Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ସମୟ ମାଗିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତିନି ଅଭିଯୁକ୍ତ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରିଛନ୍ତି । ଆତ୍ମସମର୍ପଣର ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ…

ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ୧ କୋଟି ୨୦ ଲକ୍ଷ ଟଙ୍କା ତଣ୍ଡ ଗଣିବ ଇଣ୍ଡିଗୋ

ମୁମ୍ବାଇ: ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ଗଣିବ ଦେଢ କୋଟିର ତଣ୍ଡ । ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ…

ଛୋଟ ପିଲା ଉପରେ ବାପାମାଆଙ୍କ ଏକ ପରୀକ୍ଷଣ ବିଶ୍ୱକୁ ସ୍ତବ୍ଧ କରିଥିଲା

ନୂଆଦିଲ୍ଲୀ: ନିଜର ଜନ୍ମିତ ଶିଶୁ ପ୍ରତି ବାପାମାଆଙ୍କ ଏକ ପରୀକ୍ଷଣ କିପରି ସାରା ବିଶ୍ୱକୁ ଚକିତ କରିଥିଲା ଆସନ୍ତୁ ଜାଣିବା । ଡେଲିଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୩୧ରେ ମନୋବୈଜ୍ଞାନିକ ବିନଥ୍ରୋପ ଓ ଲୁଏଲା କେଲାଙ୍ଗଙ୍କ ଔରସରୁ ଡୋନାଲ୍ଡ ଜନ୍ମ ହୋଇଥିଲେ । ସେ ସମୟରେ ଏକ ଶିଶୁ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉପରେ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଆନନ୍ଦର ବାତାବରଣ ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଏକ ସ୍ମରଣୀୟ ଡାକ ଟିକେଟ୍ ଜାରି କରିଛନ୍ତି । ଏହା ସହିତ…

ପାର୍ଲେ ଜି ବିସ୍କୁଟରେ ରାମ ମନ୍ଦିର ତିଆରି କଲେ ଭକ୍ତ

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦେଶସାରା ଲୋକ ଏହାକୁ ଦୀପାବଳି ପରି ମନେଇବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ଭକ୍ତମାନେ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଜଣାଇବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି । କିଏ ଗୀତ ଗାଉଛି ତ ଆଉ କିଏ…

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କଲେ ନମିତା…

ନୂଆଦିଲ୍ଲୀ/ଭୁବନେଶ୍ବର: ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଉନ୍ମାଦନା ବଢିବଢି ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଓଡିଆ ଭଜନ 'ଅଯୋଧ୍ୟା ନଗରୀ ନାଚେ ରାମାଙ୍କୁ ପାଇ' ତାଙ୍କ 'ଏକ୍ସ' ଆକାଉଣ୍ଟ ରେ ସେୟାର…

ଜାଣନ୍ତୁ ବିଶ୍ବର ସର୍ବାଧିକ ସୁନା ମହଜୁଦ ରଖିଥିବା ଦେଶ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ସୁନା ଏକ ମୂଲ୍ୟବାନ ଧାତୁ । ସମଗ୍ର ବିଶ୍ୱରେ ଏହି ଧାତୁର ବହୁତ ଚାହିଦା ରହିଛି । ଏହାର ଅଧିକାଂଶ କିଣାକିଣି ଭାରତରେ ହୋଇଥାଏ । କୁହାଯାଏ ଯେ ଦେଶର ରିଜର୍ଭ ବ୍ୟାଙ୍କ କିମ୍ବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଯେତେ ଅଧିକ ସୁନା ରହିବ, ସେହି ଦେଶର ଅର୍ଥନୀତି ସେତେ ସୁଦୃଢ଼ ହେବ।…

ଏହି କାରଣ ପାଇଁ ଇଣ୍ଡିଗୋ ପାଇଲଟ ଉଡାଣ ଭରିବାକୁ ମନା କରିଦେଲେ, ତିନି ଘଣ୍ଟା ଧରି ଅପେକ୍ଷା କଲେ ୧୬୨ ଯାତ୍ରୀ

ପାଟନା: କୁହୁଡି ପାଇଁ ବିଳମ୍ବିତ ଉଡାଣ ସେବା ପାଇଁ ଯାତ୍ରୀଙ୍କ ଅସନ୍ତୋଷର ଶିକାର ହେଉଥିବା ଇଣ୍ଡିଗୋ ବିମାନ ଏବେର ନିଷ୍ପତ୍ତି ଯାତ୍ରୀଙ୍କୁ ହଟହଟା କରିଛି। ପାଟନା ବିମାନବନ୍ଦରରେ ୧୬୨ ଜଣ ଯାତ୍ରୀଙ୍କୁ ନେଇ ପ୍ରସ୍ତୁତ ଥିଲା। କ୍ରୁ ମେମ୍ବରମାନେ ପାଇଲଟ କକପିଟ୍ ଭିତରକୁ ଆସିବାକୁ ଅପେକ୍ଷା…

ଗର୍ଭଗୃହରେ ସ୍ଥାପନ ହେବ ପ୍ରଭୁ ରାମଲାଲାଙ୍କ ପ୍ରତିମା, ବାହାରିଲା ଶୁଭ ମୂହୁର୍ତ୍ତ

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ଶ୍ରୀ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା ପୂର୍ବରୁ ଆଜି ଭଗବାନ ରାମଲାଲାଙ୍କ ପ୍ରତିମାକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ । ସେଥିପାଇଁ ଚୁଡାନ୍ତ ହୋଇଛି ଶୁଭ ମୂହୁର୍ତ୍ତ । ରାମାଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରିବାର ଶୁଭ…

ଭାରତ-କାନାଡ଼ା ସମ୍ପର୍କରେ ଫାଟ ପରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ର, ପଢନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଭାରତ ସହ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଭାରତୀୟ ଛାତ୍ର କାନାଡା (ଇଣ୍ଡିଆ କାନାଡା କୂଟନୈତିକ ରୋ') ଛାଡ଼ୁଥିବାର ଖବର ସାମ୍ନାକୁ ଆସୁଛି। କାନାଡାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ଛାତ୍ରମାନଙ୍କୁ କାନାଡା ଦେଇଥିବା ଶିକ୍ଷା ଅନୁମତି ସଂଖ୍ୟାରେ ତୀବ୍ର ହ୍ରାସ…