Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

ଭୁବନେଶ୍ୱର: ୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ…

ଚନ୍ଦ୍ରରୁ ଆସିଲା ନୂଆ ନୂଆ ତଥ୍ୟ, ଇସ୍ରୋ ଜାରି କଲା ଭିଡିଓ

ବେଙ୍ଗାଲୁରୁ: ଜହ୍ନ ରାଇଜରେ ବୁଲୁଛି କୁନି ପୁଅ। ସତେ ଯେପରି ଜହ୍ନମାମୁଁ ଅଗଣାରେ ଖେଳୁଛି ପୁଅ, ଆଉ ପୁଅକୁ ଶ୍ରଦ୍ଧାରେ ଚାହିଁ ରହିଛି ମାଆ। ଏପରି କିଛି ମଜାଦାର ବାକ୍ୟ ଲେଖି ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି ଇସ୍ରୋ। ଏହାସହ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଏହାସହ ଚନ୍ଦ୍ରରେ…

ଆମେରିକାରେ ଭୟଙ୍କର ଝଡ଼ ତୋଫାନ: ୧୫ ଫୁଟ ଉଚ୍ଚରେ ଉଠିଲା ଜୁଆର

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି । ହରିକେନ୍ ଇଡାଲିଆ ଆମେରିକାର ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ୍ କରି ଧ୍ୱଂସର ତାଣ୍ଡବ ରଚିଛି । ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ…

ଶବ ସତ୍କାରର ବିଚିତ୍ର ପରମ୍ପରା: ମୃତ ଦେହ ପାେଡ଼ାଯାଏନି କି ପୋତାଯାଏନି

ଭୁବନେଶ୍ୱର:  ଇଣ୍ଡୋନେସିଆର ଏମିତି ଏକ ସମ୍ପ୍ରଦାୟ ବସବାସ କରନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଭାରି ତାଜୁବ୍ ଲାଗେ । ଶବ ସତ୍କାରରକୁ ନେଇ ସେମାନଙ୍କର ବିଚିତ୍ର ପରମ୍ପରା ରହିଛି । ଇଣ୍ଡୋନେସିଆର ବାଲି ଦ୍ବୀପ ଅନ୍ତର୍ଗତ ବାତୁର ହ୍ରଦର ପୂର୍ବ ଉପକୂଳରେ ରହିଛି ତ୍ରୁନ୍ୟାନ୍‌ ଗାଁ। ପର୍ବତାଞ୍ଚଳ…

ଆମାଜନ ମ୍ୟାନେଜର ମର୍ଡର ପଛରେ ‘ମାୟା ଗ୍ୟାଙ୍ଗ’: ୧୮ ବର୍ଷର କିଶୋର ଚଳାଉଛି ସାମ୍ରାଜ୍ୟ

ନୂଆଦିଲ୍ଲୀ: ମଧ୍ୟ ରାତ୍ରରେ ଆମାଜନ ମ୍ୟାନେଜର ହରପ୍ରୀତ ଗିଲଙ୍କୁ  ହତ୍ୟା  କରିଥିବା ବ୍ୟକ୍ତି ଜଣେ ୧୮ ବର୍ଷର କିଶୋର । ବିଶ୍ୱାସ ନହେଲେ ବି କଥାଟା ସତ  । ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ୪ଟି ହତ୍ୟା ମାମଲା ରହିଛି । ତାଙ୍କ ଅଧିନରେ ଡଜନରୁ ଅଧିକ ଗ୍ୟାଙ୍ଗ ମେମ୍ବର କାମ କରୁଛନ୍ତି…

ଫୁକୁଶିମାର ମାଛ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ଫୁକୁଶିମାର ନ୍ୟୁକ୍ଲିୟର ପାୱାର ପ୍ଲାଂଟର ୧୨ ବର୍ଷ ଧରି ଜମି ରହିଥିବା ରେଡିଓ ଆକ୍ଟିଭ ପାଣି ଏବେ ଧିରେ ଧିରେ ପ୍ରଶାନ୍ତ ମହାସାଗରକୁ ଛଡା ଯାଉଛି । ଏହା ପରେ ଏହି ଅଂଚଳର ସି ଫୁଡ ନେବା ଉପରେ ଚୀନ, ହଂକଂ ସମେତ ଅନେକ ଦେଶ କଟକଣା ଲଗାଇଛନ୍ତି । ଏହାର ଜବାବ ଦେବାକୁ ଯାଇ ଜାପାନ…

ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା, ଖୁବ୍ ଶିଘ୍ର ବଜାରକୁ ଆସିବ ଡେଙ୍ଗୁ ଟିକା

ନୂଆଦିଲ୍ଲୀ: ଡେଙ୍ଗୁ ପାଇଁ ସବୁଠି ବଢିଛି ଭୟ । ରାଜ୍ୟଠୁ ଦେଶ ସବୁଠି ଦେଖାଦେଇଛି ଡର । ଏହି ଡେଙ୍ଗୁ ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଗତକିଛି ଦିନ ମଧ୍ୟରେ କିଛି ଲୋକ ଡେଙ୍ଗୁ ଜ୍ଵରରେ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଏସବୁ ଭିତରେ ଡେଙ୍ଗୁ ଜ୍ଵରକୁ ନେଇ ଆସିଛି ଏକ…

ଜୋହନ୍ସବର୍ଗର ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ,୬୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବିଶିଷ୍ଟ ଗୋଟିଏ ଆବାସିକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଏଥିରେ ୬୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଏଣିକି ଏକ୍ସରେ କରିପାରିବେ ଅଡିଓ ଓ ଭିଡିଓ କଲ; ସୂଚନା ଦେଲେ ଏଲନ ମସ୍କ

ଭୁବନେଶ୍ୱର: ହ୍ୱାଟ୍ସ ଅପକୁ ଚାଲେଞ୍ଜ ଦେବେ ଏଲନ ମସ୍କ । ଯେଉଁ ଭିଡିଓ ଓ ଅଡିଓ କଲ ପାଇଁ ହ୍ୱାଟସଅପ ଏକ ଲୋକପ୍ରିୟ ଆପ ହୋଇ ପାରିଛି, ତାକୁ ମାତ ଦେବ ଏକ୍ସ । ଏଣିକି ଏକ୍ସ ବା ଟୁଇଟରରେ ଅଡିଓ ଓ ଭିଡିଓ କଲ କରାଯାଇ ପାରିବ ବୋଲି କହିଛନ୍ତି ଏଲନ ମସ୍କ ।  ମସ୍କ ଏକ୍ସରେ ଟୁଇଟ କରି ଏହି ସୂଚନା…

ବିଜେପିକୁ ଝଟକା, ଦଳରୁ ଇସ୍ତଫା ଦେଲେ କୋଲାରସ ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି। ଏହାରି ଭିତରେ ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଜେପି ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।…