Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ବିରୋଧ ସତ୍ୱେ ଗୃହମନ୍ତ୍ରୀ କହିଲେ ସିଏଏ ଲାଗୁ କରିବାକୁ କେହି ଅଟକାଇପାରିବେ ନାହିଁ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରାଯିବ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ମମତା…

ଆଶ୍ଚର୍ଯ୍ୟ: ମୁଣ୍ଡ ବିନ୍ଧୁଥିଲା, ପରୀକ୍ଷା ପରେ ଜଣାପଡିଲା ମସ୍ତିଷ୍କରେ ଥିଲା ଚପଷ୍ଟିକ

ହାନୋଇ: ଭିଏତନାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୩୫ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ବାରମ୍ବାର ବିନ୍ଧୁଥିବା ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ । କୌଣସି କାରଣ ସ୍ପଷ୍ଟ ଭାବେ ଜଣା ନ ପଡିବା ଯୋଗୁ ତାଙ୍କର ସିଟି ସ୍କାନ…

କଂଗ୍ରେସକୁ ସରକାର କରାଇ ନ ଦେବାକୁ ଏମପିରେ ବିଜେପିର ପ୍ଲାନ ‘ବି’!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ଭୋଟ ଗଣତି ସହ ଫଳାଫଳ ଆସିବାକୁ ଆଉ ମାତ୍ର ମଝିରେ ତିନି ଦିନ ବାକି ରହିଛି। ଯାହାକୁ ନେଇ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ଦଳଗୁଡିକ ପ୍ରସ୍ତୁତ ହେଉଛନ୍ତି। ସେପଟେ ଫଳାଫଳ ଆସିବା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ ନେଇ ପ୍ରମୁଖ ରାଜନୈତିକ ଦଳ…

କେସିଆରଙ୍କୁ ଫସାଇଦେଲା କଂଗ୍ରେସ ଗ୍ୟାରେଣ୍ଟି, ରାହୁଲଙ୍କ ଉପରେ ରାଗିଲେ କବିତା !

ଭୁବନେଶ୍ୱର: ରାତି ପାହିଲେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ପ୍ରଚାର ଶେଷ ହେବା ପରେ ବିଭିନ୍ନ ରାଜନୈତିକ ଦଳ ପାର୍ଟି କ୍ୟାଡ଼ର ମାନଙ୍କୁ ଆକ୍ଟିଭ କରୁଛନ୍ତି। ସେପଟେ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀଵ୍ର ହେବାରେ ଲାଗିଛି। ତେଲେଙ୍ଗାନାରେ ଶାସକ…

ଇସ୍ରାଏଲ-ହାମାସ ଯୁଦ୍ଧ: ଗାଜାରେ ୩୭ ଦିନ ପରେ ଧ୍ବଂସାବଶେଷ ତଳୁ ମିଳିଳା ନବଜାତ ଶିଶୁ, ଦେଖନ୍ତୁ ଭିଡିଓ

ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭୟଙ୍କର ବୋମା ବିସ୍ଫୋରଣର ୩୭  ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଭୟଙ୍କର ହେଉଛି ଚାଇନା ନିମୋନିଆ: ଭାରତରେ ଆଲର୍ଟ ଜାରି, କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନାରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ବଢିଯାଇଛି ଚିନ୍ତା। ଭୟଙ୍କର ହେଉଛି ଚାଇନା ନିମୋନିଆ। ଚାଇନାର ପିଲାଙ୍କୁ ବ୍ୟାପିଥିବା ଭାଇରାଲ ଜ୍ୱର ଓ ନିମୋନିଆ ଭାରତ ସରକାରଙ୍କର ମୁଣ୍ଡବିନ୍ଧା ବଢାଇଛି। ଏହାକୁ ନେଇ ଭାରତର କେତେକ ସ୍ଥାନରେ ସତର୍କତା ଜାରି କରାଯାଇଛି। ଦେଶରେ କୋଭିଡ…

ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ଦିଲ୍ଲୀରେ ଜରୁରୀ ଅବତରଣ କଲା ଲୁଫଥାନ୍ସା ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କଳି। ବାଧ୍ୟହୋଇ ଜରୁରୀ ଅବତରଣ କରାଗଲା ବିମାନ। ଲୁଫଥାନ୍ସା ବିମାନ ସ୍ବିଜରଲାଣ୍ଡର ମ୍ୟୁନିଚ ସହରରୁ ଉଡାଣ ଆରମ୍ଭ କରିବା ବେଳେ ମଝି ଆକାଶରେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ବିମାନ ବ୍ୟାଙ୍କକକୁ…

ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଉ ୫ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ମାଗଣା…

ମସଜିଦରୁ ଲାଉଡସ୍ପିକର ହଟାଇବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ…

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ…