Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଛି ଖାସ କରିପାରିଲା ନାହିଁ ଆପ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳ ବାହାରି ସାରିଛି । ପ୍ରଥମ ୩ଟିରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିଛି । ଏହି ନିର୍ବାଚନଗୁଡିକରେ ଆମ ଆଦମୀ ପାର୍ଟି ମଧ୍ୟ ଜୋରସୋରରେ ନିର୍ବାଚନ ରଣାଙ୍ଗାନାକୁ ଓହ୍ଲାଇଥିଲା । ମାତ୍ର…

କାୟା ବିସ୍ତାର କରୁଛି ରହସ୍ୟମୟୀ ରୋଗ, ଦିନକୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ୭ହଜାରରୁ ଅଧିକ ଲୋକେ

ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ । ତେବେ ଏହି ନିମୋନିଆ ଭାରତ ସମେତ ସମଗ୍ର ବିଶ୍ୱକୁ ପୁଣିଥରେ ଚିନ୍ତାରେ ପକାଇଛି। ଚୀନରେ ହଠାତ୍ ଶ୍ୱାସ ଜନିତ ସମସ୍ୟା ବଢ଼ୁଥିବା ଦେଖିବା ପରେ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ଏହା ଦାବି କରାଯାଉଛି ଯେ ଏହା କରୋନା…

ତିନି ରାଜ୍ୟରେ ଜିତିଲା ବିଜେପି: ଏବେ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ହେବେ କିଏ ?

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି । ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ । ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ…

ଦୋସାରୁ ବାହାରିଲା ପୋକ, ଉଠିଲା ପଡିଲା ପୁରା ରେଷ୍ଟୁରାଣ୍ଟ, ପୋଲିସ ପହଞ୍ଚି କଲା ସମାଧାନ…

ବାରଣାସୀ: ଦୋସାରୁ ବାହାରିଲା ପୋକ । ଅଭିଯୋଗ କରିବାରୁ ଅଭଦ୍ରତା କଲେ ରେଷ୍ଟୁରାଣ୍ଟ ମାଲିକ । ଏପରି ଏକ ଖବର ଆସିଛି ଉତ୍ତରପ୍ରଦେଶ ବାରଣାସୀରୁ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବାରଣାସୀରେ ଗୋଟ ପରିବାର ଖାଇବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ । ଖାଇବାପାଇଁ ସେ ଦୋସା ଅର୍ଡର କରିଥିଲେ ।…

ରାଜସ୍ଥାନ ନିର୍ବାଚନ ୨୦୨୩: ସନ୍ଧ୍ୟାରେ ଇସ୍ତଫା ଦେବେ ଗେହଲଟ

ଜୟପୁର: ରାଜସ୍ଥାନରେ ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ପରାଜୟ କରିବା ସହ ବିଜେପି ସ୍ପଷ୍ଟ ବହୁମତ ନେଇ ସରକାର ଗଢିବା ନିଶ୍ଚିତ ହୋଇଯାଇଛି ।  ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ । ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ…

ଠକ ନଂ ୪୨୦: ଟଙ୍କା ଡବଲ୍ କରିବାକୁ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଲକ୍ଷ୍ନୌର ସରୋଜିନୀ ନଗର । ସେଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜଣେ ବ୍ୟକ୍ତି ତା ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଡିନର କରୁଥିଲେ । ପରିବାର ମଧ୍ୟରେ ନୂଆବର୍ଷ ପାଇଁ ବିଦେଶ ଯିବାର ଯୋଜନା ଚାଲିଥିଲା । ପିଲାମାନେ ସିଙ୍ଗାପୁର ଯିବା କଥା କହୁଥିବା ବେଳେ ସ୍ତ୍ରୀ ଦୁବାଇ ଯିବାକୁ…

ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନ କ୍ରିକେଟର କନେରିୟା ପଚାରିଲେ ତାହାହେଲେ ପନୌତି କିଏ ?

ଲାହୋର: ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ଜାରୀ ରଖି କ୍ଷମତା ହାସଲ ଅଭିମୁଖେ ଗତି କରୁଛି । ଏହି ଅବସରରେ ପାକିସ୍ତାନ କ୍ରିକେଟର ଡାନୀଶ କନେରିୟାଙ୍କ ଏକ ଟୁଇଟ ଚର୍ଚ୍ଚାର କାରଣ ସାଜିଛି । ସେ ସୋସିଆଲ ମିଡିଆରେ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା…

ତେଲେଙ୍ଗାନରେ କାହାକୁ ମିଳିବ ବିଜୟର ଶ୍ରେୟ ? ମୁଖ୍ୟମନ୍ତ୍ରୀ ଦୌଡରେ ରେବନ୍ତ ରେଡ୍ଡି ରହିବେ କି ଆଗରେ ?

ହାଇଦ୍ରାବାଦ: ତେଲେଙ୍ଗାନା ଫଳାଫଳ ପ୍ରାୟତଃ ସାମ୍ନାକୁ ଆସିଗଲାଣି । ବିଆରଏସକୁ ପଛରେ ପକାଇ କଂଗ୍ରେସ ୬୪ ଆସନରେ ଆଗରେ ଅଛି । ବିଆରଏସ ୪୦ ଆସନରେ ଆଗଳରେ ଥିବାବେଳେ ବିଜେପି ୧୧ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗରେ ଅଛନ୍ତି । କହିବାକୁ ଗଲେ ତେଲେଙ୍ଗାନାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଛି ।…

ତାଜ କ୍ରିଷ୍ଣା ବାହାରେ କାହା ପାଇଁ ରଖାଯାଇଛି ଲକ୍ସରୀ ବସ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ସମ୍ପୂର୍ଣ୍ଣ ଭାବେ ବାହାରି ନ ଥିବା ବେଳେ ହାଇଦ୍ରାବାଦର ତାଜ କ୍ରିଷ୍ଣା ହୋଟେଲ ନିକଟରେ ଲକ୍ସରୀ ବସ ଦେଖିବାକୁ ମିଳିଛି । ଏହି ଦାମୀ ବସଗୁଡିକ କାହା ପାଇଁ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି…

‘ଆନିମଲ୍’ ନା ‘ସାମ ବାହାଦୂର’, ଦ୍ଵିତୀୟ ଦିନରେ ରହିଲା କାହାର ପଲା ଭାରି, ଜାଣନ୍ତୁ…

ମୁମ୍ବାଇ: ଗତ ଡିସେମ୍ବର ୧ ତାରିଖ ଶୁକ୍ରବାରରେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଏବଂ ବିକି କୌଶଲଙ୍କ ‘ସାମ ବାହାଦୁର’ ରିଲିଜ ହୋଇଛି । ବକ୍ସ ଅଫିସରେ ବର୍ତ୍ତମାନ ଦୁହେଁ ଦୁହିଁଙ୍କୁ ଟକ୍କର ଦେଉଛନ୍ତି । ଉଭୟ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ସମୂର୍ଣ୍ଣ ଭିନ୍ନ ଅଟେ । ପ୍ରଥମ ଦିନରେ…