିବେ ରାମ ଲାଲା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି। ଆଜି ହେଉଛି ତାହାର ଦ୍ୱିତୀୟ ଦିବସ। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ। ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ…

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଏହି ସବୁ ରାଜ୍ୟରେ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କେବଳ ସାଧାରଣ ଜନଜୀବନ ନୁହେଁ, ବରଂ ବିମାନ, ରେଳ ଚଳାଚଳ ମଧ୍ୟ…

ବେଲୁଚିସ୍ତାନ ଉପରେ ଇରାନର ମିଶାଇଲ ମାଡ଼, ଚେତାବନୀ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ…

ବିନା ସିମ୍ ଓ ଇଣ୍ଟରନେଟରେ ମୋବାଇଲରେ ଦେଖିହେବ ଟିଭି, ଜାଣନ୍ତୁ କେନ୍ଦ୍ରର ବଡ଼ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ଖୁବଶୀଘ୍ର ସିମ୍ କାର୍ଡ କିମ୍ବା ବିନା ଇଣ୍ଟରନେଟ୍ ସଂଯୋଗରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଏହି ଯୋଜନାରେ ମୋବାଇଲରେ ଇଣ୍ଟରନେଟ୍ କିମ୍ବା ସିମ୍ ପଡ଼ିବା ଜରୁରୀ ନୁହଁ।…

ଦେଶର ଏହି ସ୍ଥାନରେ ରହିଛି ସବୁଠୁ କମ୍ ଅପରାଧିକ ମାମଲା, ବର୍ତ୍ତମାନ ସୁଦ୍ଧା ହୋଇଛି କେବଳ ୩ଟି ମର୍ଡର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଲାକ୍ଷାଦ୍ବୀପ ଏବେ ଚର୍ଚ୍ଚାର ବିଷ ପାଲଟିଛି । ବର୍ତ୍ତମାନ ଲାକ୍ଷାଦ୍ବୀପ କୁ ଯିବା ପାଇଁ ସୋସିଆଲ ମିଡିଆରେ ଅପିଲ କରାଯାଉଛି ଏବଂ ଅନେକ ରିପୋର୍ଟ କହୁଛି ଯେ ବର୍ତ୍ତମାନ ଲାକ୍ଷାଦ୍ବୀପ କୁ ବିମାନ ମଧ୍ୟ ଆରମ୍ଭ ହୋଇଛି । ଲୋକମାନେ…

ୟୁରାନସ ଏବଂ ନେପଚୁନର ରଂଗ ନୀଳ ନୁହେଁ, ନୂତନ ଅନୁସନ୍ଧାନ ପରେ ସାମନାକୁ ଆସିଲା ପ୍ରକୃତ ରଂଗ

ନୂଆଦିଲ୍ଲୀ: ସୌର ମଣ୍ଡଳରେ ଥିବା ସମସ୍ତ ଗ୍ରହ ପରସ୍ପରଠାରୁ ଭିନ୍ନ, କିନ୍ତୁ ଅନେକ ଗ୍ରହରେ ସମାନତା ମଧ୍ୟ ଦେଖାଯାଏ । ପୃଥିବୀ ଏବଂ ମଙ୍ଗଳ ମଧ୍ୟରେ ଅନେକ ସମାନତା ଥିବାବେଳେ ପୃଥିବୀ ଏବଂ ଶୁକ୍ରଙ୍କର ଅନେକ ଭିନ୍ନତା ଥାଇ ମଧ୍ୟ କିଛି ସମାନତା ରହିଛି । ୟୁରାନସ ଏବଂ ନେପଚୁନ ଗ୍ରହରେ ମଧ୍ୟ ସମାନ…