Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିଭକୁ ନିୟନ୍ତ୍ରଣରେ ରଖ-ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ପଇସା’ ମନ୍ତବ୍ୟ ଉପରେ ନିର୍ମଳାଙ୍କ ଜବାବ

ନୂଆଦିଲ୍ଲୀ:ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଶୁକ୍ରବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ଟଙ୍କା’ ମନ୍ତବ୍ୟକୁ ନେଇ ଜୋର ଦାର ବର୍ଷିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦୟନିଧିଙ୍କୁ…

ଦେଶରେ ଚିନ୍ତା ବଢାଇଲା କୋଭିଡ ୧୯: ପ୍ରତି ଘଣ୍ଟାରେ ୨୬ ଜଣ ସଂକ୍ରମିତ ହେଉଛନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିବା କରୋନା ପୁଣି ଥରେ ଭାରତରେ ଚିନ୍ତା ହଜାଇ ଦେଇଛି । ଭାରତରେ ପ୍ରତି ଘଣ୍ଟାରେ ଅତି କମରେ ୨୬ରୁ ୨୭ ଜଣ ଲୋକ ସଂକ୍ରମିତ ହେଉଛନ୍ତି ।ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳି ଯାଇଛି ।…

୩୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ

ନୂଆଦିଲ୍ଲୀ:  ୩୦୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବିମାନ ଫ୍ରାନ୍ସରେ ଅଟକ ରହିଛି । ଏହି ବିମାନ ସଂଯୁକ୍ତ ଆରବ ଏମିରେଟରୁ ଉଡାଣ ଭରି ନିକାରଗୁଆ ଅଭିମୁଖେ ଯାଉଥିଲ । କାହିଁକି ଏହି ବିମାନକୁ ଅଟକ ରଖାଯାଇଛି ତାହାର କାରଣ ସ୍ପଷ୍ଟ ଜଣା ପଡି ନାହିଁ । ତେବେ ମାନବ ଚାଲାଣ କରାଯାଉଥିବା…

ପୁଣିଥରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ପଠାଇଲା ସମନ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ଥରେ ସମନ ଜାରି କରି ଆସନ୍ତା ୩ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଗତ ନଭେମ୍ବର ୨ ଏବଂ ଡିସେମ୍ବର ୨୧ ତାରିଖରେ ହୋଇଥିବା ଦୁଇଟି ସମନକୁ ଏଡ଼ାଇ ଯିବା ପରେ ତୃତୀୟ ଥର ପାଇଁ…

ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ: ପାକିସ୍ତାନ ରାଜନୀତି ସରଗରମ ହୋଇଛି । ୨୪ରେ ହେବାକୁ ଯାଉଛି ନିର୍ବାଚନ । ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି ।…

ମୋଟିଭେସନାଲ୍ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ ପତ୍ନୀ ୟାନିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ଗତ ୯ ତାରିଖରେ ଗୌତମ ବୁଦ୍ଧ ନଗରର ସେକ୍ଟର ୧୨୬ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ୟାନିକା ଓ ବିବେକ…

ସ୍ତ୍ରୀ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ସ୍ୱାମୀ

ଚେନ୍ନାଇ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସାଧାରଣ କଥା । ହେଲେ ଅନେକ ସ୍ଥାନରେ ସାମନ୍ୟ ବଚସାରୁ ଆରମ୍ଭ ହୋଇଥିବା ଝଗଡା ଉଗ୍ର ରୂପ ନେଲେ କଥା ସରିଲା । ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଏପରି ହେଲା ଯେ, ସ୍ୱାମୀ ଜଣକ ୨୦ଟି ଗାଡି ଭାଙ୍ଗି ଦେଇଛନ୍ତି । ଏହା…

‘ପଦ୍ମଶ୍ରୀ’ ଫେରାଇଲେ ରେସଲର ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ଫେରାଇଲେ ରେସଲର ବଜରଙ୍ଗ ପୁନିଆ। ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି।ଏକ୍ସରେ ଅଢେଇ ପୃଷ୍ଠାର ଚିଠି ପୋଷ୍ଟ କରିବା ସହ…

ଭାରତ ଫେରିବେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ! 

ନୂଆଦିଲ୍ଲୀ: କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ଖୁବ୍‌ଶୀଘ୍ର ଭାରତ ଫେରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ବିରୋଧରେ କତାର କୋର୍ଟରେ ଏକ ଆବେଦନ କରାଯାଇଥିଲା।ଭାରତୀୟ ନାଗରିକଙ୍କ ସମେତ ଅନେକ କଏଦୀଙ୍କୁ କତାର କୋର୍ଟରେ କ୍ଷମା…

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ…