Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୋଜଗାର ମେଳା: ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ରୋଜଗାର ମେଳା କାର୍ଯ୍ୟକ୍ରମରେ ୫୧ ହଜାର ୧୦୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି…

ବନ୍ଦ କୋଠରୀରୁ ମିଳିଲା ଗୋଟିଏ ପରିବାର ୪ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ମହୀଶୂର: ମହୀଶୂରରେ ସନ୍ଦେହଜକ ଅବସ୍ଥାରେ ଘର ଭିତରୁ ଗୋଟିଏ ପରିବାର ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗତକାଲି ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ…

ଥମୁନି ନୁହ ହିଂସା : ଆଜି ପୁଣିଥରେ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ, ସ୍କୁଲ କଲେଜ, ଅଫିସ ବନ୍ଦ , ୧୪୪ ଧାରା ଲାଗୁ

ନୁହ: ଥମୁନି ନୁହ ହିଂସା  । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି  ।  ଆଜି ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଛି। ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଏହି ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ…

ପ୍ରଥମ ପ୍ରତିବନ୍ଧକ ପାର କଲା ପ୍ରଜ୍ଞାନ:  ଚନ୍ଦ୍ରର ତାପମାତ୍ରା ବିଷୟରେ ଦେଲା ସୂଚନା

ବାଙ୍ଗାଲୋର: ଚନ୍ଦ୍ରଯାନ-୩ ତାର ଯାତ୍ରା ଜାରି ରଖିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଜ୍ଞାନ ରୋବର ଚନ୍ଦ୍ରରେ ପ୍ରଥମ ବାଧା ଅତିକ୍ରମ କରିଛି । ପ୍ରଜ୍ଞାନ ରୋବର ୧୦୦ କିମି ବ୍ୟାପି ଥିବା ବିରାଟ ଗାତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ବେଙ୍ଗାଲୁର ସ୍ଥିତ ଇସ୍ରୋ…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଲିଚି , ଓଜନ କମାଇବା ସହ ଦେଇଥାଏ ଏସବୁ ଫାଇଦା

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଲୋକମାନେ ଫଳ ଏବଂ ସବୁଜ ପନିପରିବା ଖାଇଥା’ନ୍ତି। ଏହା ଅନେକ ରୋଗକୁ ଭଲ କରିଥାଏ। ଆପଣ ଜାଣନ୍ତି କି ଗ୍ରୀଷ୍ମ ଋତୁରେ ଲିଚି ଖାଇବା ମଧ୍ୟ ଆବଶ୍ୟକ । ଲିଚି ଆପଣଙ୍କ ଶରୀରକୁ ଅନେକ ଲାଭ ଦେଇଥାଏ । ଆସନ୍ତୁ…

ରୋଜଗାର ମେଳା: ନବନିଯୁକ୍ତ ବ୍ୟକ୍ତିଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮ ଅଗଷ୍ଟ, ୨୦୨୩) ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ…

ପୁଣି ମଣିପୁରରେ ଉତ୍ତେଜନା: ଘର ପୋଡ଼ିଲେ, ପୋଲିସର ବନ୍ଧୁକ ଛଡ଼ାଇନେଲେ

ଇମ୍ଫାଲ: ଗତ କିଛି ସପ୍ତାହ ମଧ୍ୟରେ ମଣିପୁରରେ ଟିକିଏ ଶାନ୍ତି ଫେରିଆସିିଥିଲା ପରି ମନେ ହେଉଥିବା ବେଳେ ରବିବାର କିନ୍ତୁ ମଣିପୁରରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଲାମ୍ବୁଲାନେ ଅଞ୍ଚଳରେ ରବିବାର ଅପରାହ୍ନରେ ହୋଇଥିବା ହିଂସାରେ ଅଜଣା ବ୍ୟକ୍ତିମାନେ ତିନୋଟି ଘରକୁ…

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ପ୍ରିଗୋଜିନଙ୍କ ମୃତ୍ୟୁ, ପାଞ୍ଚ ଦିନ ପରେ କାହିଁକି ସ୍ପଷ୍ଟ କଲା ପୁଟିନ ପ୍ରଶାସନ?

ମସ୍କୋ: ଅଗଷ୍ଟ ୨୩ରେ ହୋଇଥିବା ବିମାନ ଦୁର୍ଘଟଣାରେ ଓ୍ୱାଗନର ସେନାର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଥିବା ରୁଷର ତଦନ୍ତକାରୀ କମିଟି ରବିବାର ସ୍ପଷ୍ଟ କରିଛି। ବିମାନ ଦୁର୍ଘଟଣା ପରେ ମିଳିଥିବା କିଛି ମୃତ ଦେହର ଡିଏନଏ ପରୀକ୍ଷା ହୋଇଥିଲା ଏହାପରେ ପ୍ରିଗୋଜିନଙ୍କ ମୃତ୍ୟୁ…

୨୦୨୪ ପରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ରସିଦ ଅଲଭି

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ବିଜେପିକୁ ଚ୍ୟାଲେଞ୍ଜ କରି ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି ସାରିଲେଣି। ଏବେ ପର୍ଯ୍ୟନ୍ତ ଏହି ମହାମେଣ୍ଟର ନେତାଙ୍କ ନାମ ବି ଘୋଷଣା କରାଯାଇ ନାହିଁ। ହେଲେ ଏହାରି ଭିତରେ…