Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନରେ ବିଦେଶୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଇବା ସହ ହୃଦୟରୁ ସମ୍ମାନ କରନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଠିଆ ହୋଇ ସମସ୍ତେ ଜାତୀୟ ସଙ୍ଗୀତକୁ ଗାନ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀୟ ନୁହେଁ…

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ୍ ଅଶୋକ ଚୌହାନ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। ଯାହା ବିରୋଧୀ ମେଣ୍ଟକୁ ଆଉ ଏକ ଝଟକା ଦେଇଛି। ବିଜେପିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଚୌହ୍ୱାନ ଗଣମାଧ୍ୟମକୁ କହିଛନ୍ତି, ମୁଁ…

ଲୋକସଭାକୁ ବାଏ ବାଏ, ରାଜ୍ୟସଭାରେ ପ୍ରବେଶ କରିବେ ସୋନିଆ ଗାନ୍ଧୀ?

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଲୋକସଭାରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଶେଷ କରି ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସର ଶୀର୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ୭୭ ବର୍ଷ…

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର

ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ…

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ…

କାଜୁକୁ ଟକ୍କର ଦେଉଛି ରସୁଣ, ଦର ୬୦୦ ପାର୍, ଜାଣନ୍ତୁ କେବେ ମିଳିବ ଏଥିରୁ ମୁକ୍ତି…

ନୂଆଦିଲ୍ଲୀ: ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୬ଶହ ଟଙ୍କା ଛୁଇଁଲାଣି । ଏହି ଚଢା ଦରକୁ ନେଇ ଏବେ ଚିନ୍ତାରେ ଖାଉଟି । ରୋଷେଇ ଶାଳାରୁ ରସୁଣ ଉଭାନ ହୋଇଛି । ରସୁଣ ବିନା ରୋଷେଇ କରିବାକୁ ପଡୁଥିବାବେଳେ କମିଛି ରସୁଣ ଚାହିଦା । ପରିସ୍ଥିତି ଏପରି ଯେ ରସୁଣର ମୂଲ୍ୟ କାଜୁ ସହିତ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ଜଣ ଜୀବନ୍ତ ଦଗ୍ଧ

ନୋଏଡା: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ହୁତୁ ହୁତୁ ହୋଇ ଜଳିଗଲା କାର୍ ଓ ବସ୍ । ଜୀଅନ୍ତା ଜଳିଗଲେ କାର୍ ଥିବା ୫ଜଣ । ଉତ୍ତରପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ…

ହସ୍ପିଟାଲରେ ‘ଥ୍ରୀ ଇଡିଏଟସ୍’ ଫିଲ୍ମର ଝଲକ୍; ରୋଗୀଙ୍କୁ ବାଇକରେ ବସାଇ ଜରୁରୀକାଳୀନ ୱାର୍ଡ ଭିତରେ ପଶିଲେ ଯୁବକ

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ  ‘ଥ୍ରୀ ଇଡିଏଟସ୍’ରେ ଅଭିନେତା ଅମୀର ଖାନ୍ ଜଣେ ରୋଗୀଙ୍କୁ ସ୍କୁଟି ଉପରେ ବସାଇ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ଭିତରକୁ ନେଇଯାଇଥିବା ଦୃଶ୍ୟ ନିଶ୍ଚୟ ଦେଖିଥିବେ । ଠିକ୍ ଏଭଳି ଏକ ଚିତ୍ର ମଧ୍ୟପ୍ରଦେଶ ସତନାର ସରଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ହସ୍ପଟାଲରେ…