Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମୁଖ୍ୟମନ୍ତ୍ରୀ ପଚାରିଲେ ସାଇକେଲ ଟଙ୍କା ମିଳିଛି କି ନାହିଁ… ଛାତ୍ରୀ ଉତ୍ତର ଦେଲେ ନା…

ରାଞ୍ଚି: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସଭାରେ ସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣ ଯୋଜନା ବିଷୟରେ ପଚାରିଥିଲେ।…

ଋଷରେ ପୁଣି ରାଜ୍ କରିବେ ପୁଟିନ !

ମସ୍କୋ: ପୁଣି ଋଷର ରାଷ୍ଟ୍ରପତି ହେବେ ଭ୍ଲାଡିମିର ପୁଟିନ୍। ୨୦୨୪ ମାର୍ଚ୍ଚ ୧୫-୧୭ ମଧ୍ୟରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ ଅଧିକାରୀ । ତାରିଖ ଘୋଷଣା ପରେ ପଞ୍ଚମ ଥର ପାଇଁ ପୁଟିନ୍ ପୁଣି ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ଯଦି ଏପରି ହୁଏ…

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ…

ଡିଟରଜେଣ୍ଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୦୦ କୋଟିର ସାମଗ୍ରୀ ପାଉଁଶ

ତାମିଲନାଡୁ: ଚେନ୍ନାଇର ଡିଟରଜେଣ୍ଟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଉତ୍ତର ଚେନ୍ନାଇ ମନାଲିର ବାୟାକଡୁ ଅଞ୍ଚଳରେ ଥିବା ଏକ ଡିଟରଜେଣ୍ଟ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଆନୁମାନିକ ୧୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ପୂର୍ବାହ୍ନରେ ହଠାତ ଗୋଦାମ…

ଦଳ ବିରୋଧୀ କାମ ପାଇଁ ବିଏସପିରୁ ନିଲମ୍ବିତ ହେଲେ ସାଂସଦ ଦାନିଶ ଅଲ୍ଲି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ନିଜ ଦଳର ସାଂସଦ ଦାନିଶ ଅଲ୍ଲିଙ୍କୁ ଦଳରୁ ନିଲମ୍ବିତ କରିଛି ।   ଦଳ ବିରୋଧୀ କାର୍ଯ୍ୟକଳାପରେ ଶାମିଲ ହେବା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଦାନିଶ ଅଲି ଯେଉଁପରି ଭାବେ ସଂସଦରେ କଂଗ୍ରେସ ସହ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା,  ଏହାକୁ ଦେଖି…

ଗୋଟିଏ କାର୍ଯ୍ୟକ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ନିଯୁକ୍ତି ଜରୁରୀ ନୁହେଁ :ହାଇକୋର୍ଟ

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀ କର୍ମକ୍ଷେତ୍ରରେ ଏକତ୍ର ନିଯୁକ୍ତି ନେଇ ଲକ୍ଷ୍ନୌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । କୋର୍ଟ କହିଛନ୍ତି ସ୍ୱାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ ତାହା ଜରୁରୀ ନୁହେଁ । ସେମାନଙ୍କ ସମ୍ପର୍କରେ ସମ୍ପୃକ୍ତ ବିଭାଗ…

ଛୋଟ ପିଲାଙ୍କୁ ଜବରଦସ୍ତ ଅଶ୍ଳୀଳତା ଆଡକୁ ଠେଲି ଦେଉଛି ଫେସବୁକ, ଇନଷ୍ଟା: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟ୍ରାଗ୍ରାମ ସମସ୍ୟା ଦିନକୁ ଦିନ ଭାରି ପଡୁଛି । ଆମେରିକା ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନରାଲ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଟର୍ଣ୍ଣି ଜେନରାଲ ଫେସବୁକ…

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଆଶ୍ଚର୍ଯ୍ୟଚକିତ ହେଲେ ଡାକ୍ତର

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ  । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ମାତ୍ର ଏହା ସତ  । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରିଛନ୍ତି ।  ଡାକ୍ତରଙ୍କ କହିବା…

ଦିନେ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ୟାଙ୍କର ପଦବୀ ଛାଡି ରାଜନୀତିକୁ ଆସିଥିଲେ ମହୁଆ ମୋଇତ୍ର

ନୂଆଦିଲ୍ଲୀ:କୋଟିପତି ବ୍ୟାଙ୍କର ଥିଲେ ମହୁଆ ମୋଇତ୍ର । ହଠାତ ଡେଇଁଲେ ରାଜନୀତିକୁ । କୋଟି କୋଟି ଟଙ୍କାର ବ୍ୟାଙ୍କର ପଦ ଛାଡି ରାଜୀନତିକୁ ଆସିଲେ ମହୁଆ । ହେଲେ କାହିଁକି ?  ଅର୍ଥ ଓ ପଦବୀକୁ ଛାଡି ରାଜନୀତିକୁ ମହୁଆ ମୋଇତ୍ର ଆସିଥିଲେ ରାହୁଲ ଗାନ୍ଧୀଙ୍କ ପାଇଁ । ରାହୁଲ ଗାନ୍ଧୀଙ୍କୁ…

ସାବଧାନ ! ବଜାରରେ ମିଳୁଛି ନକଲି ରସୁଣ : ହେଲେ ଚିହ୍ନିବେ କେମିତି? ଜାଣନ୍ତୁ..

ନୂଆଦିଲ୍ଲୀ: ବଜାରରୁ ରସୁଣ କିଣିବା ବେଳେ ହୋଇଯାନ୍ତୁ ସାବଧାନ  । କାହିଁକି ନା ଏବେ ବଜାରରେ ବିକ୍ରି ହେଉଛି ନକଲି ରସୁଣ  । ନକଲି ସମାଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ତିଆରି କରୁଥିବା ଚର୍ଚ୍ଚା ହେଉଛି । ଯାହାକି ଏବେ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି ।…