Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିଲିଜ୍ ହେଲା ‘ଯବାନ’ର ଟ୍ରେଲର, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

ମୁମ୍ବାଇ: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ ଖାନ୍ । ଏସବୁ ଭିତରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର । ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ତେବେ ଆସନ୍ତା ୭ ତାରିଖରେ…

ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ: ସାଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର । ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା…

ପ୍ରସ୍ତୁତ ହେଲା ବିଶ୍ବର ସବୁଠୁ ବଡ ଓ ଛୋଟ ରାକ୍ଷୀ, ଲମ୍ବ ପ୍ରାୟ ୧୦୦୦ଫୁଟ ଓ ଏକ ମିଲି ମିଟର

ଭୋପାଲ: ଭାଇ-ଭଉଣୀ ମଧ୍ୟରେ ସ୍ନେହ ପ୍ରେମ ଶ୍ରଦ୍ଧାର ପବିତ୍ର ପର୍ବ ହେଉଛି ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ଆସିଲେ ବଜାରଘାଟରେ ଭିନ୍ନ ଭିନ୍ନ ପ୍ରକାର ଆକର୍ଷଣୀୟ ମନଲୋଭା ରାକ୍ଷୀର ପସରା ମେଲେ । ଚଳିତ ବର୍ଷ ମଧ୍ୟ ସେଭଳି ଆକର୍ଷଣୀୟ ରାକ୍ଷୀ ସହିତ କିଛି ଆଚମ୍ବିତ କଲାଭଳି ରାକ୍ଷୀ ଦେଖିବାକୁ…

‘ଇଣ୍ଡିଆ’ ତୃତୀୟ ବୈଠକକୁ ବିଜେପିର କଟାକ୍ଷ: କହିଲା, ଚାଲିଛି ‘ଘମଣ୍ଡିଙ୍କ ବୈଠକ’

ନୂଆଦିଲ୍ଲୀ: ବଳ ଯୋଗାଡୁଛି ଇଣ୍ଡିଆ ମେଣ୍ଟ । ୨୦୨୪ ନିର୍ବାଚନରେ ଏନଡିଏକୁ ଦେବ ମାତ୍ । ମିଟିଂ ପରେ ମିଟିଂ । ଆଜି ମୁମ୍ବାଇରେ ଚାଲିଛି ତୃ୍ତୀୟ ପର୍ଯ୍ୟାୟ ମିଟିଂ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଇଣ୍ଡିଆ ମିଟିଂକୁ ଘମଣ୍ଡିଙ୍କ ମିଟିଂ…

ଭୋଟର ଲିଷ୍ଟ ପ୍ରସ୍ତୁତ, ଯେ କୌଣସି ସମୟରେ ହୋଇପାରେ ଜମମୁ କଶ୍ମୀରରେ ନିର୍ବାଚନ: କେନ୍ଦ୍ରର ବଡ ଘୋଷଣା

 ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ହୋଇପାରେ ନିର୍ବାଚନ । ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଘୋଷଣା ।ସୁପ୍ରିମ କୋର୍ଟରେ ଆର୍ଟିକିଲ ୩୭୦କୁ ନେଇ ଶୁଣାଣି ଚାଲିଥିବାବେଳେ ଏପରି ଘାେଷଣା କରିଛି କେନ୍ଦ୍ର । ଏଥିନେଇ ଭୋଟର ଲିଷ୍ଟ ମଧ୍ୟ ପ୍ରସ୍ତୁତ…

ଭାରତର ୧୯ ଲକ୍ଷ ଭିଡିଓ ହଟେଇଲା ୟୁ ଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତର ୧୯ ଲକ୍ଷରୁ ଅଧିକ ଭିଡିଓ ହଟେଇଛି । ସାମ୍ପ୍ରଦାୟିକ ଉତେଜନା ଓ ୟୁଟ୍ୟୁବ ମାନଦଣ୍ଡକୁ ଏହି ଭିଡିଓଗୁଡିକ ଉଲ୍ଲଘଂନ କରିଥିଲା । ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଭିଡିଓ ହଟେଇବାକୁ ୟୁ ଟ୍ୟୁବ ବାଧ୍ୟ ହୋଇଛି । ଓଭରାଲ…

ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ, ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ…

ସୁପ୍ରିମକୋର୍ଟକୁ ବି ଛାଡିଲେନି ସାଇବର ଅପରାଧୀ, ନକଲି ଓ୍ବେବସାଇଟ୍ ଜାଣିବା ପରେ କୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟଳୟ ନାଁରେ ନକଲି ଓ୍ବେବସାଇଟ୍। ଯାହାକୁ ଦେଖି କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା କହି ଏହି ନକଲି ଓ୍ବେବସାଇଟକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ନକଲି ସାଇଟ୍ ସୁପ୍ରିମକୋର୍ଟର ସରକାରୀ ଓ୍ୱେବସାଇଟର…

ଆଜି ‘ଇଣ୍ଡିଆ’ର ତୃତୀୟ ବୈଠକ: ଘୋଷଣା ହୋଇପାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ

ନୂଆଦିଲ୍ଲୀ: ଆଜି ବିରୋଧୀ ମେଣ୍ଟ ଇଣ୍ଡିଆାର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ୨୦୨୪ ଲେକା ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ୨୮ ଦଳ, ୬୨ ନେତା । ତାଭିତରୁ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏ ନେଇ ଆଜି ଦଳ ପକ୍ଷରୁ  ଘୋଷଣା …

ସ୍ତ୍ରୀକୁ ଧରମ ଭାଇର ଖରାପ ବ୍ୟବହାର ସହିନପାରି ଭିଣୋଇ କଲା ହତ୍ୟା

ମୁମ୍ବାଇ: ପତ୍ନୀର ଧରମ ଭାଇକୁ ହତ୍ୟା। ପତ୍ନୀ ସହ ଖରାପ ବ୍ୟବହାର କରୁଥିବାରୁ ପୂର୍ବରୁ ଚେତାଇ ଆସୁଥିଲେ କିନ୍ତୁ ଏହାପରେ ବି ସୀମା ଲଂଘିଥିଲା ସମସ୍ତ ହରକତ। ଏହାପରେ ଭିଣୋଇ ଜଣଙ୍କ ହତ୍ୟା କରିଥିବା ସ୍ବୀକାର କରିଛି। ଏମିତିକି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସଂପୃକ୍ତ…