Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିସେମ୍ବର ୬ରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଲା କଂଗ୍ରେସ

ନୂଆଦିଲ୍ଲୀ: ଏପଟେ ୪ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବା ପରେ ହତାଶ ହୋଇଛି କଂଗ୍ରେସ । ଯଦିଓ ସମ୍ପୂର୍ଣ ଚିତ୍ର ଏ ଯାଏ ସ୍ପଷ୍ଟ ହୋଇନାହିଁ ତଥାପି ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସବୁଠାରେ ପଛରେ ପଡିଛି କଂଗ୍ରେସ । ଏପରି ସ୍ଥିତିରେ ଡିସେମ୍ବର ୬ ତାରିଖରେ ବିପକ୍ଷ ମେଣ୍ଟ ‘ଇଣ୍ଡିଆ’ର ବୈଠକ…

୪୫ କୋଟି ସମ୍ପତ୍ତିର ମାଲିକକୁ ଛାଡି ରାଜମିସ୍ତ୍ରୀ ପ୍ରେମରେ ପଡିଲେ ମହିଳା, ସୁପାରୀ ଦେଇ ସ୍ଵାମୀକୁ କଲେ ହତ୍ୟା

କାନପୁର: ୟୁପିର କାନପୁରରେ ୪୫ କୋଟି ସମ୍ପତ୍ତିର ମାଲିକ ଜଣେ ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା ତାଙ୍କ ଶିକ୍ଷକ ପତ୍ନୀ ପିଙ୍କି କରିଛନ୍ତି । ପିଙ୍କିଙ୍କର ଜଣେ ରାଜମିସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ମଧ୍ୟ ଲାଗି…

ଏମପିରେ ବଢୁଛି ବିଜେପି: ଦିଗବିଜୟଙ୍କୁ କଟାକ୍ଷ କରି କହିଲେ ସିନ୍ଧିଆ-‘ଦେଇଥିବା ଅଭିଶାପକୁ ସ୍ୱାଗତ, ହୃଦୟରୁ ଅଭିନନ୍ଦନ’

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଣ ଗଣତି ଜାରି ରହିଛି । ଇତି ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ବିଜୟକୁ ନେଇ ବଡ ବୟାନ ଦେଇଛନ୍ତି । ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ସେ କହିଛନ୍ତି, ମୋର ବିଶ୍ୱାସ, ବିଜେପି ଜନତାଙ୍କ ସହଯୋଗ ମିଳିବ । ବହୁମତ ନୁହେଁ, ପୂର୍ଣ୍ଣ…

ଫିଲିପାଇନ୍ସରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୭.୫ ରେକର୍ଡ

ନୂଆଦିଲ୍ଲୀ : ଫିଲିପାଇନ୍ସର ମିଣ୍ଡାନାଓରେ ବଡଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆଶଙ୍କା କରାଯାଉଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏ ନେଇ…

ସିଏମ ଭୂପେଶ ବଘେଲ, କମଳନାଥ, ସଚ୍ଚିନ ପାଇଲଟ ପଛରେ, ତେଲେଙ୍ଗାନାରେ କେସିଆର ଆଗରେ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନରେ ଜାରି ରହିଛି ଭୋଟ ଗଣତି  । ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଆଗରେ ରହିଛି । ଏପଟେ ଛତିଶଗଡ ଏବଂ ତେଲେଙ୍ଗାନାରେ ଆଗରେ ରହିଛି କଂଗ୍ରେସ । ରାଜସ୍ଥାନରେ  ପ୍ରଥମ ରାଉଣ୍ଡ ଗଣତିରେ ତିଜାରାରେ ବିଜେପି ନେତା ବାଳକନାଥ ୫୦…

ମଧ୍ୟପ୍ରଦେଶ, ରାଜସ୍ଥାନରେ ପଛରେ କଂଗ୍ରେସ, ତେଲେଙ୍ଗାନାରେ ଆଗରେ: ଛତିଶଗଡରେ କ୍ଲୋଜ ଫାଇଟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ…

ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲାଣି ବିଜୟ ଉତ୍ସବ

ନୂଆଦିଲ୍ଲୀ:ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉଲ୍ଲାସ ମନାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଲାଣି ।   ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ…

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ…

ସାଇବେରିୟା ରେଲୱେ ଟ୍ରାକକୁ ଟାର୍ଗେଟ କରୁଛି ୟୁକ୍ରେନ

କୀଭ: ୟୁକ୍ରେନ ଓ ରୁଷ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ସହଜରେ ରୁଷ ହରାଇନେବ ବୋଲି ଭାବିଥିଲେ ମଧ୍ୟ ଏହା ଏବେ ସେମାନଙ୍କ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେଉଛି । ଶନିବାର ୟୁକ୍ରେନ ଘରୋଇ ଗୋଇନ୍ଦା ସଂସ୍ଥା ସାଇବେରିୟାରେ ରୁଷ ରେଳ ଲାଇନକୁ ଉଡେଇ ଦିଆଯାଇଛି । ସପ୍ତାହକ ମଧ୍ୟରେ…

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର…