Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରେନ୍ ଲାଇନରେ ହାତୀଙ୍କୁ ରକ୍ଷା କରିବ ‘ଗଜରାଜ’, କମିବ ମୃତ୍ୟୁ ହାର

ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ସମୟରେ ଦେଶର ବିଭିନ୍ନ ସହରରୁ ରେଳ ଟ୍ରାକରେ ହାତୀ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଯେଉଁ ରାଜ୍ୟରେ ହାତୀ ସଂଖ୍ୟା ଅଧିକ, ସେହିଠାରେ ଏଭଳି ଘଟଣା ଅଧିକ ଦେଖାଯାଏ । ରେଳ ଟ୍ରାକରେ ଦୁର୍ଘଟଣା ହେତୁ ହାତୀ ମୃତ୍ୟୁକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନୂତନ…

ଆଧାର କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ଡିସେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଅପଡେଟ୍

ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି କରାଯାଇଥାଏ କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ କରାଯାଇଥିଲା, ତେବେ ଆପଣଙ୍କୁ ତୁରନ୍ତ ନିଜ ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ସରକାର କହିଛନ୍ତି…

ଧଳାରୁ ସବୁଜ ହେଲା ତାଜମହଲ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ବିଶ୍ବର ସପ୍ତମ ଆଶ୍ଚର୍ଯ୍ୟ ଗୁଡିକ ଭିତରୁ ତାଜମହଲ ଗୋଟିଏ । ଏହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଉଥାଏ । ଏହାକୁ ଦେଖିବା ପାଇଁ ଦିନକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏହା ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଗତ କିଛି ବର୍ଷ ହେବ ଏହା…

ଭାରତରେ ଚିନ୍ତା ବଢାଇଲା ଚାଇନାର ରହସ୍ୟମୟୀ ରୋଗ, ୨ ଜଣଙ୍କଠାରେ ଦେଖାଗଲା ଲକ୍ଷଣ

ନୂଆଦିଲ୍ଲୀ: କରୋନା ପରେ ଚୀନ୍ ପୁଣି ଥରେ ଏକ ନୂତନ ରୋଗକୁ ସାମ୍ନା କରୁଛି। ଯାହା ଏହେ ଚିନ୍ତାର ବିଷୟ ପାଲଟିଛି। ସମଗ୍ର ଦେଶରେ ପ୍ରତିଦିନ 7 ହଜାରରୁ ଅଧିକ ରୋଗୀ ମିଳୁଛନ୍ତି। ଏଥିମଧ୍ୟରୁ ପିଲାମାନଙ୍କ ସଂଖ୍ୟା ସର୍ବାଧିକ। ଚୀନ୍ କହିଛି ଯେ ନିମୋନିଆ ଭଳି ରୋଗ ପିଲାମାନଙ୍କ ମଧ୍ୟରେ ବ୍ୟାପୁଛି।…

ମାଆର ଶବକୁ ବର୍ଷେ ଲୁଚାଇ ରଖିଥିଲେ ଦୁଇ ଭଉଣୀ

ବାରାଣାସୀ: ମଦରୱାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ପତିଙ୍କ ସହ ବିବାଦ ହେବା ପରେ ରାମକୃଷ୍ଣ ପାଣ୍ଡଙ୍କ ଝିଅ ନିଜର ୨ କନ୍ୟା ସହ ବାପଘରେ ରହୁଥିଲେ । ତାଙ୍କ ମୃତ୍ୟୁ ୮ ଡିସେମ୍ବର ୨୦୨୨ରେ ହୋଇଥିଲା । ଏହା ପରେ ତାଙ୍କ ଅନ୍ତ୍ୟେଷ୍ଟି…

ଜଳାର୍ଣ୍ଣବ ଚେନ୍ନାଇ, ଆଜି ବି ସବୁ ସ୍କୁଲ ଛୁଟି

ଚେନ୍ନାଇ: ତାମିଲନାଡୁରେ ଲାଗି ରହିଛି ଲଗାଣ ବର୍ଷା । ଜଳାର୍ଣ୍ଣବ ହୋଇପଡିଛି ପୁରା ସହର । ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟ ରାଜଧାନୀ ଚେନ୍ନାଇରେ ଆଜି ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ଚେନ୍ନାଇ ଛଡା ତିରୁବଲ୍ଲୁର,ଚେଙ୍ଗଲପଟ୍ଟୁ ଓ କାଞ୍ଚିପୁରମ୍ ଜିଲ୍ଲାରେ ମଧ୍ୟ…

ତେଲେଙ୍ଗାନାରେ ମତଦାନ : ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟିରୁ ଉର୍ଦ୍ଧ୍ବ ଭୋଟର

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି ।  ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର  । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା…

ମାତ୍ର ଦେଢ ଘଣ୍ଟାରେ ଅପହୃତ ୬ ବର୍ଷର ଶିଶୁକୁ ଠାବ କଲା ସନ୍ଧାନୀ କୁକୁର

ମୁମ୍ବାଇ: ମାତ୍ର ଦେଢ ଘଣ୍ଟା ମଧ୍ୟରେ ଅପହୃତ ହୋଇଥିବା ୬ ବର୍ଷର ଶିଶୁକୁ ଠାବ କଲା ମୁମ୍ବାଇ ପୁଲିସର ବମ୍ ଡିସ୍ପୋଜାଲ୍ ଆଣ୍ଡ୍ ଡିଟେକ୍ସନ୍ ସ୍କାର୍ଡର ଏକ ସନ୍ଧାନୀ କୁକୁର । ଏହାକୁ ନେଇ ଏହି ସନ୍ଧାନୀ କୁକୁର ଏବେ ଚର୍ଚ୍ଚାରେ । ପିଲାଟି ଘର ବାହାରେ ଖେଳୁଥିଲା । ଏହି ସମୟରେ ଜଣେ ଅଜ୍ଞାତ…

ଛଅ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ଆନ୍ଦୋଳନର ଅନ୍ତ, ମଣିପୁରର ୟୁଏନ୍ଏଲ୍ଏଫ୍ ଶାନ୍ତି ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ମଣିପୁରର ସର୍ବପୁରାତନ ଉପତ୍ୟକା ଭିତ୍ତିକ ସଶସ୍ତ୍ର ସଙ୍ଗଠନ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (ୟୁଏନ୍ଏଲ୍ଏଫ୍) ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି ଭାରତ ସରକାରଙ୍କ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି। ଏହି ଐତିହାସିକ ମାଇଲଖୁଣ୍ଟ ଛଅ ଦଶନ୍ଧି ଧରି ଚାଲିଥିବା…

ମମତାଙ୍କ ବିରୋଧ ସତ୍ୱେ ଗୃହମନ୍ତ୍ରୀ କହିଲେ ସିଏଏ ଲାଗୁ କରିବାକୁ କେହି ଅଟକାଇପାରିବେ ନାହିଁ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ମମତା…