Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିନ୍ନରଙ୍କ ପାଇଁ ମାଗଣା ବସସେବା ଘୋଷଣା କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ବସ୍‌ରେ ମାଗଣା ଯାତ୍ରା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଦିଲ୍ଲୀ ବସ୍‌ରେ ମହିଳାଙ୍କ ପରେ କିନ୍ନରମାନେ ମଧ୍ୟ ଡିଟିସି ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଏଣିକି ପ୍ରଶ୍ନପତ୍ର ଲିକ୍ ହେଲେ ମିଳିବ କଠୋର ଶାସ୍ତି, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ:ଏଣିକି ସାବାଡ ହେବେ ଠକ। ମିଳିବ କଠୋର ଶାସ୍ତି। ଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବ। ସୋମବାର ଏନେଇ ଲୋକସଭାରେ ସର୍ବସାଧାରଣ…

ପାନ-ଆଧାର ଲିଙ୍କ ବିଳମ୍ବିତ ଦେୟ ବାବଦରେ ସରକାର ନେଇଛନ୍ତି ୬୦୦ କୋଟି !

ନୂଆଦିଲ୍ଲୀ: ପାନ୍-ଆଧାର ଲିଙ୍କର ବିଳମ୍ବିତ ଦେୟ ବାବଦରେ ସରକାରଙ୍କ ରାଜକୋଷକୁ ୬୦୦ କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ସରକାର ସୋମବାର ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ପରିଚୟ ସହିତ ଯୋଡ଼ି ହୋଇନଥିଲା। ଅର୍ଥ ରାଜ୍ୟ ମନ୍ତ୍ରୀ…

ପାକିସ୍ତାନର ନିର୍ବାଚନ ମୈଦାନରେ ମୁମ୍ୱାଇ ଆକ୍ରମଣ ମାଷ୍ଟରମାଇଣ୍ଡର ନୂଆ ଦଳ

ଇସଲାମାବାଦ: ଆସନ୍ତା ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ତେବେ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସୟଦର ଦଳ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି। ମରକଜି ମୁସଲିମ୍ ଲିଗ୍ ନାମକ ନୂଆ ଦଳ ଏଥର ନିର୍ବାଚନରେ ଭାଗନେବ। ତେବେ ଭାରତ ସହ ବିଶ୍ୱର ବିଭିନ୍ନ…

୬୬ତମ ଗ୍ରେମୀ ଆୱାର୍ଡ: ଫ୍ୟୁଜନ ବ୍ୟାଣ୍ଡ୍ ‘ଶକ୍ତି’କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନୀ 'ଗ୍ରେମୀ'ରେ ଭାରତକୁ ମିଳିଛି ଆୱାର୍ଡ । ୬୬ତମ ଗ୍ରେମୀ ଆୱାର୍ଡରେ ଶଙ୍କର ମହାଦେବନ୍ ଏବଂ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ୍ 'ଶକ୍ତି'କୁ ମିଳିଛି ପୁରସ୍କାର। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଆୱାର୍ଡାରେ ପୁରସ୍କୃତ…

କୋବି ମଂଚୁରିଆନ ଗୋଆରେ ଏବେ ମନା

ପାଣାଜି: ଗୋଆରେ କୋବି ମଂଚୁରିଆନ ବିକ୍ରି ଉପରେ କଟକଣା ଲଗାଯାଇଛି । ସେଠାକାର ପାର୍ଷଦ ତାରକ ଆରୋଲକର ଅଭିଯୋଗ କରିଥିଲେ ଯେ, ଏହି ମଂଚୁରିଆନରେ ସିନ୍ଥେଟିକ ରଙ୍ଗର ବ୍ୟବହାର କରାଯାଉଛି ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଖରାପ । ଏହା ବ୍ୟତୀତ ବିକ୍ରେତାମାନେ ମଧ୍ୟ ପରିସ୍କାର ପରିଚ୍ଛନ୍ନ ପ୍ରତି…

ଗଣତନ୍ତ୍ରର ହତ୍ୟା ହୋଇଛି, କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ବାଲାଟ ପେପରକୁ ଟାମ୍ପରିଂ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି ବେଳେ ଶୀର୍ଷ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ନିର୍ବାଚନ ଅଧିକାରୀ ବାଲାଟ ପେପରରେ ଜାଲିଆତି କରିଛନ୍ତି।…

ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର, ୪୭ ଖଣ୍ଡ ଭୋଟରେ ଜିତିଲେ ଚମ୍ପେଇ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଚମ୍ପେଇ ସରକାର । ବହୁମତ ପ୍ରମାଣିତ କଲେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପେଇ । ସେପଟେ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ୍ ହୋଇଥିଲେ ପୂର୍ବତନ…

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା, ୧୦ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜି ହୋଇଛି ଏକ ବଡ ଧରଣର ଆତଙ୍କୀ ହାମଲା । ଏହି ହମଲାରେ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଡେରା ଇସମାଇଲ ଖାନ…