Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡ ନିର୍ବାଚନ-୨୦୨୩: ଖୈରାଗଡରେ ପ୍ରିୟଙ୍କାଙ୍କ ୮ଟି ବଡ ପ୍ରତିଶ୍ରୁତି

ରାୟପୁର: ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଛତିଶଗଡରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର । ଏଭଳି ପରିସ୍ଥିତିରେ ଛତିଶଗଡରେ ଜିତିବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ଦିନରେ ଦୁଇ ଦିନିଆ ଛତିଶଗଡ ଗସ୍ତରେ…

ଆସନ୍ତୁ ଜାଣିବା କାହିଁକି ସମାଲୋଚିତ ହେଉଛନ୍ତି ନେତ୍ୟାନେହୁଙ୍କ ପରିବାର

ତେଲ ଅବୀବ: ହମାସ ବିପକ୍ଷ ଯୁଦ୍ଧ ବେଳେ ହଠାତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଓ ତାଙ୍କ ପରିବାରଙ୍କୁ କଡା ସମାଲୋଚନା କରାଯାଉଛି । ଯୁଦ୍ଧ ପରି ମାରାତ୍ମକ ପରିସ୍ଥିତି ସମୟରେ ଏହି ସମାଲୋଚନା କାହିଁକି କରାଯାଇଛି ଆସନ୍ତୁ ଜାଣିବା । ନେତ୍ୟାନେହୁ ଓ ତାଙ୍କ ପତ୍ନୀ ସେମାନଙ୍କ…

ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ

ବିଜୟନଗରମ: ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ । ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୦ ଘଣ୍ଟା ଭିତରେ ମରାମତି କାମ ସରିଥିଲା । ତା’ ପରେ ଟ୍ରାକରେ ଗଡିଥିଲା ଟ୍ରେନ । ପ୍ରଥମେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ…

ନିର୍ବାଚନ ପ୍ରଚାର ବେଳେ ବିଆରଏସ ସାଂସଦଙ୍କୁ ଛୁରାମାଡ

ହାଇଦ୍ରାବାଦ: ତେଲେଙ୍ଗାନା ସାଂସଦ କୋଥା ପ୍ରଭାକର ରେଡ୍ଡୀ ଆଜି ରାଜ୍ୟର ସିଦ୍ଧିପେଟ୍ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ ଛୁରାମାଡ ହୋଇଛି । ଛୁରାମାଡ଼ରେ ପ୍ରଭାକରଙ୍କ ପେଟରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗାଜୱେଲ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।…

ତେଜିଲା ମରାଠା ସଂରକ୍ଷଣ ନିଆଁ: ଏନସିପି ବିଧାୟକଙ୍କ ଘର ଜାଳି ଦେଲେ ବିକ୍ଷୋଭକାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ତେଜିଲା ମରାଠା ସଂରକ୍ଷଣ ନିଆଁ। ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି। ଏନସିପି ବିଧାୟକଙ୍କ ଘର ଜାଳିଲେ ବିକ୍ଷୋଭକାରୀ। ବିଡ୍ ମାଜଲଗାଓଁରେ ବିଧାୟକ ପ୍ରକାଶ ସୋଲଙ୍କୀଙ୍କ ଘର ଓ ଅଫିସ ଉପରକୁ ପଥର ମାଡ଼ କରିବା ସହ ଘର ଜାଳିଦେଲେ…

ପିଏଫ ଆକାଉଣ୍ଟରୁ କେବେ ଏବଂ କେତେ ଟଙ୍କା ଉଠାଇ ପାରିବେ? ଜାଣନ୍ତୁ ଏହାର ନିୟମ…

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଆବଶ୍ୟକ କରନ୍ତି । ଅନେକଥର ଏଥିପାଇଁ ଆମକୁ ଋଣର ସାହାଯ୍ୟ ନେବାକୁ ପଡିଥାଏ । ଯଦି ଆପଣ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ପିଏଫ (PF) ପ୍ରତି ମାସରେ ଜମା ହୋଇଥାଏ । ପିଏଫ (PF) ସଦସ୍ୟମାନଙ୍କୁ ଇପିଏଫଓ ପକ୍ଷରୁ ଅନେକ ସୁବିଧା…

କେବେ ମୁକ୍ତି ପାଇବେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ? ନୌସେନାଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଉକ୍ତ ଆଠ ଜଣ ପୂର୍ବତନ ସୈନିକଙ୍କ ପରିବାର ଲୋକଙ୍କୁ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ୱିଟର…

ମାନିଲେ ମହୁଆ: ହୀରାନନ୍ଦାନୀଙ୍କଠାରୁ ନେଇଥିଲେ ସ୍କାର୍ଫ, ଲିପଷ୍ଟିକ ଉପହାର

ନୂଆଦିଲ୍ଲୀ: କେସ୍ ଫର କୋରି ମାମଲାରେ ଫସିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଇତିମଧ୍ୟରେ ମହୁଆଙ୍କ କାରନାମାର ବଡ ଖୁଲାସା ହୋଇଛି । ଏହି ଖୁଲାସା ନିଜେ କରିଛନ୍ତି ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗକୁ ସେ ଖାରଜ କରିଛନ୍ତି, ତେବେ ଏକଥା ମାନିଛନ୍ତି ଯେ ସେ ନିଜ…

ମନୀଷ ସିସୋଦିଆଙ୍କୁ ଝଟକା: ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଝଟକା । ମିଳିଲାନି ଜାମିନ । ଜାମିନ ଆବେଦନୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂପୃକ୍ତ ଦିଲ୍ଲୀର ପୂର୍ବତନ ଉପ ସିଏମ ମନୀଷ ସିସୋଦିଆଙ୍କ ମାମଲାର ବିଚାର କରି କୋର୍ଟ ତାଙ୍କୁ ଜାମିନ ଆବେଦନ…

ଗୁଗୁଲରେ ବଦଳିଲା ଦେଶର ନାଁ: ‘ଭାରତ’ ସର୍ଚ୍ଚ କଲେ ଆସୁଛି ତ୍ରିରଙ୍ଗା ସହ ଅଫିସିଆଲ ମ୍ୟାପ

ନୂଆଦିଲ୍ଲୀ:ଗୁଗୁଲରେ ବଦଳିଲା ଦେଶର ନାଁ । ଏଣିକି ଗୁଗୁଲରେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ସର୍ଚ୍ଚ କଲେ ମିଳିଯିବ ଦେଶର ଠିକଣା । ଖାଲି ଦେଶର ଠିକଣା ନୁହେଁ, ସେଥିରେ ତ୍ରିରଙ୍ଗା ଚିହ୍ନ ବି ଥିବ । ଇଂରାଜୀରେ ହେଉ ବା ହିନ୍ଦୀରେ ଭାରତ ସର୍ଚ୍ଚ କଲେ ଗୁଗୁଲ ଖୋଜି ଦେଖାଇଦେବ ଆମ ଦେଶର…