Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଚାରରେ ଭିନ୍ନକ୍ଷମଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କଲେ ୫ବର୍ଷ ଜେଲ: ECI

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରରେ ଭିନ୍ନକ୍ଷମଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର ନକରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅପମାନଜନକ ଭାଷା ପ୍ରୟୋଗ କଲେ…

ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ୧୦ହଜାର ଡଲାର ପୁରସ୍କାର ଘୋଷଣା କଲା ଏଫବିଆଇ

ୱାଶିଂଟନ: ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁରସ୍କାର ରାଶି ଘୋଷଣା କଲା ଏଫବିଆଇ । ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ଥିବା ୨୯ ବର୍ଷୀୟ ମାୟୁଶି ଭଗତଙ୍କୁ ଖୋଜିଆଣିଲେ ଦିଆଯିବ ପୁରସ୍କାର ରାଶି । ମାୟୁଶିଙ୍କୁ ଖୋଜି ଖୋଜି ନିରାଶ ହୋଇଗଲାଣି ଏଫବିଆଇ । ବର୍ତ୍ତମାନ ତାଙ୍କ…

୩୦ ବର୍ଷର କଠିନ ପରିଶ୍ରମ: ଭାରତରେ ନିର୍ମିତ ମ୍ୟାଲେରିଆ ଭ୍ୟାକସିନକୁ ତାଲିକାଭୁକ୍ତ କଲା ​WHO

ନୂଆଦିଲ୍ଲୀ: ମ୍ୟାଲେରିଆ ଏକ ରୋଗ ଯାହା ପ୍ରାୟ ପ୍ରତ୍ୟେକ ବିକାଶଶୀଳ ଦେଶରେ ବିପଦ ସୃଷ୍ଟି କରିଥାଏ । ସମ୍ପ୍ରତି ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ନୂତନ ଟୀକା ତିଆରି କରିଛନ୍ତି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦ୍ୱାରା ଅନୁମୋଦିତ ହୋଇଛି ଏବଂ ଏହାକୁ ଟୀକା ତାଲିକାରେ…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି: ୪୭ ବର୍ଷରେ ଷଷ୍ଠ ଥର ନିମନ୍ତ୍ରଣ ପଠାଇଲା ଭାରତ

ନୂଆଦିଲ୍ଲୀ: ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ। ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠାଇଲା ଭାରତ । କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବାକୁ ମନା କରିବା ପରେ ଗଣତନ୍ତ୍ର ଦିବସ…

ଓଡିଶା ବ୍ୟବସାୟୀ ହରିହର ମହାପାତ୍ର ଓ ପତ୍ନୀ ପ୍ରୀତି ସେଟ୍, ସ୍ପାଇସଜେଟରେ କଲେ ୧୯% ବିନିଯୋଗ

ମୁମ୍ବାଇ: ବିମାନ କମ୍ପାନୀ ସ୍ପାଇସେଜେଟ ର ବର୍ତ୍ତମାନ ଆର୍ଥିକ ସ୍ଥିତି ଠିକ୍ ନଥିବା କୁହାଯାଉଛି । ଏହି ସ୍ଥିତି ରେ ସୁଧାର ଆଣିବାକୁ ତୁରନ୍ତ ନିବେଶ ଆବଶ୍ୟକ ରହିଛି । ଆଉ ଏହାର ଏପରି ସମୟରେ ବିମାନ କମ୍ପାନୀର ସ୍ଥିତି ରେ ସୁଧାର ଆଣିବା ପାଇଁ ଆଗେଇ ଆସିଛନ୍ତି ମୁମ୍ବାଇ ରେ ରହୁଥିବା ଓଡିଆ…

ଅଭୁଲା ୨୦୨୩: ଚନ୍ଦ୍ରରୁ ଆସିଥିବା ଏହି ଚିତ୍ର ସୃଷ୍ଟି କରିଥିଲା ଇତିହାସ, ଯାହା ଦେଶ ପାଇଁ ଥିଲା ଅବିସ୍ମରଣୀୟ

ନୂଆଦିଲ୍ଲୀ: ସରିଆସିଲାଣି ବର୍ଷ ୨୦୨୩ । କିଛି ଦିନ ଭିତରେ ପୁଣି କିଛି ନୂଆ ଆଶା ନୂଆ କିରଣ ନେଇ ପାଦ ରଖିବ ବର୍ଷ ୨୦୨୪ । ୨୦୨୪ ଯେତିକି ପାଖେଇ ପାଖେଇ ଆସୁଛି ଚଳିତ ବର୍ଷ ଭାରତ ପାଇଥିବା ସଫଳତାର ସ୍ମୃତି ମଧ୍ୟ ସେତେ ତାଜା ହେଉଛି । ଚଳିତ ବର୍ଷ ଭାରତ ପାଇଁ ଥିଲା ଏକ ଅବିସ୍ମରଣୀୟ ବର୍ଷ ।…

ଜାନୁଆରୀ ୧୫ ସୁଦ୍ଧା ଇଣ୍ଡିଆ ମେଣ୍ଟର ହେବ ଆସନ ବୁଝାମଣା: ଜାଣନ୍ତୁ, କାହାକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ଚାଲିଛି ହିସାବକିତାବ । କେଉଁଦଳ କେତେ ଆସନ ପାଇବ ? ଏ ନେଇ ଦ୍ୱନ୍ଦ୍ୱର ଅବସାନ ଜାନୁଆରୀ ତୃତୀୟ ସପ୍ତାହ ଅର୍ଥାତ ଜାନୁଆରୀ ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ ।    କଂଗ୍ରେସ ସହଯୋଗୀଙ୍କ ସହ ଆସନ ବୁଝାମଣା ପାଇଁ ୫ ଜଣ ସଦସ୍ୟଙ୍କୁ ନେଇ ଏକ…

ଜମ୍ମୁ କଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ଆଉ ଜଣେ ଯବାନ ଶହୀଦ

ପୁଞ୍ଚ: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ତିନିଜଣ ସୈନିକ ଘଟଣାସ୍ଥଳରେ ଶହୀଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ,…

କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଭେଟି: କମିଲା ଏଲପିଜି ଦାମ

ନୂଆଦିଲ୍ଲୀ:ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଭେଟି । କେନ୍ଦ୍ର ସରକାର ୧୯ କେଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ କରିଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ କମର୍ସିଆଲ ସିଲିଣ୍ଡରର ଦାମ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି । ଦର କମିବା ପରେ ଦିଲ୍ଲୀରେ ୧୯ କେଜି…

‘ନବଜୋତ ସିଂହ ସିଦ୍ଧୁ ବାରୁଦ, ତାଙ୍କୁ ଦଳରୁ ତୁରନ୍ତ ବାହାର କରାଯାଉ’

ନୂଆଦିଲ୍ଳୀ: ପଞ୍ଜାବରେ ୨୦୨୨ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ରାଜ୍ୟ କଂଗ୍ରେସ ବିବାଦ ଲାଗି ରହିଛି । ଏପରିକି ଦଳରେ ଗୋଷ୍ଠୀବାଦ ବି ଦେଖା ଦେଇଛି । ଏପରି ବିବାଦ ମଧ୍ୟରେ  ଗୋଟିଏ ଦଳ ନବଜୋତ ସିଂହ ସିଦ୍ଧୁଙ୍କୁ ବାରୁଦ ବୋଲି…