Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦର ସୁରକ୍ଷା ଦାୟିତ୍ବ ନେବ ସିଆଇଏସ୍ଏଫ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ…

ମହାନ ଭକ୍ତ: ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ବିବାହ ନକରିବାକୁ ୩୧ ବର୍ଷ ପୂର୍ବେ ନେଇଥିଲେ ପ୍ରତିଜ୍ଞା, ଅଯୋଧ୍ୟାରୁ…

ଅଯୋଧ୍ୟା: ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିର ପାଇଁ ଅତୁଟ ପ୍ରେମ ଏବଂ ଭୀଷ୍ମ ପ୍ରତିଜ୍ଞା ପରି କାହାଣୀ ସାମ୍ନାକୁ ଆସିଛି । ଆପଣ ନିଶ୍ଚୟ ଅନେକ ଭକ୍ତଙ୍କୁ ଦେଖିଥିବେ ଯେଉଁମାନେ ଭଗବାନ ଶ୍ରୀରାମଙ୍କୁ ସେମାନଙ୍କର ଆରାଧ୍ୟା ବୋଲି ମାନନ୍ତି । କିନ୍ତୁ ବୈତୁଲରେ ଜଣେ ଏପରି ସାଧୁ ବାବା ଅଛନ୍ତି ଯିଏ…

ପାଞ୍ଚ ହଜାରରେ ବୁଲି ଯାଆନ୍ତୁ କାଶ୍ମୀର ଠାରୁ କନ୍ୟାକୁମାରୀ

ଭୁବନେଶ୍ଵର: ସମସ୍ତଙ୍କ ଜୀବନର ପ୍ରାୟତଃ ଏହି ସ୍ଵପ୍ନ ଥାଏ ଯେ ସେମାନେ ଭାରତର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ବୁଲି ଦେଖିବେ ।  ଭାରତର ବିଭିନ୍ନ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ | କାଶ୍ମୀରର ବରଫ ଚାଦରର ସୌନ୍ଦର୍ଯ୍ୟରୁ କନ୍ୟାକୁମାରୀର ସେଇ ସୁନ୍ଦର…

ମିଳୁନି ପୋଷ୍ଟ, ଲୋକେ ହନ୍ତସନ୍ତ, ଡାଉନ ହେଲା ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘X’ ସର୍ଭର୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ର ସର୍ଭର ଡାଉନ ହୋଇଛି । ଏହି ଅସୁବିଧା କେବଳ ଯେ ଭାରତ ତାହା ନୁହେଁ ବର୍ତ୍ତମାନ ସାରା ବିଶ୍ୱରେ ଦେଖାଦେଇଛି | ସକାଳ ପ୍ରାୟ ୧୧ଟାରୁ ଏହି ସମସ୍ୟା ଦେଖାଦେଇଛି । ଯଦ୍ଵାରା ଉପଭୋକ୍ତାମାନେ ଏକ୍ସରେ କିଛି ପୋଷ୍ଟ…

ବଢିଲା କରୋନା , ଫେରିଲା ମାସ୍କ

ନୂଆଦିଲ୍ଲୀ: ବଢିଲା କରୋନା , ଫେରିଲା ମାସ୍କ  । ହଁ ଆଜ୍ଞା ପୁଣି ଥରେ ଡରାଇଲାଣି କରୋନା  । JN.1 ଭୂତାଣୁ  ତାର କାୟା ବିସ୍ତାର କରିବାରେ ଲାଗିଛି  । ଦିନକୁ ଦିନ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି  । ବିଶେଷ କରି ଗୋଆ , କେରଳ , ମହାରାଷ୍ଟ୍ର , ଚଣ୍ଡିଗଡ ଆଦି  ରାଜ୍ୟରେ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ ଏବଂ ସୋନିଆଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇଛି । ଅଯୋଧ୍ୟାରେ ଏହି କାର୍ଯ୍ୟକ୍ରମ୨୦୨୪  ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଣବିକ ଯୁଦ୍ଧକୁ ନେଇ ପୁଣି ଧମକ ଦେଲେ କିମ ଜୋନ:କହିଲେ, ଆମକୁ ଉସକାଇଲେ ପରମାଣୁ ଆକ୍ରମଣ କରିବାକୁ ପଛାଇବୁ ନାହିଁ

ନୂଆଦିଲ୍ଲୀ:ଉତ୍ତରକୋରିଫ ତାନାଶାହୀ କିମ ଜୋଙ୍ଗ ପୁଣି ଥରେ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି । କିମ ଜୋନ କହିଛନ୍ତି, ଯଦି କେହି ଶତ୍ରୁ ତାଙ୍କୁ ପରମାଣୁ ଅସ୍ତ୍ର ଧମକ ଦେଇ ଉସକାଏ ତେବେ ସେ ପରମାଣୁ ଆକ୍ରମଣ କରିବାକୁ ପଛାଇବେ ନାହିଁ । କେସିଏନଏ ନିଉଜ ଏଜେନ୍ସି ଅନୁସାରେ, କିମ ଜୋନ…

ବଦଳିବ ଅପରାଧର ସଂଜ୍ଞା: ନଜର ପକାନ୍ତୁ, ଛିନତାଇ, ଗଣ ଦୁଷ୍କର୍ମ ଓ ଭିଡ ହିଂସାର ଦଣ୍ଡବିଧାନ କ’ଣ ରହିଛି?

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନିଟି ବିଲ୍ ଉପରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଏହାକୁ ୧୫୦ ବର୍ଷର ପରାଧୀନତାର ମାନସିକତାରୁ ବାହାରିବା ବୋଲି କହିଛନ୍ତି। ଏହି ତିନିଟି ନୂଆ ଆଇନ ବିଲ୍ ପାସ୍ ହେବା ପରେ ଅନେକ ବିଭାଗରେ ଗୁରୁତ୍ୱପୂର୍ଣ୍ଣ…

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍ । ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ…

ପାଖରେ ଅଧିକ ସୁନା ରଖିଲେ ଭରିବେ ଜରିମାନା

ନୂଆଦିଲ୍ଲୀ : ଭାରତୀୟମାନଙ୍କର ସୁନା ସବୁଠାରୁ ପ୍ରିୟ । ବିବାହଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ନିର୍ଭରଯୋଗ୍ୟ ଧାତୁ ମଧ୍ୟରୁ ଗୋଟିଏ । ସାଧାରଣତଃ ମହିଳାମାନେ ସୁନା ପିନ୍ଧିବା ସହ ପାଖରେ ରଖିବାକୁ ପସନ୍ଦ…