Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ତିନି ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନି ଜଣ ନୂଆ ବିଚାରପତିଙ୍କୁ ମିଳିଛି ନିଯୁକ୍ତି । ନୂଆ ଜଜଙ୍କୁ ମଶାଇ ଏବେ ସୁପ୍ରିମ କୋର୍ଟରେ ଜଜଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୋସିଆଲ ମିଡିଆ ଏବଂ ଏକ୍ସରେ ଜଜଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା…

ବିଜେପି ବିଧାୟକ ଆଶୁତୋଷ ଟଣ୍ଡନଙ୍କ ପରଲୋକ, ଟ୍ୱିଟ୍ କରି ଶୋକବ୍ୟକ୍ତ କଲେ ପ୍ରତିରକ୍ଷାମନ୍ତ୍ରୀ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କର ପରଲୋକ । ଚିକିତ୍ସାଧୀନ ଅବସ୍ଥାର ତାଙ୍କର ଦେହାନ୍ତ ହୋଇଛି । ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀ ଉତ୍ତରପ୍ରଦେଶର ପୂର୍ବ ଲକ୍ଷୌର ବିଧାୟକ ଥିଲେ । ସେ ଦୀର୍ଘଦିନ ଧରି କ୍ୟାନସର ରେ ପୀଡିତ…

ଜାତୀୟ ଶିକ୍ଷା ଦିବସ: କାହିଁକି ପାଳନ କରାଯାଏ, ଏହି ବିଶେଷ ଦିନର ମହତ୍ତ୍ୱ କ’ଣ?

ନୂଆଦିଲ୍ଲୀ: ଆଜି ଜାତୀୟ ଶିକ୍ଷା ଦିବସ । ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ଦେଶରେ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଶିକ୍ଷାର ମହତ୍ତ୍ୱ ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ…

ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟରେ ଏନଆଇଏର ଚଢ଼ଉ, ୪୪ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ ) ୧୦ଟି ରାଜ୍ୟରେ ଚଢାଉ କରି ୪୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନଆଇଏ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାନବ ଚାଲାଣ ନେଟୱାର୍କକୁ ଭାଙ୍ଗିବା ପାଇଁ ଏନଆଇଏ ବିଏସଏଫ ଏବଂ ରାଜ୍ୟ ପୋଲିସର ମିଳିତ…

‘କଂଗ୍ରେସ ଯେଉଁଠି ଆସିଛି ସେଠାରେ ବିନାଶ ଆଣିଛି’

ଭୋପାଳ: ମଧ୍ୟପ୍ରଦେଶରେ ଜୋରଦାର ଚାଲିଛି ବିଧାନସଭା ନିର୍ବାଚନୀ ପ୍ରଚାର । ଏନେଇ ଆଜି ସତନାରେ ପହଞ୍ଚି ଏକ ବିଶାଳ ଜନସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଯେ ଆଜି ସାରା ବିଶ୍ୱରେ ଭାରତର ସ୍ୱର…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ନେତାଙ୍କ ନାଁରେ ଥିବା ମାମଲାର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନେତାଙ୍କ ନାଁରେ ଥିବା ମାମଲା ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ସାଂସଦ, ବିଧାୟକଙ୍କ ନାଁରେ ଥିବା ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ।…

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ…

ଆଗ୍ନେୟ ଉଦଗୀରଣ ଯୋଗୁ ପାଣି ଭିତରେ ସୃଷ୍ଟି ହେଲା ନୂଆ ଦ୍ୱୀପ

ଟୋକିଓ: ପ୍ରଶାନ୍ତ ମହାସାଗରେ ହଠାତ ଏକ ନୂତନ ଦ୍ୱୀପର ସୃଷ୍ଟି ହୋଇଛି । ପାଣି ମଧ୍ୟରେ ଆଗ୍ନେୟଗିରି ଉଦଗୀରଣ ଯୋଗୁ ଏହା ସମ୍ଭବ ହୋଇଛି । ଟୋକିଓଠାରୁ ୧୨୦୦ କିଲୋମିଟର ଦକ୍ଷିଣରେ ଥିବା ଇୱେଟୋ ଦ୍ୱୀପ ନିକଟରେ ଏହା ସୃଷ୍ଟି ହୋଇଛି । ପାଣି ସଂସ୍ପର୍ଶରେ ମେଗ୍ମା ଆସିବା ଯୋଗୁ ପ୍ରତି ମୂହର୍ତରେ…

ଆଇଡିଏଫର ଦାବୀ ହମାସର ୬୦ କମାଣ୍ଡର ମାରିଛୁ

ତେଲ ଅବୀବ: ହମାସର ୬୦ କମାଣ୍ଡରଙ୍କୁ ମାରି ସାରିଲୁଣି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବୀ କରିଛି । ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ ତୀବ୍ର କରାଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜାରେ ହମାସ ଚିଫ ୟାହ୍ନା ସିନୱାରଙ୍କୁ ବଙ୍କର ମଧ୍ୟରେ ଅନ୍ୟମାନଙ୍କଠାରୁ…

ଯଦି ମୁଁ ଭାରତୀୟ ହୋଇଥାନ୍ତି ତେବେ ବିହାର ଯାଇ ନୀତିଶଙ୍କୁ ଜବାବ ଦେଇଥାନ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ ଉପରେ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିବାଦୀୟ ବୟାନ ଉପରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରୀ ମିଲବେନ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଏପରି ବୟାନ ଦେଇଥିବାରୁ ନୀତିଶଙ୍କୁ କଡାଭାଷାରେ ନିନ୍ଦା କରିଛନ୍ତି । ସେ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି…