Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଡାକ୍ତରଖାନାରେ ଭର୍ତ୍ତି: ବିଷ କ୍ରିୟା ଯୋଗୁ ଅବସ୍ଥା ଗୁରୁତର ହାଇଥିବା ସୋସିଆଲ…

ନୂଆଦିଲ୍ଲୀ:ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, କରାଚିରେ ତାଙ୍କୁ ବିଷ ଦେଇ ଦିଆଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି । ଯଦିଓ ଏ…

ଭଡା ନ ଦେବାରୁ କବାଟ କାଟିଦେଲେ ଘର ମାଲିକ

ଆଜିକାଲି ଲୋକମାନେ ଘର ଭଡା ଦେଇ ଭଲ ଦି ପଇସା ରୋଜଗାର କରୁଛନ୍ତି । କେବଳ ଭଡାରୁ ହିଁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ତେବେ ବେଳେବେଳେ ଭଡାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ବଚସା ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଏପରି ଘଟଣା ସୋସିଆଲ ମିଡିଆରେ ଭାଇରାଲ…

ତୋଫାନରେ ଉଡ଼ିଗଲା ଚାରି ମାସର ଶିଶୁ, ଲଟକି ରହିଲା ଗଛରେ

ୱାଶିଂଟନ: କୁହାଯାଏ ଯେ, ରଖେ ହରି ମାରେ କି । ଏହି କଥା ଆମେରିକାରେ ପୁଣି ଥରେ ସତ୍ୟ ହୋଇଛି । ଏଠାରେ ଏମିତି ଏକ ଚମତ୍କାର ଘଟଣା ଘଟିଛି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଟେନେସିରେ ପ୍ରବଳ ଝଡ ତୋଫାନରେ଼ ଝୁଲଣା ସହିତ ଉଡ଼ିଯାଇଥିଲା ୪ମାସର ଶିଶୁ । ପରେ ଏକ ଗଛରେ ଲଟ୍‌କି ରହିବାରୁ ଲୋକେ…

ମଝି ରାସ୍ତାରେ ଅଟୋରେ ଷ୍ଟଣ୍ଟ୍ କରୁଥିଲେ ଯୁବକ , ପରେ ଯାହା ଘଟିଲା ଦେଖିଲେ ଚକିତ ହେବେ

ନୂଆଦିଲ୍ଲୀ :ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏମିତି କି ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି ରିଲ୍ସ ପାଇଁ । ନିକଟରେ ଜଣେ ଯୁବକ ଅଟୋରେ…

୧୩ ସାଂସଦଙ୍କ ନିଲମ୍ବନକୁ ପୁନର୍ବିଚାର କରିବା ପାଇଁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଗୁରୁବାର ଗୃହରେ ହଙ୍ଗାମା କରିଥିବା ୧୩ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ଅଧୀର ଚୌଧୁରୀ ତାଙ୍କ…

ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଖାରଜ କଲା କମ୍ପାନୀ

ମୁମ୍ବାଇ: ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଜଣେ ୩୦ ବର୍ଷୀୟା ମହିଳା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳା ଜଣକ ୨୦୨୩ ଫେବ୍ରୁଆରି ୧୬ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଥାନାରେ ଆନୁଷ୍ଠାନିକ ଅଭିଯୋଗ…

ବଢୁଛି ସାଇବର କ୍ରାଇମ ଓ ଆର୍ଥିକ ଜାଲିଆତି: ୧.୩୨ ଲକ୍ଷ ଫୋନ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବଢୁଛି ସାଇବର ଅପରାଧ ଓ ଆର୍ଥିକ ଜାଲିଆତି । ଏହାକୁ ରୋକିବା ପାଇଁ ସରକାର ବ୍ଲକ କରିଛନ୍ତି ୧ ଲକ୍ଷ ୩୨ ହଜାର ଫୋନ । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଜାଲ କାଗଜପତ୍ର ଦେଇ ଦେଶରେ ପ୍ରାୟ ୫୫ ଲକ୍ଷ ଫୋନ…

୨୧ରେ ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଆରମ୍ଭ ହେବ ଭାରତ ଯୋଡ ଯାତ୍ରା ପାର୍ଟ ଟୁ?

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆସନ୍ତା ୨୧ ତାରିଖରେ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥିର ହୋଇଛି। ଇଣ୍ଡିଆ ମେଣ୍ଟର ବୈଠକ ବସିବାର ଦୁଇ ଦିନ ପରେ ହେବାକୁ ଥିବା ଏହି ବୈଠକରେ ବିଜେପିକୁ ମୁକାବିଲା କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ସହ ଦଳର…

ପ୍ରଥମେ ବାପା ଆଉ ଏବେ ୨ପିଲାଙ୍କୁ ଅନାଥ କରି ଚାଲିଗଲେ ମା’, ଆପଣଙ୍କୁ ବି କନ୍ଦାଇଦେବ ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ…

ନୂଆଦିଲ୍ଲୀ: “ମା’ ତୁ କେଉଁଠି ଅଛୁ । କେତେବେଳେ ଆସିବୁ । ଜାଣିଛୁ ୩ଦିନ ହେଲାଣି ଆମେ ଭଲରେ ଖାଇନାହୁଁ । ଯେବେ ବାପା ଆମକୁ ଛାଡି ଚାଲିଯାଇଥିଲେ ସେତେବେଳେ ତୁ ଆମ ପାଇଁ ସବୁକିଛି ଥିଲୁ । ଏବେ କିନ୍ତୁ ତୁ ବି ଆମକୁ ଛାଡିଚାଲିଗଲୁ । ଏବେ ଆମେ କେମିତି ବଞ୍ଚିବୁ । କିଏ ସେ ଆମକୁ ଖୁଆଇ ଦେବ ।…

ସଂସଦରେ ସୁରକ୍ଷା ଭଙ୍ଗ: ରାହୁଲଙ୍କ ଜାତୀୟ ପ୍ରସଙ୍ଗ ବୁଝିବା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେକାରୀ ଏବଂ ମୁଦ୍ରାସ୍ଫୀତିକୁ ଦାୟୀ କରି ସମାଲୋଚନା କରିଛନ୍ତି। କଂଗ୍ରେସ ନେତା କେତେବେଳେ କ'ଣ…