Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେମୋଥେରାପୀ ବେଳେ କେଶ ଝଡେ କାହିଁକି ? ଆସନ୍ତୁ ଜାଣିବା..

ମୁମ୍ବାଇ: କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ…

ଲୁନା ୨୫ କ୍ରାଶ ହେବା ପରେ ଡାକ୍ତରଖାନାରେ ଭର୍ତି ହେଲେ ବୈଜ୍ଞାନିକ ମିଖାଇଲ ମାରେବେ

ମସ୍କୋ: ରୁଷର ଚନ୍ଦ୍ର ଅଭିଯାନକୁ ଶକ୍ତ ଧକ୍କା ଲାଗିଛି । ଲୁନା-୨୫ ଚନ୍ଦ୍ରରେ କ୍ରାଶ ହେବା ଫଳରେ ଏଥିସହ ଜଡିତ ବୈଜ୍ଞାନିକମାନେ ଭାଙ୍ଗି ପଡିଛନ୍ତି । ଏପରିକି ୯୦ ବର୍ଷୀୟ ବୈଜ୍ଞାନିକ ତଥା ଆଷ୍ଟ୍ରୋନମର ମିଖାଇଲ ମାରୋବ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତି…

ବିମାନ ଭିତରେ ହେଲା ରକ୍ତବାନ୍ତି; ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ

ନାଗପୁର:ମଝି ଆକାଶରେ ହଠାତ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ରକ୍ତବାନ୍ତି ହେଲା । ଏତେ ପ୍ରବଳ ବାନ୍ତି ହେଲା ଯେ ସେହିଠାରେ ଟଳି ପଡିଲେ । ମଝି ଆକାଶରେ ଚାଲିଗଲା ଜୀବନ । ଗତକାଲି ରାତିରେ ଇଣ୍ଡିଗୋ ବିମାନରେ ଘଟିଛି ଏପରି ଅଘଟଣ । ଇଣ୍ଡିଗୋ ଏୟାରଲାଇନ୍ସର ମୁମ୍ବାଇ-ରାଞ୍ଚି ଫ୍ଲାଇଟରେ…

ଜି-୨୦ ସମ୍ମିଳନୀ: ବାଇଡେନଙ୍କ ପାଇଁ ବୁକ ହେଲା ମୌର୍ଯ୍ୟ ହୋଟେଲର ୪୦୦ ରୁମ, ଅନ୍ୟମାନେ ରହିବେ କେଉଁଠି ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୯  ଏବଂ ୧୦ରେ ଦିଲ୍ଲୀରେ ହେବ ଆସାନ୍ତ G-20 ଶିଖର ସମ୍ମିଳନୀ । ସେଥିପାଇଁ ଦିଲ୍ଲୀର ହୋଟେଲ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦିଲ୍ଲୀର ପ୍ରସିଦ୍ଧ ଆଇଟିସି ମୌର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବେରାଇ, ଦ ଲୋଧି, ଦ ଇମ୍ପାରିୟଲ, ଦ…

ବର୍ତ୍ତମାନର କରୋନା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ…

ଏହି ଜନଜାତିର ଲୋକେ ଚୋରୀ କଲେ ମାରି କରି ଖାଇ ଦିଅନ୍ତି

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଆଧୁନିକ ଓ ଶିକ୍ଷିତ ହେଲେଣି । ତଥାପି ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଏହି ଆଲୋକ ପଂହଚି ପାରି ନାହିଁ । ପାପୁଆ ନିଉ ଗିନିର କୋରୋବାଇ ସଭ୍ୟତା ଏହାର ଉଦାହରଣ । ଏହି ସଭ୍ୟତା ସମ୍ପର୍କରେ ବିଶ୍ୱ ଏକପ୍ରକାର ଅଜ୍ଞ ଥିଲେ । ଡ୍ରୁ ୱିସ୍କି ନାମକ ଜଣେ ୟୁଟ୍ୟୁବର…

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩, କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା,…

ଗବେଷଣାରେ ଖୁଲାସା: ସ୍ମାର୍ଟ ୱାଚ ବ୍ରେସଲେଟ ତଳେ ରହୁଛି ପାଇଖାନାଠାରୁ ଅଧିକ ଜୀବାଣୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ପରେ ଏବେ ଯୁବ ପିଢ଼ୀଙ୍କୁ ସ୍ମାର୍ଟ ୱାଚ ବେଶ ଆକୃଷ୍ଟ କରୁଛି । ୧୦୦୦ ଟଙ୍କାରୁ ଏହା ଆରମ୍ଭ ହେଉଥିବାରୁ ସହଜରେ ସମସ୍ତେ କିଣି ପାରୁଛନ୍ତି । ତେବେ ଏହି ସ୍ମାର୍ଟୱାଚର ବ୍ରେସଲେଟକୁ ନେଇ ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା…

ଆରପାରିରେ ଭାରତର ବୟୋଜ୍ୟେଷ୍ଠ ହାତୀ ବିଜୁଳି ପ୍ରସାଦ

ତେଜପୁର: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଭାରତର ବୟୋଜ୍ୟେଷ୍ଠ ପୋଷା ହାତୀ ବିଜୁଳି ପ୍ରସାଦ ଆର ପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ବିଜୁଳି ପ୍ରସାଦକୁ ୮୯ ବର୍ଷ ହୋଇଥିଲା । ଆସାମର ସୋନିତପୁର ଜିଲ୍ଲାରେ ଦି ୱିଲିୟମସନ ମେଗର ଗ୍ରୁପର ଚା ବଗିଚାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଚା…

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମଙ୍ଗଳବାର ଜୋହାନ୍ସବର୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା…