Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳିତ ବର୍ଷ ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ: ମମତା

କୋଲକାତା: ଭାରତୀୟ ଜନତା ପାର୍ଟି ସରକାର ଡିସେମ୍ବର କିମ୍ବା ଜାନୁଆରୀରେ ଲୋକସଭା ନିର୍ବାଚନ କରିପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କିଛି ଦାବି କରିଛନ୍ତି। ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି ବୋଲି କହିବା ପରେ ନିର୍ବାଚନ ନେଇ…

ଶତ୍ରୁ ରାଷ୍ଟ୍ରରେ ମହଙ୍ଗା ବିଜୁଳି ଦରକୁ ଜୋରଦାର ବିରୋଧ, କାମଚଳା ପ୍ରଧାନମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା

ଇସଲାମାବାଦ: ପ୍ରାୟ ବର୍ଷକ ମଧ୍ୟରେ, ପାକିସ୍ତାନର ହାରାହାରି ବିଦ୍ୟୁତ ଶୁଳ୍କ ୭୬% ବୃଦ୍ଧି ପାଇଛି କାରଣ ଆଇଏମଏଫ ସହିତ ଏହାର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ନିୟମିତ ସମାଯୋଜନକୁ ପାଳନ କରିଛି। ଅଗଷ୍ଟରେ ହୋଇଥିବା ଡଲାର ତୁଳନାରେ ଟଙ୍କା ମୂଲ୍ୟର ପ୍ରାୟ ୫% ହ୍ରାସକୁ ପ୍ରତିହତ କରିବା ପାଇଁ…

ଚନ୍ଦ୍ରପୃଷ୍ଠର ଏକ ଗଭୀର ଗାତ ନିକଟରେ ପହଁଚିଥିଲା ରୋଭର, ଇସ୍ରୋ ଜାରି କଲା ଫଟୋ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-3 ଦ୍ୱାରା ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞାନ ଦକ୍ଷିଣ ମେରୁରେ ବୁଲୁଛି। ରୋଭର ଏହି ସମୟରେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରୁଛି। ବିକ୍ରମ ଲାଣ୍ଡର ମଧ୍ୟ ନିଜ କ୍ୟାମେରାରୁ ରୋଭରର ଗତିବିଧିର ଚିତ୍ର ପଠାଉଛନ୍ତି।…

ଜି-୨୦ ପାଇଁ ପୁଟିନ ନିଜେ ନଆସି ବୈଦେଶିକ ମନ୍ତ୍ରୀଙ୍କୁ ପଠାଇବେ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲ୍ ସମୟରେ ରାଷ୍ଟ୍ରପତି ପୁଟିନ ପୁଣିଥରେ ଭାରତୀୟ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଏହାର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବାରୁ…

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…

ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ମଥୁରା: ମଥୁରାରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଲଟେରୀ କାରୋବାର ନେଇ ଏହି ଘଟଣା ଘଟିଛି । ୧ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ଲଟେରୀରେ ପବନ ଅଗ୍ରୱାଲ ଓ ତାଙ୍କ ବାପା…

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ…

ଧୋତି ପିନ୍ଧିଥିବାରୁ କ୍ଲବରେ ପ୍ରବେଶ କରିପାରିଲେନି ଆଇନଜୀବୀ

ନୂଆଦିଲ୍ଲୀ: ଶନିବାର ଦିନ ଜଣେ ବରିଷ୍ଠ ଓକିଲଙ୍କୁ ୧୪୫ ବର୍ଷ ପୁରୁଣା ଡେରାଡୁନ୍ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏହାର କାରଣ ହେଉଛି ସେ ଧୋତି, କୁର୍ତ୍ତା ଏବଂ ଟୋପି ପିନ୍ଧିଥିଲେ। କ୍ଲବ୍ କହିଛି ଯେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ କଲେ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିବ।…

ଛୋଟ ଛୁଆର କାନ୍ଦ ଓ ମୋବାଇଲ ରିଙ୍ଗରୁ ବର୍ତ୍ତିଗଲା ବଡ଼ ଦୁର୍ଘଟଣା

ଲକ୍ଷ୍ନୌ: ସକାଳୁ ସକାଳୁ ଛୋଟ ଛୁଆର କାନ୍ଦ ଓ ଫୋନ୍ ରିଙ୍ଗ୍ କାହାକୁ ଭଲ ଲାଗେନି। କାରଣ ଏହା ନିନ୍ଦ ଭାଙ୍ଗିଦିଏ ଏଥିସହ ବିଭିନ୍ନ କାମରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ନିଷ୍ପାପ ଶିଶୁଟି କଣ ଜାଣିଥାଏ ତାର କାନ୍ଦ ଏଭଳି ଏକ ମାହୋଲ ତିଆରି କରେ। କିନ୍ତୁ ସେଦିନ ଏହି କାନ୍ଦ ଅନେକ ଜଁଣଙ୍କୁ…

‘ପରିବାରର ସମ୍ମାନ’ ପାଇଁ ଝିଅକୁ ହତ୍ୟା କଲେ ବାପା-ମା, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ଆଗ୍ରା: ୟୁପିର ମୁଜାଫରନଗର ଜିଲ୍ଲାର ଗୋଏଲା ଗାଁରେ ଜଣେ ୧୯ ବର୍ଷୀୟ ଗର୍ଭବତୀ ଯୁବତୀଙ୍କୁ ତାଙ୍କ 'ପ୍ରେମିକା' ପାଇଁ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଉଥିବା ବେଳେ ତାଙ୍କ ବାପା ତାଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ରବିବାର ନଦୀରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗାଁ ମୁଖିଆଙ୍କ…