Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପରିବାରର ସମ୍ମାନ’ ପାଇଁ ଝିଅକୁ ହତ୍ୟା କଲେ ବାପା-ମା, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ଆଗ୍ରା: ୟୁପିର ମୁଜାଫରନଗର ଜିଲ୍ଲାର ଗୋଏଲା ଗାଁରେ ଜଣେ ୧୯ ବର୍ଷୀୟ ଗର୍ଭବତୀ ଯୁବତୀଙ୍କୁ ତାଙ୍କ 'ପ୍ରେମିକା' ପାଇଁ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଉଥିବା ବେଳେ ତାଙ୍କ ବାପା ତାଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ରବିବାର ନଦୀରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗାଁ ମୁଖିଆଙ୍କ…

ନିର୍ବାଚନୀ ଉଷ୍ମତା ବେଳେ ଭାବମୂର୍ତ୍ତି ବଞ୍ଚାଇବାକୁ ଯାଇ ନିଯୁକ୍ତି ପତ୍ର ବଣ୍ଟାଯାଉଛି କହି କେନ୍ଦ୍ରକୁ କଟାକ୍ଷ କଲା…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରୋଜଗାର ମେଳାକୁ କଟାକ୍ଷ କରିଛି ବିରୋଧୀ କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛି ଯେ 'ନିର୍ବାଚନୀ ବର୍ଷର ଉଷ୍ମତା' ଅନୁଭବ ହେଲାଣି ତେଣୁ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ରୋଜଗାର ମେଳା କରୁଛନ୍ତି…

କୋଟାରେ ଜୀବନ ହାରିଲେ ଆଉ ୨ ଛାତ୍ର

ଜୟପୁର: ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଆତ୍ମହତ୍ୟା ଜନିତ ଖବର । କୋଟାରେ NEET କୋଚିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା…

ଉଡନ୍ତା ବିମାନରେ ହେଲା ହାର୍ଟ ସର୍ଜରୀ, ଦେବଦୂତ ସାଜିଲେ ଡାକ୍ତର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ମନୁଷ୍ୟ ପାଇଁ ଦ୍ଵିତୀୟ ଭଗବାନ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ମନୁଷ୍ୟକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ…

କୋଚି-ବେଙ୍ଗାଲୁରୁ ଯାଉଥିବା ବିମାନକୁ ବୋମା ଧମକ, ଯାତ୍ରୀଙ୍କୁ ସୁରକ୍ଷିତ ଅବତରଣ

ଥିରୁଭାନନ୍ତପୁରମ୍‌: କୋଚିରୁ ବେଙ୍ଗାଲୁରୁ ଅଭିମୁଖେ ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ପାଇବା ପରେ ବିମାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ପାଇବା ମାତ୍ରେ ବିମାନଟି ଶୀଘ୍ର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କଲା। ଏହା ପରେ ଅଧିକାରୀମାନେ ସମସ୍ତ ଯାତ୍ରୀଙ୍କୁ ନିରାପଦରେ…

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା, ଆକାଶ ଏବଂ ଅନନ୍ତ ସାମିଲ, ଅବସର ନେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ନାମୀଦାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସୋମବାର ଏହାର ଉତ୍ତରାଧିକାରୀ ଘୋଷଣା କରିଛି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏବଂ ପୁଅ ଆକାଶ, ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍. ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ନିଯୁକ୍ତ କରାଯାଇଛି। ରିଲାଏନ୍ସ…

ଭାରତର ସୂର୍ଯ୍ୟ ମିଶନ: ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

ବାଙ୍ଗାଲୋର: ସୂର୍ଯ୍ୟ ମିଶନ ନେଇ ଇସ୍ରୋର ବଡ ଘୋଷଣା । ସୂର୍ଯ୍ୟ ମିଶନ ନେଇ ତାରିଖ ଘୋଷଣା କଲା ଇସ୍ରାେ । ଶନିବାର ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ ହେବ ଆଦିତ୍ୟ ଏଲ- ୧ । ଆନ୍ଧ୍ରର ଶ୍ରୀହରି କୋଟାରୁ ଏହା ଲଞ୍ଚ କରାଯିବ । ଶନିବାର ସକାଳ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ-୧ । ଏ ନେଇ…

ଏକା ସାଙ୍ଗରେ ୪ ସନ୍ତାନକୁ ଜନ୍ମ ଦେଲେ ମହିଳା: ସାମ୍ନାକୁ ଆସିଲା ଏପରି ଆଶ୍ଚର୍ଯ୍ୟଜନକ ଘଟଣା

ଜୟପୁର: ଆପଣମାନେ ଯମଜ ଶିଶୁ ଜନ୍ମ କଥା ଶୁଣିଥିବେ । ପ୍ରାୟତଃ କ୍ଷେତ୍ରରେ ମହିଳାମାନେ ୨ଟି ଶିଶୁ ଜନ୍ମ କରିଥିବା ଆମେ ଜାଣିଛୁ । କିନ୍ତୁ କେବେ ଆପଣ ଏକାସାଙ୍ଗରେ ୪ଟି ଶିଶୁ ଜନ୍ମ ହୋଇଥିବା କଥା ଶୁଣିଛନ୍ତି କି? ଏବେ ଆପଣଙ୍କୁ ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏହା ସତ୍ୟ । ଜଣେ…

ମା’-ବାପାଙ୍କ କଥା ନ ବୁଝିଲେ ସନ୍ତାନଙ୍କୁ ମିଳିବନି ସମ୍ପତ୍ତି ଭାଗ: ନୂଆ ନିୟମ ଆଣିଲେ ଏଇ ସରକାର

ଲକ୍ଷ୍ନୌ: ବାର୍ଦ୍ଧକ୍ୟରେ ସନ୍ତାନମାନେ ପିତାମାତାଙ୍କୁ ଖୁବ ଅବହେଳା କରୁଛନ୍ତି । ବୁଢା ବାପା-ମା’ଙ୍କ ଶେଷ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡୁଛି । ପିଲାମାନେ ନିଜ ସଂସାରରେ ବୁଡି ରହି ବୁଢା ବାବା-ମା’ଙ୍କ ପ୍ରତି ନିଷ୍ଠୁର ହୋଇ ପଡୁଛନ୍ତି, ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି । ଏ ସମସ୍ୟା…

ରୋଜଗାର ମେଳା: ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ରୋଜଗାର ମେଳା କାର୍ଯ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି…