Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ତ୍ରୀକୁ ଧରମ ଭାଇର ଖରାପ ବ୍ୟବହାର ସହିନପାରି ଭିଣୋଇ କଲା ହତ୍ୟା

ମୁମ୍ବାଇ: ପତ୍ନୀର ଧରମ ଭାଇକୁ ହତ୍ୟା। ପତ୍ନୀ ସହ ଖରାପ ବ୍ୟବହାର କରୁଥିବାରୁ ପୂର୍ବରୁ ଚେତାଇ ଆସୁଥିଲେ କିନ୍ତୁ ଏହାପରେ ବି ସୀମା ଲଂଘିଥିଲା ସମସ୍ତ ହରକତ। ଏହାପରେ ଭିଣୋଇ ଜଣଙ୍କ ହତ୍ୟା କରିଥିବା ସ୍ବୀକାର କରିଛି। ଏମିତିକି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସଂପୃକ୍ତ…

୮୦% ଭାରତୀୟ ଏବେ ବି ମୋଦୀଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିଛନ୍ତି: ପ୍ୟୁ ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୋଟିଏ ଭଲ ଦୃଷ୍ଟିକୋଣ ରଖିଛନ୍ତି । ଯାହାର ପ୍ରଭାବ ବିଶ୍ୱବ୍ୟାପୀ ମଧ୍ୟ ବୃଦ୍ଧିପାଉଥିବା ଦେଖିବାକୁ ମିଳିଛି। ୨୦୨୩ ମାର୍ଚ୍ଚ ୨୫ରୁ ମେ ୧୧ ମଧ୍ୟରେ ହୋଇଥିବା…

ମୋଦିଙ୍କୁ ‘ଟର୍ମିନେଟର’ କହିଲା ବିଜେପି,ପୋଷ୍ଟର ସେୟାର କରି ବିରୋଧୀଙ୍କୁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିପକ୍ଷ । ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ମୁମ୍ବାଇରେ ୩୧ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ହେବ  ।ଇତି ମଧ୍ୟରେ ଭାରତୀୟ ଜନତାପାର୍ଟି ଟୁଇଟ କରି ବିପକ୍ଷକୁ ଟାର୍ଗେଟ କରିଛି । ବିଜେପି…

ବଢ଼ିବ ଭାରତୀୟ ନୌସେନାର କ୍ଷମତା, ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଯୁଦ୍ଧ ଜାହାଜ ‘ମହେନ୍ଦ୍ରଗିରି’

ମୁମ୍ବାଇ: ସେପ୍ଟେମ୍ବର ୧ ରେ ଲଞ୍ଚ ହେବ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି। ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ପତ୍ନୀ ସୁଦେଶ ଧନଖର ଏହାକୁ ମଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡରେ ଲଞ୍ଚ କରିବେ। ଏହା ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ। ସରକାରୀ ବିବୃତ୍ତିରେ ଏହି ସୂଚନା…

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ୍‌ର ଫଟୋ ପଠାଇଲା ‘ପ୍ରଜ୍ଞାନ’

ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍…

ଶରଦ ପାୱାରଙ୍କୁ ଅବସର ନେବା ପାଇଁ କହିଲେ ବନ୍ଧୁ ସାଇରସ ପୁନାୱାଲା

ମୁମ୍ବାଇ: ଏନସିପି ମୂଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପାଇଁ ଅଂଟା ଭିଡିଛନ୍ତି । ବିଜେପିକୁ ରୋକିବା ପାଇଁ ସେ ଇଣ୍ଡିଆ ଗଠବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ତେବେ ତାଙ୍କର ଘନିଷ୍ଠ ମିତ୍ର ଓ ଶିଳ୍ପପତି ତଥଶ ସୀରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ତାଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା: ଫଟୋ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ:ରାକ୍ଷୀ ବାନ୍ଧିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଛୋଟ ପିଲାଙ୍କ ଗହଣରେ ପାଳିଲେ ରକ୍ଷାବନ୍ଧନ ପର୍ବ । ଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି । ଛୋଟ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧି ଥିଲେ…

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ…