Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଖାଲିସ୍ତାନୀ ସ୍ଲୋଗାନ

ନୂଆଦିଲ୍ଲୀ: କିଛି ଦିନ ପରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି -୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି ମଧ୍ୟ ଏଥିରେ ସାମିଲ ହେବେ। ତେବେ ଏପରି ସମୟରେ ଦିଲ୍ଲୀର…

ମୁମ୍ବାଇ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ; ୩ ମୃତ, ୨ ଗୁରୁତର

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳସ୍ଥିତ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି…

ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

ଆସାମ: ବିଜେପି ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ୧୦ ବର୍ଷୀୟ ବାଳକର ମୃତଦେହ । ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ବାଳକର ମୃତଦେହ ମିଳିଥିଲା। ବାଳକର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି । ବାଳକ ଜଣକ ନିଜ…

ଏମିତି ସ୍ବାମୀ ଖୋଜ ଯିଏ ଘରର କାମ କରିପାରିବେ, ଦିବଙ୍ଗତ ପତ୍ନୀଙ୍କୁ ମନେପକାଇ ଏପରି କହିଲେ CJI ଡିୱାଇ ଚନ୍ଦ୍ରଚୂଡ

ବେଙ୍ଗାଲୁରୁ: ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ଜଣେ ଭଲ ଓକିଲ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ ତାଙ୍କ…

ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକରେ ସାମିଲ ହେବା ପୂର୍ବରୁ ନୀତିଶଙ୍କ ବଡ଼ ବୟାନ !

ପାଟନା: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୬ଟି ବିରୋଧୀ ମେଣ୍ଟ ଇଣ୍ଡିଆ ଜୋରଦାର ପ୍ରସ୍ତୁତ ଚଳାଇଛି। ଆଗକୁ ରଣନୀତି ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦୁଇଥର ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିହାର…

B20 Summit: ବିଜନେସ ଲିଡର୍ସମାନଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି, କହିଲେ ଆର୍ଥିକ ବିକାଶକୁ ଦିଗ ଦେବ ଭାରତ

ନୂଆଦିଲ୍ଲୀ: ବି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । କ୍ରିପ୍ଟୋକରେନ୍ସି ଠାରୁ ଆରମ୍ଭ କରି ବ୍ୟବସାୟ କରିବା ସହଜ ପର୍ଯ୍ୟନ୍ତ ସେ ପ୍ରସଙ୍ଗ ଉପରେ କହିଥିଲେ। ଏହି ସମୟରେ ସେ ତାଙ୍କ ସରକାରଙ୍କ ନୀତି ବିଷୟରେ…

ଉଟିରେ ରାହୁଲଙ୍କ ଚକୋଲେଟ୍ କାରଖାନା ପରିଦର୍ଶନ, କୁନି ଝିଅଠାରୁ ନେଲେ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ। ତେବେ ଏହାର ଏକ ଭିଡିଓ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।…

ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

କୋଲକାତା: ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିଚୟ…

Mann Ki Baat: ମିଶନ ଚନ୍ଦ୍ରଯାନ ହେଉଛି ନୂଆ ଭାରତର ଆତ୍ମାର ପ୍ରତୀକ, ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ନୂଆଦିଲ୍ଲୀ: ଗତକାଲିର ସ୍ଵପ୍ନ ଆଜି ହୋଇଛି ପୁରଣ । ସମସ୍ତଙ୍କ ପ୍ରୟାସରେ ଚନ୍ଦ୍ରଯାନ ୩କୁ ମିଳିଛି ସଫଳତା । ନୂଆ ଭାରତର ପ୍ରତୀକ ଚନ୍ଦ୍ରଯାନ ୩ ର ସଫଳତା ପଛରେ ରହିଛି ନାରୀଶକ୍ତି । ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୪ତମ…

ଟୋରୋଣ୍ଟୋରେ ଭାରତୀୟ ଦିବସ ପାଳିତ, ମୁଖ୍ୟ ଆକର୍ଷଣ ସାଜିଲା ଓଡିଆ ପିଠାପଣା

ଟୋରୋଣ୍ଟୋ : ପାନୋରମା ଇଣ୍ଡିଆ ଦ୍ୱାରା ଟୋରୋଣ୍ଟୋରେ ପାଳିତ ହୋଇଛି ଭାରତୀୟ ଦିବସ । ଏହି ଅବସରରେ ଏଠାରେ ଭାରତୀୟ ସଂସ୍କୃତି ଓ ନୃତ୍ୟର ଝଲକ ଦେଖିବାକୁ ମିଳିଛି  । ୩୦ ରାଜ୍ୟର ପ୍ରାୟ ୧ ହଜାର ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନାଥନ ସ୍କ୍ୱାୟରରେ ବହୁ ଧୁମଧାମ ସହକାରେ…